ତ୍ରିପୁରାରୁ ଉଠିଲା ବିବାଦୀୟ ‘ଆଫସ୍ପା’

ନୂଆଦିଲ୍ଲୀ: ବିବାଦୀୟ ସଶସ୍ତ୍ର ବଳ (ସ୍ୱତନ୍ତ୍ର କ୍ଷମତା) ଆଇନ ବା ‘ଆଫସ୍ପା’କୁ ବୁଧବାର ତ୍ରିପୁରାରୁ ଉଠାଇ ଦିଆଯାଇଛି। ତ୍ରିପୁରା ସରକାର ଏହାକୁ ଉଠାଇ ନେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପାଇବା କ୍ଷଣି ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ରାଜ୍ୟରୁ ‘ଆଫସ୍ପା’ ହଟା ଯିବା କଥା ଖୋଦୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନିକ ସରକାର ଘୋଷଣା କରିଥିଲା। କ୍ୟାବିନେଟରେ ଆଫସ୍ପା ଉଠାଯିବା ନେଇ ପ୍ରସ୍ତାବକୁ ମଞ୍ଜୀରୁ ମିଳି ଯିବା ପରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଥିଲେ। ୧୯୯୭ ମସିହାରୁ ଏଠାରେ ଏହି […]

maniksarkar

maniksarkar

Rakesh Mallick
  • Published: Wednesday, 27 May 2015
  • Updated: 27 May 2015, 01:13 PM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ ସଶସ୍ତ୍ର ବଳ (ସ୍ୱତନ୍ତ୍ର କ୍ଷମତା) ଆଇନ ବା ‘ଆଫସ୍ପା’କୁ ବୁଧବାର ତ୍ରିପୁରାରୁ ଉଠାଇ ଦିଆଯାଇଛି। ତ୍ରିପୁରା ସରକାର ଏହାକୁ ଉଠାଇ ନେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପାଇବା କ୍ଷଣି ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ରାଜ୍ୟରୁ ‘ଆଫସ୍ପା’ ହଟା ଯିବା କଥା ଖୋଦୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନିକ ସରକାର ଘୋଷଣା କରିଥିଲା। କ୍ୟାବିନେଟରେ ଆଫସ୍ପା ଉଠାଯିବା ନେଇ ପ୍ରସ୍ତାବକୁ ମଞ୍ଜୀରୁ ମିଳି ଯିବା ପରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଥିଲେ। ୧୯୯୭ ମସିହାରୁ ଏଠାରେ ଏହି ଆଇନ ବଳବତ୍ତର ରହିଥିଲା।

ଏହି ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମାନିକ ସରକାର କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରାୟ ଶୂନକୁ ଚାଲି ଆସିଛି। ଆଫସ୍ପାକୁ ଉଠାଇ ନେବାକୁ ରାଜ୍ୟରେ ବିଭିନ୍ନ ବର୍ଗରୁ ଦାବି ହୋଇଆସୁଥିଲା। କିନ୍ତୁ ସେନା ପକ୍ଷରୁ ଏନେଇ କ୍ଲିୟରାନ୍ସ ଦିଆଯାଉ ନଥିବା ଯୋଗୁ ସରକାର କୌଣସି ନିଷ୍ପତ୍ତି ନେଇ ପାରୁ ନଥିଲେ। ତେବେ ସରକାର ଏଥର ସମୀକ୍ଷା କରି ଦେଖିଲେ ଆଫସ୍ପାର ଆଉ ଆବଶ୍ୟକତା ନାହିଁ। ତେଣୁ ଆଉ ଏହାର ଅବଧି ନବଢ଼ାଇବା ପାଇଁ ଆଜି ନିଷ୍ପତ୍ତି ନିଆଗଲା।

ବାରମ୍ବାର ହିଂସା ଓ ରକ୍ତପାତ ଘଟିବାରୁ ୧୯୯୭ ମସିହା ଫେବୃଆରୀ ୧୬ ତାରିଖରେ ତ୍ରିପୁରାରେ ଆଫସ୍ପା ଜାରି କରାଯାଇଥିଲା। ନିୟମ ଅନୁଯାୟୀ ପ୍ରତି ୬ ମାସରେ ଏହାର ସମୀକ୍ଷା ହେଉଥିଲା। ଗତ ବର୍ଷ ନଭେମ୍ବରରେ ତ୍ରିପୁରାରେ ଆଫସ୍ପାକୁ ଶେଷ ଥର ପାଇଁ ସଂପ୍ରସାରଣ କରାଯାଇଥିଲା। ଆଉ ଏହାର ଅବଧି ଚଳିତ ମାସ ଶେଷ ସୁଦ୍ଧା ଶେଷ ହେବାର ଥିଲା। ତ୍ରିପୁରାର ଦୁଇ ତୃତୀୟାଂଶ ଥାନା ଅଞ୍ଚଳରେ ଆଫସ୍ପା ଲାଗୁ କରାଯାଇଥିଲା। ତେବେ ସମୟକ୍ରମେ ଗୋଟିଏ ପରେ ଗୋଟିଏ ଥାନା ଅଞ୍ଚଳରୁ ଏହାକୁ ଉଠାଇ ଦିଆଯାଇଥିଲା। ବର୍ତମାନ ମାତ୍ର ୨୬ ଥାନାରେ ଆଫସ୍ପା ପୂରାପୂରି ଲାଗୁ ହୋଇଥିବା ବେଳେ ୪ଟି ଥାନାରେ ଆଂଶିକ ଭାବ ବଳବତ୍ତର ରହିଥିଲା। ସୂଚନାଯୋଗ୍ୟ, ତ୍ରିପୁରାରେ ମୋଟ ୭୨ ଟି ଥାନା ଓ ୩୬ ଟି ଫାଣ୍ଡି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story