ବର୍ଷ ଶେଷ ବେଳକୁ ଆମେରିକା ପାଖରେ ଥିବ କରୋନା ଭ୍ୟାକସିନ!

ୱାଶିଂଟନ: ସମଗ୍ର ବିଶ୍ୱ ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଭ୍ୟାକସିନ ଖୋଜିବାରେ ଲାଗିଛି। ତେବେ ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି। ୨୦୨୦ ଶେଷ ବେଳକୁ ଆମେରିକା ପାଖରେ କରୋନା ଭାଇରସକୁ ମାତ ଦେବାକୁ ଭ୍ୟାକସିନ ମହଜୁଦ ଥିବ ବୋଲି ସେ ଘୋଷଣା କରିଛନ୍ତି। ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି, “ବର୍ଷ ଶେଷ ବେଳକୁ କରୋନାର ମୁକାବିଲା କରିବା ପାଇଁ ଆମ ପାଖରେ ଭ୍ୟାକସିନ ମହଜୁଦ […]

s

s

Hemant Lenka
  • Published: Monday, 04 May 2020
  • Updated: 04 May 2020, 07:38 AM IST

Sports

Latest News

ୱାଶିଂଟନ: ସମଗ୍ର ବିଶ୍ୱ ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଭ୍ୟାକସିନ ଖୋଜିବାରେ ଲାଗିଛି। ତେବେ ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି। ୨୦୨୦ ଶେଷ ବେଳକୁ ଆମେରିକା ପାଖରେ କରୋନା ଭାଇରସକୁ ମାତ ଦେବାକୁ ଭ୍ୟାକସିନ ମହଜୁଦ ଥିବ ବୋଲି ସେ ଘୋଷଣା କରିଛନ୍ତି।

ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି, “ବର୍ଷ ଶେଷ ବେଳକୁ କରୋନାର ମୁକାବିଲା କରିବା ପାଇଁ ଆମ ପାଖରେ ଭ୍ୟାକସିନ ମହଜୁଦ ଥିବ ବୋଲି ମୋର ଯଥେଷ୍ଟ ବିଶ୍ୱାସ ରହିଛି। ଆମର ବୈଜ୍ଞାନିକ ଓ ଗବେଷକମାନେ ଏହା ଉପରେ କାମ କରୁଛନ୍ତି। ମୋର ସେମାନଙ୍କର ଉପରେ ବିଶ୍ୱାସ ରହିଛି। ଏବେ କରୋନା ଭ୍ୟାକସିନର ପରୀକ୍ଷା କିଛି ଲୋକଙ୍କ ଉପରେ କରାଯାଉଛି। ଏହା ସଫଳ ହେବ ବୋଲି ମୋର ଆଶା।

ଯଦି ଏହି ସମୟ ସୀମା ମଧ୍ୟରେ ଆଉ କୌଣସି ଦେଶ କରୋନା ଭ୍ୟାକସିନ ବାହାର କରିଦେବ, ତା’ହେଲେ ମୁଁ ବହୁତ ଖୁସି ହେବି। ମୁଁ କିଛି ବି ଶୁଣିବାକୁ ପ୍ରସ୍ତୁତ ନୁହେଁ, ମୁଁ କେବଳ ଏମିତି ଏକ ମେଡିସିନ ବାହାର କରିବାକୁ ଚାହୁଁଛି ଯାହା କରୋନାକୁ ମାତ ଦେଇପାରିବ। ସେହି ମେଡିସିନ ଆମେରିକା ବାହାର କରୁ କି ଅନ୍ୟ କୌଣସି ଦେଶ, କିନ୍ତୁ ଆମକୁ ମେଡିସିନ ଦରକାର। ”

ଟ୍ରମ୍ପ ଆହୁରି କହିଛନ୍ତି, ମୋର ଆଶା ସେପ୍ଟେମ୍ବର ମାସରୁ ସ୍କୁଲ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଖୋଲି ପାରିବ। ଏବେ ସମସ୍ତଙ୍କୁ ମୁଁ ଘରକୁ ଫେରିଯିବାକୁ ନିବେଦନ କରୁଛି। ଖୁବଶୀଘ୍ର ସବୁ କିଛି ଠିକ ହୋଇଯିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story