ତୁର୍କୀ ସାଧାରଣ ନିର୍ବାଚନ: ପ୍ରଧାନମନ୍ତ୍ରୀ ଅହମତ ଦାବୁତୋଗଲୁଙ୍କୁ ଧକ୍କା

ଅଙ୍କାରା: ତୁର୍କୀରେ ହୋଇଥିବା ସାଧାରଣ ନିର୍ବାଚନରେ ଶାସକ ଜଷ୍ଟିସ୍ ଏଣ୍ଡ ଡେଭଲମେଣ୍ଟ(ଏକେପି) ଲୋକଙ୍କର ମଜଭୁତ ସମର୍ଥନ ପାଇବାରେ ବିଫଳ ହୋଇଛି। ହେଲେ ଏକେପି ସବୁ ପାର୍ଟି ଠାରୁ ଆଗରେ ରହିଛି। ଗଣତି ଜାରି ରହିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଏକେପିକୁ ୪୧.୧୪ ପ୍ରତିଶତ ଭୋଟ୍ ମିଳିଛି। ଏହା ୨୦୧୧ରେ ହୋଇଥିବା ସାଧାରଣ ନିର୍ବାଚନ ଠାରୁ ୫୦ ପ୍ରତିଶତ କମ୍। ଅନୌପଚାରିକ ଭାବେ ୯୪ ପ୍ରତିଶତ ଭୋଟ୍ ଗଣତି ହୋଇସାରିଛି ବୋଲି କୁହାଯାଇଛି। ଆଉ ଏଥିରୁ ପ୍ରଧାନମନ୍ତ୍ରୀ ଅହମତ […]

ahmat

ahmat

Rakesh Mallick
  • Published: Monday, 08 June 2015
  • Updated: 04 May 2017, 03:45 PM IST

Sports

Latest News

ଅଙ୍କାରା: ତୁର୍କୀରେ ହୋଇଥିବା ସାଧାରଣ ନିର୍ବାଚନରେ ଶାସକ ଜଷ୍ଟିସ୍ ଏଣ୍ଡ ଡେଭଲମେଣ୍ଟ(ଏକେପି) ଲୋକଙ୍କର ମଜଭୁତ ସମର୍ଥନ ପାଇବାରେ ବିଫଳ ହୋଇଛି। ହେଲେ ଏକେପି ସବୁ ପାର୍ଟି ଠାରୁ ଆଗରେ ରହିଛି। ଗଣତି ଜାରି ରହିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଏକେପିକୁ ୪୧.୧୪ ପ୍ରତିଶତ ଭୋଟ୍ ମିଳିଛି। ଏହା ୨୦୧୧ରେ ହୋଇଥିବା ସାଧାରଣ ନିର୍ବାଚନ ଠାରୁ ୫୦ ପ୍ରତିଶତ କମ୍। ଅନୌପଚାରିକ ଭାବେ ୯୪ ପ୍ରତିଶତ ଭୋଟ୍ ଗଣତି ହୋଇସାରିଛି ବୋଲି କୁହାଯାଇଛି। ଆଉ ଏଥିରୁ ପ୍ରଧାନମନ୍ତ୍ରୀ ଅହମତ ଦାବୁତୋଗଲୁଙ୍କ ଏକେପିକୁ ୨୬୧ଟି ଆସନ ମିଳିବା ପ୍ରତ୍ୟୟ ହେଉଛି। ଗତ ନିର୍ବାଚନରେ ଦଳକୁ ୩୨୬ଟି ଆସନ ମିଳିଥିଲା। ଏକେପିକୁ ଏକୁଟିଆ ସରକାର କରିବାକୁ ୨୭୬ ସିଟ୍ ଆବଶ୍ୟକ। କିନ୍ତୁ ଏହା ମିଳିବା ନେଇ ଆଶଙ୍କା ଦେଖାଯାଇଛି। ତେଣୁ ତୁର୍କୀରେ ମେଣ୍ଟ ସରକାର କିମ୍ୱା ସଂଖ୍ୟାଲଘୁ ସରକାର ଦେଶ ଚଳାଇବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ବିରୋଧୀ ରିପ୍ଲବିକାନ୍ ପିପୁଲସ୍ ପାର୍ଟି (ସିଏଚପି)କୁ  ୨୫.୨୫ ପ୍ରତିଶତ ଭୋଟ ମିଳିଥିବା ଜଣାପଡୁଛି। ୫୫୦ ସଦସ୍ୟ ବିଶିଷ୍ଟ ତୁର୍କୀ ସଂସଦରେ ଦଳ ୧୩୦ଟି ଆସନରେ ବିଜୟୀ ହୋଇସାରିଛି। ୨୦୧୧ରେ ଦଳ ୧୩୫ଟି ଆସନରେ ବିଜୟୀ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story