ମୁଖ୍ୟମନ୍ତ୍ରୀ ପରେ ମନ୍ତ୍ରିମଣ୍ଡଳକୁ ନେଇ କେଁ

ମୁମ୍ବାଇ: ମହାରାଷ୍ଚ୍ରରେ ବିଜେପି-ଶିବସେନା ସରକାରରେ ନେତୃତ୍ୱକୁ ନେଇ ବିବାଦ ଥମିବା ପରେ ଆଉ ଏକ ବିବାଦ ତେଜିଛି। ଏବେ ମନ୍ତ୍ରିମଣ୍ଡଳରେ ଦୁଇ ଦଳର ସଂଖ୍ୟାକୁ ନେଇ ବିବାଦ ତେଜିଛି। ସରକାର ଗଢ଼ିବା ପାଇଁ ଦୁଇ ଦଳ ସହମତି ପ୍ରକାଶ କରିଥିବାବେଳେ ମନ୍ତିମଣ୍ଡଳକୁ ନେଇ ଦଳ ଦଳ ପ୍ରସ୍ତାବ ରଖିଛନ୍ତି। ହେଲେ ଶିବସେନା ଯେତିକି ମନ୍ତ୍ରିପାଇଁ ଦାବି କରୁଛି ସେଥିରେ ବିଜେପି ରାଜି ହେଉ ନାହିଁ। ଯାହାକୁ ନେଇ ପୁଣି ଶିବସେନା ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ୨୮୮ […]

Uddhav-Thackeray_Devendra-Fadnavis(1)

Uddhav-Thackeray_Devendra-Fadnavis(1)

Subhransu Sekhar
  • Published: Thursday, 31 October 2019
  • Updated: 31 October 2019, 11:42 AM IST

Sports

Latest News

ମୁମ୍ବାଇ: ମହାରାଷ୍ଚ୍ରରେ ବିଜେପି-ଶିବସେନା ସରକାରରେ ନେତୃତ୍ୱକୁ ନେଇ ବିବାଦ ଥମିବା ପରେ ଆଉ ଏକ ବିବାଦ ତେଜିଛି। ଏବେ ମନ୍ତ୍ରିମଣ୍ଡଳରେ ଦୁଇ ଦଳର ସଂଖ୍ୟାକୁ ନେଇ ବିବାଦ ତେଜିଛି। ସରକାର ଗଢ଼ିବା ପାଇଁ ଦୁଇ ଦଳ ସହମତି ପ୍ରକାଶ କରିଥିବାବେଳେ ମନ୍ତିମଣ୍ଡଳକୁ ନେଇ ଦଳ ଦଳ ପ୍ରସ୍ତାବ ରଖିଛନ୍ତି। ହେଲେ ଶିବସେନା ଯେତିକି ମନ୍ତ୍ରିପାଇଁ ଦାବି କରୁଛି ସେଥିରେ ବିଜେପି ରାଜି ହେଉ ନାହିଁ। ଯାହାକୁ ନେଇ ପୁଣି ଶିବସେନା ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।

୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟରେ ସର୍ବାଧିକ ୪୩ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ରହିଛି। ଶିବସେନା ୨୧:୧୮:୦୪ ଫର୍ମୁଲାରେ ସରକାର ଗଢ଼ିବା ପାଇଁ ପ୍ରସ୍ତାବ ଦେଇଛି। ଅର୍ଥାତ୍ ବିଜେପିର ୨୧, ଶିବସେନାର ୧୮ ଏବଂ ସହଯୋଗୀ ଦଳର ୪ ଜଣ ମନ୍ତ୍ରୀମଣ୍ଡଳରେ ରହିବେ। ଏଥିସହ ଶିବସେନା ବଡ଼ ବଡ଼ ବିଭାଗ ପାଇଁ ଦାବି କରିଛି। ହେଲେ ଶିବସେନାର ୧୪ଜଣ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବାକୁ ବିଜେପି ରାଜି ହୋଇଛି। ଯାହାକୁ ନେଇ ଶିବସେନା ଏବେ ଅସନ୍ତୋଷ ପ୍ରକାଶ କରିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିସାରିଛନ୍ତି ଯେ ଗୃହ ଏବଂ ନଗର ଉନ୍ନୟନ ବିକାଶ ବିଭାଗର ଦାୟିତ୍ୱ ନିଜ ଦଳ ପାଖରେ ରହିବ।

ପ୍ରତିବଦଳରେ ବିଜେପି ଶିବସେନାକୁ ଅର୍ଥମନ୍ତ୍ରୀ ଏବଂ ପିଡବ୍ଲ୍ୟୁଡି ବିଭାଗ ଦେବ ବୋଲି ଚିନ୍ତା କରୁଛି। ହେଲେ ଦଳର କିଛି ବରିଷ୍ଠ ନେତା ଏହାକୁ ବିରୋଧ କରୁଥିବା ଜଣାପଡ଼ିଛି। ତେବେ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶିବସେନାକୁ ପ୍ରସ୍ତାବ ଦେଇସାରିଛି ବିଜେପି।

୨୦୧୪ରେ ନିର୍ବାଚନ ପରେ ବିଜେପି ନେତୃତ୍ୱାଧୀନ ମେଣ୍ଟରେ ଶିବସେନା ସାମିଲ ହୋଇଥିଲା। ଏହି ସମୟରେ ୨୬:୧୩:୦୪ ଫର୍ମୁଲା ଲାଗୁ ହୋଇଥିଲା। ଅର୍ଥାତ୍ ମନ୍ତ୍ରିମଣ୍ଡଳରେ ବିଜେପିର ୨୬, ଶିବସେନାର ୧୩ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳର ୪ ବିଧାୟକ ମନ୍ତ୍ରୀ ହୋଇଥିଲେ।

ନିର୍ବାଚନ ଫଳାଫଳ ପରେ ଶିବସେନା ୧୯୯୫ ଶିବସେନା-ବିଜେପି ମେଣ୍ଟ ସରକାରର ଫର୍ମୁଲା ଦୋହରାଇବାକୁ ପ୍ରସ୍ତାବ ଦେଇଥିଲା। ଯେଉଁଥିରେ ଶିବସେନାକୁ ମୁଖ୍ୟମନ୍ତ୍ରୀ ଆସନ ମିଳିଥିଲା ବିଜେପିକୁ ଉପମୁଖ୍ୟମନ୍ତ୍ରୀ ଆସନ ସହ ଗୃହ, ଅର୍ଥ, ପିଡବ୍ଲ୍ୟୁଡି ଭଳି ବଡ଼ ବଡ଼ ବିଭାଗ ମିଳିଥିଲା। ତେବେ ଶିବସେନାର ଏହି ୧୯୯୫ ଫର୍ମୁଲାକୁ ବିଜେପି ଆରମ୍ଭରୁ ରଦ୍ଦ କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story