ଚାଷୀ ଆନ୍ଦୋଳନ ସ୍ଥଳରେ ନିୟୋଜିତ ଦୁଇ ଡିସିପି କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦିଲ୍ଲୀର ସିଂଘୁ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ କରୁଛନ୍ତି। ସୁରକ୍ଷା ଦାୟିତ୍ୱରେ ଥିବା ଦୁଇ ପୁଲିସ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟ ପୁଲିସ ଡିସିପି ରାଙ୍କର। ଏବେ ଉଭୟଙ୍କୁ ସଂଘରୋଧରେ ରଖାଯାଇଛି। ଏବେ ସମାନ ସ୍ଥାନରେ ଶତାଧିକ ପୁଲିସ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ନାଁରେ ଏଫଆଇଆର ରୁଜୁ କରିଛି ପୁଲିସ୍‌। ଦିଲ୍ଲୀ-ହରିଆଣାର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ କରୋନା ପାଇଁ ଲାଗୁ […]

DELHI-DCP

DELHI-DCP

Subhransu Sekhar
  • Published: Friday, 11 December 2020
  • Updated: 11 December 2020, 07:42 PM IST

ନୂଆଦିଲ୍ଲୀ: ଦିଲ୍ଲୀର ସିଂଘୁ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ କରୁଛନ୍ତି। ସୁରକ୍ଷା ଦାୟିତ୍ୱରେ ଥିବା ଦୁଇ ପୁଲିସ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟ ପୁଲିସ ଡିସିପି ରାଙ୍କର। ଏବେ ଉଭୟଙ୍କୁ ସଂଘରୋଧରେ ରଖାଯାଇଛି। ଏବେ ସମାନ ସ୍ଥାନରେ ଶତାଧିକ ପୁଲିସ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି।

କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ନାଁରେ ଏଫଆଇଆର ରୁଜୁ କରିଛି ପୁଲିସ୍‌। ଦିଲ୍ଲୀ-ହରିଆଣାର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ କରୋନା ପାଇଁ ଲାଗୁ ହୋଇଥିବା ସାମାଜିକ ଦୂରତା ନିୟମ ମାନୁ ନଥିବା ପୁଲିସ୍‌ କହିଛି। ଏଥିପାଇଁ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଡିସେମ୍ବର ୭ରେ ଅଲିପୁର ପୁଲିସ୍‌ ଷ୍ଟେସନରେ ଚାଷୀଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଛି।

ଅନ୍ୟପଟେ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ଏବେ ଦିଲ୍ଲୀ ମୁହାଁ ୫୦ ହଜାର ଚାଷୀ। ପଞ୍ଜାବର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ହଜାର ଚାଷୀ ଦିଲ୍ଲୀ ଆସୁଥିବା ଜଣାପଡ଼ିଛି। ପ୍ରାୟ ୧୨ ଶହ ଟ୍ରାକ୍ଟରେ ଚାଷୀ ମାନେ ଆସୁଥିବା ଜଣାପଡ଼ିଛି। ସାଙ୍ଗରେ ୬ ମାସର ରାସନ ମଧ୍ୟ ଆଣିଛନ୍ତି।

ମୋଗାରେ ପହଞ୍ଚିଥିବା ପଞ୍ଜାବ କିସାନ ମଜଦୁର ସଂଘର କମିଟିର ମୁଖ୍ୟ ସତ୍ୟନମ ସିଂ କହିଛନ୍ତି ଯେ ଶୁକ୍ରବାର ପଞ୍ଜାବର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୨୦୦ ଟ୍ରଲି ନେଇ ୫୦ ହଜାର ଚାଷୀ ଦିଲ୍ଲୀ ଆସୁଛନ୍ତି। ଏହି ଚାଷୀମାନେ ଫେରୋଜପୁର, ଫାଜିଲ୍କା, ଅବୋହର, ଫରିଦକୋଟ ଏବଂ ଅନ୍ୟାନ୍ୟ ସ୍ଥାନର। ରାଜଧାନୀରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଚାଷୀମାନେ ତମ୍ବୁ, ପାଲ, ଶୀତ ବସ୍ତ୍ର ଧରି ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story