ଶ୍ରୀନଗର: ସ୍କୁଲ ଭିତରେ ଆତଙ୍କବାଦୀ:୨ ନିହତ :୨୬/୧୧ ଫର୍ମାଟରେ ଅପରେସନ

ଶ୍ରୀନଗର: ଶ୍ରୀନଗରରେ ଗୁଳିବିନିମୟ। ଭାରତୀୟ ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ।  ୧୪ ଘଣ୍ଟାଧରି ଚାଲିଥିବା ଏହି ଅପରେସନରେ ଭାରତ ପକ୍ଷରୁ ୨ ଜଣ ଯବାନ ଆହତ ହୋଛନ୍ତି । ଗତକାଲି ସନ୍ଧ୍ୟାରେ ଶ୍ରୀନଗରର ପନ୍ଥଚୌକ୍‌ଠାରେ ସିଆରପିଏଫ ଯବାନଙ୍କୁ ଆକ୍ରମଣ କରି ସେଠାରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲ ଭିତରକୁ ଆତଙ୍କବାଦୀମାନେ ପଶିଯାଇଥିଲେ। ସଙ୍ଗେ ସଙ୍ଗେ ସ୍କୁଲକୁ ଭାରତୀୟ ଯବାନମାନେ କବ୍‌ଜା କରି ସ୍କୁଲରୁ କର୍ମଚାରୀମାନଙ୍କୁ ଖାଲି କରିଦେଇଥିଲେ । ଆଉ ଗତକାଲି ରାତି ୩ଟା ୩୦ରୁ […]

army

army

Rakesh Mallick
  • Published: Sunday, 25 June 2017
  • Updated: 25 June 2017, 09:19 PM IST

Sports

Latest News

ଶ୍ରୀନଗର: ଶ୍ରୀନଗରରେ ଗୁଳିବିନିମୟ। ଭାରତୀୟ ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ।  ୧୪ ଘଣ୍ଟାଧରି ଚାଲିଥିବା ଏହି ଅପରେସନରେ ଭାରତ ପକ୍ଷରୁ ୨ ଜଣ ଯବାନ ଆହତ ହୋଛନ୍ତି । ଗତକାଲି ସନ୍ଧ୍ୟାରେ ଶ୍ରୀନଗରର ପନ୍ଥଚୌକ୍‌ଠାରେ ସିଆରପିଏଫ ଯବାନଙ୍କୁ ଆକ୍ରମଣ କରି ସେଠାରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲ ଭିତରକୁ ଆତଙ୍କବାଦୀମାନେ ପଶିଯାଇଥିଲେ। ସଙ୍ଗେ ସଙ୍ଗେ ସ୍କୁଲକୁ ଭାରତୀୟ ଯବାନମାନେ କବ୍‌ଜା କରି ସ୍କୁଲରୁ କର୍ମଚାରୀମାନଙ୍କୁ ଖାଲି କରିଦେଇଥିଲେ । ଆଉ ଗତକାଲି ରାତି ୩ଟା ୩୦ରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା। ୧୪ ଘଣ୍ଟା ଧରି ଏହି ଅପରେସନ ଚାଲିବା ପରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ପୁରା ୨୬/୧୧ ଫର୍ମାଟରେ ହୋଇଥିଲା ଅପରେସନ। ସ୍କୁଲରେ ଥିବା ୩୬ ଟି ରୁମକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ଭାରତୀୟ ଯବାନ। ପରେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ଗୁଳି ଚଳାଇଥିଲେ। ଗତକାଲି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସିଆରଏଫ ଅଫିସରଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story