ଦୁଇ ଆତଙ୍କବାଦୀ ସଫା

ଶ୍ରୀନଗର: ପୁଲୱାମାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ଯବାନମାନେ ଜମ୍ମୁ-କଶ୍ମରୀରୁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଆରମ୍ଭ କରିଥିବା ଅଭିଯାନ ଜାରି ରହିଛି। ଏହି କ୍ରମରେ ଆଜି ସକାଳେ ପୁଣି ଦୁଇ ଜଣ ଆତଙ୍କବାଦୀଙ୍କୁ ମାରିବା ସହିତ ସେମାନେ ଲୁଚିଥିବା ଘରକୁ ଉଡ଼ାଇ ଦେଇଛନ୍ତି ସୁରକ୍ଷାକର୍ମୀ। ଦୁଇ ଆତଙ୍କବାଦୀଙ୍କ ମୃତଦେହକୁ ଜବତ କରାଯାଇଛି। ଏ ଦୁଇ ଜଣ ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ ମୁଜାହିଦ୍ଦିନର ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ଦୁଇଟି ରାଇଫଲ ଜବତ କରାଯାଇଛି। ନିହତ ଦୁଇ […]

srimiandar

srimiandar

Jitendra Garnayak
  • Published: Tuesday, 05 March 2019
  • Updated: 05 March 2019, 11:30 AM IST

Sports

Latest News

ଶ୍ରୀନଗର: ପୁଲୱାମାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ଯବାନମାନେ ଜମ୍ମୁ-କଶ୍ମରୀରୁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଆରମ୍ଭ କରିଥିବା ଅଭିଯାନ ଜାରି ରହିଛି। ଏହି କ୍ରମରେ ଆଜି ସକାଳେ ପୁଣି ଦୁଇ ଜଣ ଆତଙ୍କବାଦୀଙ୍କୁ ମାରିବା ସହିତ ସେମାନେ ଲୁଚିଥିବା ଘରକୁ ଉଡ଼ାଇ ଦେଇଛନ୍ତି ସୁରକ୍ଷାକର୍ମୀ। ଦୁଇ ଆତଙ୍କବାଦୀଙ୍କ ମୃତଦେହକୁ ଜବତ କରାଯାଇଛି। ଏ ଦୁଇ ଜଣ ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ ମୁଜାହିଦ୍ଦିନର ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ଦୁଇଟି ରାଇଫଲ ଜବତ କରାଯାଇଛି।

ନିହତ ଦୁଇ ଆତଙ୍କବାଦୀ ତ୍ରାଲ୍‌ର ବାସିନ୍ଦା ଥିଲେ। ସେମାନେ ହେଲେ ଇରଫାନ୍ ଅହମଦ ଓ ଅଦଫାର ଫୟାଜ୍‌।

ତ୍ରାଲ ସେକ୍ଟରର ରେଶୀରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ଥିବା ନେଇ ଗତକାଲି ଅପରାହ୍ଣରେ ସୁରକ୍ଷାକର୍ମୀମାନେ ସୂଚନା ପାଇଥିଲେ। ଏହା ପରେ ୪୨ ରାଷ୍ଟ୍ରୀୟ ରାଇଫଲ୍‌ସ, ସିଆରପିଏଫ୍‌ ଓ ଏସଓଜିର ଯବାନମାନେ ମିଳିତ ଭାବେ ସନ୍ଧ୍ୟାରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀମାନେ ଏହା ଦୃଢ଼ ଜବାବ ଦେଇଥିଲେ। ରାତି ସାରା ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସୁରକ୍ଷା କର୍ମୀମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ରବିବାର ଦିନ ହନ୍ଦୱାଡ଼ାରେ ସୁରକ୍ଷାକର୍ମୀଙ୍କ ଗୁଳି ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story