ତ୍ୟାଗୀଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ଅଗଷ୍ଟା ହେଲିକପ୍ଟର କିଣା ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ବାୟୁ ସେନା ମୁଖ୍ୟ ଏସ୍‌.ପି ତ୍ୟାଗୀଙ୍କୁ ଆଜି ଦିଲ୍ଲୀର ଏକ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଅନେକ ସର୍ତ୍ତ ରଖି କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଦୁଇ ଲକ୍ଷ ଟଙ୍କା ଜିମା ରଖି ଜାମିନ୍‌ରେ ଯିବାକୁ ତାଙ୍କୁ କୁହାଯାଇଛି। ତା’ସହିତ କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ନ ଯିବାକୁ ତାଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ମାମଲାର ସାକ୍ଷୀମାନଙ୍କ ସହ ଯୋଗାଯୋଗ […]

sptyagi

sptyagi

Rakesh Mallick
  • Published: Monday, 26 December 2016
  • Updated: 26 December 2016, 11:55 AM IST

Sports

Latest News

sptyagiନୂଆଦିଲ୍ଲୀ: ଅଗଷ୍ଟା ହେଲିକପ୍ଟର କିଣା ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ବାୟୁ ସେନା ମୁଖ୍ୟ ଏସ୍‌.ପି ତ୍ୟାଗୀଙ୍କୁ ଆଜି ଦିଲ୍ଲୀର ଏକ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି।

ଅନେକ ସର୍ତ୍ତ ରଖି କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଦୁଇ ଲକ୍ଷ ଟଙ୍କା ଜିମା ରଖି ଜାମିନ୍‌ରେ ଯିବାକୁ ତାଙ୍କୁ କୁହାଯାଇଛି। ତା’ସହିତ କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ନ ଯିବାକୁ ତାଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ମାମଲାର ସାକ୍ଷୀମାନଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ ନ କରିବାକୁ କୋର୍ଟ ତାଙ୍କୁ କହିଛନ୍ତି।

ଗତ ୯ ତାରିଖରେ ସିବିଆଇ ତାଙ୍କୁ ଓ ତାଙ୍କର ସଂପର୍କୀୟ ସଞ୍ଜୀବ ତ୍ୟାଗୀ ଏବଂ ଆଇନଜୀବୀ ଗୌତମ ଖୈତାନଙ୍କୁ ଗିରଫ କରିଥିଲା।

ସଞ୍ଜୀବ ତ୍ୟାଗୀ ଓ ଗୌତମ ଖୈତାନଙ୍କ ଜାମିନ ଆବେଦନ ଉପରେ ଜାନୁଆରୀ ୪ରେ ଶୁଣାଣି ହେବ।

ଏହି ଭିଭିଆଇପି କିଣାରେ ତ୍ୟାଗୀ ଅହେତକୁ ଅନୁକମ୍ପା ଦେଖାଇଥିବା ସହିତ ମଧ୍ୟସ୍ଥିଠାରୁ ଟଙ୍କା ନେଇଥିବା ନେଇ ଅଭିଯୋଗ ହୋଇଛି। ମଧ୍ୟସ୍ଥି ଜଣଙ୍କ ତ୍ୟାଗୀଙ୍କୁ ତାଙ୍କ ସଂପର୍କୀୟମାନଙ୍କ ଜରିଆରେ ଅର୍ଥ ଦେଇଥିବା ସିବିଆଇ ଅଭିଯୋଗ କରିଛି।

ତ୍ୟାଗୀ ୨୦୦୪ ଡିସେମ୍ବର ୩୧ ରୁ ୨୦୦୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବାୟୁସେନା ମୁଖ୍ୟ ଥିଲେ। ସେ ଅବସର ନେବା ପରେ ଏହି ଦୁର୍ନୀତି କଥା ସାମ୍ନାକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story