ପାକିସ୍ତାନ ଓ ୧୧ ଦେଶର ଲୋକଙ୍କ ଭିସା ଉପରେ ବ୍ୟାନ ଲଗାଇଲା ୟୁଏଇ

ଇସଲାମାବାଦ: ପାକିସ୍ତାନ ଓ ଅନ୍ୟ ୧୧ ଦେଶର ଲୋକଙ୍କ ଭିସା ଉପରେ ଅସ୍ଥାୟୀ ରୂପେ ରୋକ ଲଗାଇଛି ୟୁଏଇ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ନିୟମ ବଳବତ୍ତର ରହିବ ବୋଲି ସରକାର କହିଛନ୍ତି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ପକ୍ଷରୁ କୁହାଯାଇଛି ଯେ କରୋନାର ଦ୍ୱିତୀୟ ଲହରୀ ଆଶଙ୍କାରେ ସମ୍ଭବତଃ ୟୁଏଇ ସରକାର ସେଠାକୁ ଯିବାକୁ ଥିବା ଲୋକଙ୍କ ଭ୍ରମଣ ଭିସା ଉପରେ ରୋକ ଲଗାଇଛନ୍ତି। ପାକିସ୍ତାନ ଓ ଅନ୍ୟ ୧୧ଟି ଦେଶର ଲୋକେ ଏବେ ୟୁଏଇ ବୁଲିବା […]

d

d

Hemant Lenka
  • Published: Thursday, 19 November 2020
  • Updated: 19 November 2020, 03:17 PM IST

Sports

Latest News

ଇସଲାମାବାଦ: ପାକିସ୍ତାନ ଓ ଅନ୍ୟ ୧୧ ଦେଶର ଲୋକଙ୍କ ଭିସା ଉପରେ ଅସ୍ଥାୟୀ ରୂପେ ରୋକ ଲଗାଇଛି ୟୁଏଇ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ନିୟମ ବଳବତ୍ତର ରହିବ ବୋଲି ସରକାର କହିଛନ୍ତି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ପକ୍ଷରୁ କୁହାଯାଇଛି ଯେ କରୋନାର ଦ୍ୱିତୀୟ ଲହରୀ ଆଶଙ୍କାରେ ସମ୍ଭବତଃ ୟୁଏଇ ସରକାର ସେଠାକୁ ଯିବାକୁ ଥିବା ଲୋକଙ୍କ ଭ୍ରମଣ ଭିସା ଉପରେ ରୋକ ଲଗାଇଛନ୍ତି।

ପାକିସ୍ତାନ ଓ ଅନ୍ୟ ୧୧ଟି ଦେଶର ଲୋକେ ଏବେ ୟୁଏଇ ବୁଲିବା ପାଇଁ ଯିବାକୁ ଚାହିଁଲେ, ସେମାନଙ୍କୁ ଭିସା ମିଳିବ ନାହିଁ। ଏ ବିଷୟରେ ଆମେ ଅବଗତ ରହିଛୁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ପାକିସ୍ତାନ ବ୍ୟତୀତ ତୁର୍କୀ, ଇରାନ, ୟେମେନ, ସିରିୟା, ଇରାକ, ସୋମାଲିଆ, ଲିବିୟା, କେନିୟା ଓ ଆଫଗାନିସ୍ତାନ ଭଳି ଦେଶର ଲୋକଙ୍କ ଭିସା ଉପରେ ମଧ୍ୟ ୟୁଏଇ ଅସ୍ଥାୟୀ ଭାବେ କଟକଣା ଲଗାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story