‘ଟାଇମ’ର ଆଗାମୀ ପୀଢ଼ି ଲିଡର ତାଲିକା ୨୦୧୬ରେ ଉମେଶ ଏକମାତ୍ର ଭାରତୀୟ

ୱାସିଂଟନ: ପ୍ରତିଷ୍ଠିତ ପତ୍ରିକା ‘ଟାଇମ’ର ‘ଆଗାମୀ ପୀଢ଼ିର ଲିଡର-୨୦୧୬’ ତାଲିକାରେ ଏକମାତ୍ର ଭାରତୀୟ ଭାବେ ଉମେଶ ସଚିଦେବ ସ୍ଥାନ ପାଇଛନ୍ତି। ସବୁ ଭାଷା ବୁଝି ପାରୁଥିବା ଭଳି ଏକ ଫୋନ ତିଆରି କରିଥିବାରୁ ଉମେଶଙ୍କୁ ଏହି ସମ୍ନାନ ମିଳିଛି। ୩୦ ବର୍ଷିୟ ଉମେଶଙ୍କ ଏହି ଟେଲିଫୋନ ଦ୍ୱାରା ବ୍ୟବହାରକାରୀ ସବୁ ଭାଷାରେ ଇଣ୍ଟରନେଟ୍‌ ବ୍ରାଉଜିଂ କରିପାରିବେ। ଉମେଶ ୟୁନିଫୋର ସଫୱେର ସହସମ୍ପାଦକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଛନ୍ତି। ଟାଇମ ପକ୍ଷରୁ ଲେଖାଯାଇଛି ଯେ, ଚେନ୍ନାଇର […]

umesh-sachdev

umesh-sachdev

Rakesh Mallick
  • Published: Thursday, 09 June 2016
  • Updated: 04 May 2017, 03:44 PM IST

Sports

Latest News

ୱାସିଂଟନ: ପ୍ରତିଷ୍ଠିତ ପତ୍ରିକା ‘ଟାଇମ’ର ‘ଆଗାମୀ ପୀଢ଼ିର ଲିଡର-୨୦୧୬’ ତାଲିକାରେ ଏକମାତ୍ର ଭାରତୀୟ ଭାବେ ଉମେଶ ସଚିଦେବ ସ୍ଥାନ ପାଇଛନ୍ତି।

ସବୁ ଭାଷା ବୁଝି ପାରୁଥିବା ଭଳି ଏକ ଫୋନ ତିଆରି କରିଥିବାରୁ ଉମେଶଙ୍କୁ ଏହି ସମ୍ନାନ ମିଳିଛି। ୩୦ ବର୍ଷିୟ ଉମେଶଙ୍କ ଏହି ଟେଲିଫୋନ ଦ୍ୱାରା ବ୍ୟବହାରକାରୀ ସବୁ ଭାଷାରେ ଇଣ୍ଟରନେଟ୍‌ ବ୍ରାଉଜିଂ କରିପାରିବେ।

ଉମେଶ ୟୁନିଫୋର ସଫୱେର ସହସମ୍ପାଦକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଛନ୍ତି। ଟାଇମ ପକ୍ଷରୁ ଲେଖାଯାଇଛି ଯେ, ଚେନ୍ନାଇର ଏହି ଷ୍ଟାର୍ଟଅପ୍‌ କମ୍ପାନୀ ଏମିତି ଏକ ସଫ୍ଟୱେର ବାହାର କରିଛି ଯାହା ଦ୍ୱାରା ବ୍ୟବହାରକରୀ ନିଜ ମାତୃଭାଷାରେ ଅନ୍‌ଲାଇନ ବ୍ୟାଙ୍କିଂ ଭଳି ସୁବିଧା ପାଇପାରିବ।

ପତ୍ରିକାରେ କୁହାଯାଇଛି, “ୟୁନିଫୋରର ଏହି ଉତ୍ପାଦ ଜରିଆରେ ବିଶ୍ୱର ୨୫ଟି ଭାଷା ଓ ୧୫୦ଟି କଥିତ ଭାଷା ବ୍ୟବହାର କରିହେବ। ଦେଶ, ବିଦେଶରେ ବର୍ତ୍ତମାନ ୫୦ ଲକ୍ଷ ଲୋକ ଏହି ଫୋନ ବ୍ୟବହାର କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story