ଗଞ୍ଜେଇ ବିପଜ୍ଜନକ ନୁହେଁ, ଔଷଧ ପାଇଁ ବ୍ୟବହାର ଯୋଗ୍ୟ: ଜାତିସଂଘ

ଜେନେଭା: ଗଞ୍ଜେଇ ବିପଜ୍ଜନକ ନୁହେଁ। ଏଭଳି ଯୁକ୍ତି ରଖି ଗଞ୍ଜେଇକୁ ବିପଜ୍ଜନକ ଡ୍ରଗ୍ସ ତାଲିକାରୁ ବାଦ୍ ଦେବା ସପକ୍ଷରେ ଜାତିସଂଘରେ ଭାରତ ଭୋଟ୍ ଦେଇଛି। ଏବେ ଜତିସଂଘରେ ମଧ୍ୟ ଭାରତର ଯୁକ୍ତିକୁ ସମର୍ଥନ ମିଳିଛି। ତେଣୁ ଗଞ୍ଜେଇ ବିପଜ୍ଜନକ ତାଲିକାରୁ ବାଦ୍ ପଡ଼ିଛି। ହେଲେ ଜାତିସଂଘର ଏହି ନିଷ୍ପତ୍ତି ପରେ ହିରୋଇନ୍ ଭଳି ମାଦକ ଦ୍ରବ୍ୟ ମଧ୍ୟ ନିଶା ତାଲିକାରୁ ବାଦ୍ ପଡ଼ିଛି। ଜାତିସଂଘର ମୋଟ୍ ୫୩ଟି ଦେଶ ମଧ୍ୟରୁ ୨୭ଟି ଭୋଟ୍ ସପକ୍ଷରେ ଯାଇଥିଲା। ଯେଉଁଥିରେ […]

ganjei

ganjei

Subhransu Sekhar
  • Published: Friday, 04 December 2020
  • Updated: 04 December 2020, 02:12 PM IST

Sports

Latest News

ଜେନେଭା: ଗଞ୍ଜେଇ ବିପଜ୍ଜନକ ନୁହେଁ। ଏଭଳି ଯୁକ୍ତି ରଖି ଗଞ୍ଜେଇକୁ ବିପଜ୍ଜନକ ଡ୍ରଗ୍ସ ତାଲିକାରୁ ବାଦ୍ ଦେବା ସପକ୍ଷରେ ଜାତିସଂଘରେ ଭାରତ ଭୋଟ୍ ଦେଇଛି। ଏବେ ଜତିସଂଘରେ ମଧ୍ୟ ଭାରତର ଯୁକ୍ତିକୁ ସମର୍ଥନ ମିଳିଛି। ତେଣୁ ଗଞ୍ଜେଇ ବିପଜ୍ଜନକ ତାଲିକାରୁ ବାଦ୍ ପଡ଼ିଛି। ହେଲେ ଜାତିସଂଘର ଏହି ନିଷ୍ପତ୍ତି ପରେ ହିରୋଇନ୍ ଭଳି ମାଦକ ଦ୍ରବ୍ୟ ମଧ୍ୟ ନିଶା ତାଲିକାରୁ ବାଦ୍ ପଡ଼ିଛି।

ଜାତିସଂଘର ମୋଟ୍ ୫୩ଟି ଦେଶ ମଧ୍ୟରୁ ୨୭ଟି ଭୋଟ୍ ସପକ୍ଷରେ ଯାଇଥିଲା। ଯେଉଁଥିରେ ଆମେରିକା, ଭାରତ, ୟୁରୋପୀୟ ଦେଶ ରହିଛନ୍ତି। ସେହିପରି ଚାଇନା, ପାକିସ୍ତାନ, ଋଷିଆ ଭଳି ୨୫ଟି ଦେଶ ଏହାକୁ ବିରୋଧ କରି ଭୋଟ୍ ଦେଇଥିଲେ। ଗୋଟିଏ ଦେଶ ଭୋଟ ଦାନରୁ ନିବୃତ୍ତ ରହିଥିଲା। ଜାତିସଂଘ ଏବେ ଡ୍ରଗ୍ସକୁ ବିପଜ୍ଜନକ ତାଲିକାରୁ ବାଦ୍ ଦେଇଛି। ହେଲେ ଔଷଧ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ପୁନଃ ବର୍ଗୀକରଣ କରିବାକୁ ସୁପାରିସ କରିଛି ଜାତିସଂଘ।

ଭାରତରେ ଏନଡିପିସି ଆକ୍ଟ ୧୯୮୫ ଆଧାରରେ ଗଞ୍ଜେଇ ଚାଷ କରିବା, ଔଷଧ ତିଆରି କରିବା ଏବଂ ଏହାକୁ ବିକ୍ରି କରିବା ଅପରାଧ ବୋଲି ବିବେଚନା ହୋଇଛି।

୧୯୬୧ ମସିହାରେ ଗଞ୍ଜେଇକୁ ଆନେକ୍ସ ୪ ତାଲିକାରେ ରଖିଥିଲା ନାର୍କୋଟିକ୍ ଡ୍ରଗ୍ସ କନଭେନସନ। ଏହାପରେ ଗଞ୍ଜେଇକୁ ଡ୍ରଗ୍ସ ତାଲିକାରୁ ବାଦ୍ ଦେବା ପାଇଁ ତର୍କ ବିତର୍କ ଚାଲିଥିଲା। ଗତବର୍ଷ ମାର୍ଚ୍ଚ ମାସରେ ଏ ବାବଦରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ବିରୋଧ କାରଣରୁ ଭୋଟିଂ ହୋଇପାରିନଥିଲା। ଶେଷରେ ଜାତିଂସଘରେ ଏହାର ଭୋଟିଂ ହୋଇଛି। ଆଉ ଗଞ୍ଜେଇକୁ ବିପଜ୍ଜନକ ତାଲିକାରୁ ବାଦ୍ ଦିଆଯାଇଛି। ହେଲେ ମନଇଚ୍ଛା ଗଞ୍ଜେଇ ବ୍ୟବହାର ନେଇ ହୋଇଥିବା ପ୍ରସ୍ତାବ ଗୃହୀତ ହୋଇପାରି ନାହିଁ।

ସୂଚନାଯୋଗ୍ୟ, ଜୁନ୍ ୧୪ରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିଥିଲା। ଏହାପରେ ନାର୍କୋଟିତ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମଧ୍ୟ ବିଭିନ୍ନ ସମୟରେ ରେଡ୍ କରି ଗଞ୍ଜେଇ ଜବତ କରିଛି। ନିକଟରେ କମେଡି କୁଇନ୍ ଭାରତୀ ସିଂହଙ୍କ ଘରୁ ମଧ୍ୟ ଗଞ୍ଜେଇ ଜବତ ହେବା ପରେ ଗିରଫ ହୋଇଥିଲେ। ଏବେ ସେ ଜାମିନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story