#WATCH: Union Home Minister Amit Shah conducting an aerial survey of flood-hit areas of Karnataka and Maharashtra. Karnataka Chief Minister BS Yediyurappa also present. pic.twitter.com/ORTQbOYR7g
— ANI (@ANI) August 11, 2019
Shri @RahulGandhi visited Kavalapara, the landslide site in Bhoothanam, where several people are still trapped & emergency forces are working around the clock to save them. pic.twitter.com/5EEUtkMn7y
— Congress (@INCIndia) August 11, 2019
କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ୟେଦ୍ୟୁରୁପ୍ପା୧୪ଟି ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ୩ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମାଗିଥିବା ଜଣାପଡ଼ିଛି। କର୍ଣ୍ଣାଟକରେ ବେଲାଗଭି, ବାଗକଲୋଟ୍, ବିଜୟପୁରା, ରାଇଚୁର, ୟାଦଗିରି, ଗଡ଼ଗ, ଉତ୍ତର କନ୍ନଡ଼, ହାଭେରି, ହୁବଲି, ଦକ୍ଷିଣ କନ୍ନଡ଼, ଚିକ୍କମାଗଲୁର ସବୁଠୁ ଅଧିକ ପ୍ରଭାବିତ ହୋଇଛି।
ଅନ୍ୟପଟେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ବିପନ୍ନ ଲୋକଙ୍କୁ ଶୀଘ୍ର ଉଦ୍ଧାର କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।