କେରଳରେ ରାହୁଲ୍, କର୍ଣ୍ଣାଟକାରେ ଅମିତ ଶାହ କଲେ ବନ୍ୟା ସ୍ଥିତିର ସମୀକ୍ଷା

ନୂଆଦିଲ୍ଲୀ: ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକା, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। କର୍ଣ୍ଣାଟକାରେ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରୁପ୍ପାଙ୍କ ସହ ବେଲଗାବି ଜିଲ୍ଲାରେ ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେରଳର ତାଙ୍କ ନିର୍ବାଚନମଣ୍ଡଳୀ ଓ୍ୱାଇନାଡ଼ ଯାଇ ବନ୍ୟା  ସ୍ଥିତିର କଳନା କରିଛନ୍ତି। #WATCH: Union Home Minister Amit Shah conducting an aerial survey of flood-hit […]

amit saha flood review

amit saha flood review

Subhransu Sekhar
  • Published: Sunday, 11 August 2019
  • Updated: 11 August 2019, 08:11 PM IST

Sports

Latest News

ନୂଆଦିଲ୍ଲୀ: ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକା, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। କର୍ଣ୍ଣାଟକାରେ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରୁପ୍ପାଙ୍କ ସହ ବେଲଗାବି ଜିଲ୍ଲାରେ ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେରଳର ତାଙ୍କ ନିର୍ବାଚନମଣ୍ଡଳୀ ଓ୍ୱାଇନାଡ଼ ଯାଇ ବନ୍ୟା  ସ୍ଥିତିର କଳନା କରିଛନ୍ତି।

କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ୟେଦ୍ୟୁରୁପ୍ପା୧୪ଟି ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ୩ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମାଗିଥିବା ଜଣାପଡ଼ିଛି। କର୍ଣ୍ଣାଟକରେ ବେଲାଗଭି, ବାଗକଲୋଟ୍‌, ବିଜୟପୁରା, ରାଇଚୁର, ୟାଦଗିରି, ଗଡ଼ଗ, ଉତ୍ତର କନ୍ନଡ଼, ହାଭେରି, ହୁବଲି, ଦକ୍ଷିଣ କନ୍ନଡ଼, ଚିକ୍କମାଗଲୁର ସବୁଠୁ ଅଧିକ ପ୍ରଭାବିତ ହୋଇଛି।

ଅନ୍ୟପଟେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ବିପନ୍ନ ଲୋକଙ୍କୁ ଶୀଘ୍ର ଉଦ୍ଧାର କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story