କଂଗ୍ରେସ ପରେ ବିଜେପି ଆଣିଲା ଫେସବୁକ ଉପରେ ଅଭିଯୋଗ

ନୂଆଦିଲ୍ଲୀ: ଫେସବୁକ ବିଜେପି ନିୟନ୍ତ୍ରଣରେ ରହିଛି ବୋଲି ବିରୋଧୀ ଅଭିଯୋଗ କରିଥିଲେ। ଏବେ କିନ୍ତୁ ଶାସକ ଦଳ ବିଜେପି ଫେସବୁକ ବିରୋଧରେ ଅଭିଯୋଗ କରିଛି। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖିଛନ୍ତି। ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଲେଖିଛନ୍ତି ଯେ 2019ରେ ଲୋକସଭା ନିର୍ବାଚନ ପୂର୍ବରୁ ଫେସବୁକ ଇଣ୍ଡିଆ ମ୍ୟାନେଜମେଣ୍ଟ ଦକ୍ଷିଣପନ୍ଥୀ ଚିନ୍ତାଧାରାର ସମର୍ଥକଙ୍କ ପୃଷ୍ଠା ଡିଲିଟ କରିଦେଇଛି। କେବଳ ଏତିକି […]

ravi-shankar-prasad

ravi-shankar-prasad

Subhransu Sekhar
  • Published: Tuesday, 01 September 2020
  • Updated: 01 September 2020, 09:08 PM IST

Sports

Latest News

ନୂଆଦିଲ୍ଲୀ: ଫେସବୁକ ବିଜେପି ନିୟନ୍ତ୍ରଣରେ ରହିଛି ବୋଲି ବିରୋଧୀ ଅଭିଯୋଗ କରିଥିଲେ। ଏବେ କିନ୍ତୁ ଶାସକ ଦଳ ବିଜେପି ଫେସବୁକ ବିରୋଧରେ ଅଭିଯୋଗ କରିଛି। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖିଛନ୍ତି। ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଲେଖିଛନ୍ତି ଯେ 2019ରେ ଲୋକସଭା ନିର୍ବାଚନ ପୂର୍ବରୁ ଫେସବୁକ ଇଣ୍ଡିଆ ମ୍ୟାନେଜମେଣ୍ଟ ଦକ୍ଷିଣପନ୍ଥୀ ଚିନ୍ତାଧାରାର ସମର୍ଥକଙ୍କ ପୃଷ୍ଠା ଡିଲିଟ କରିଦେଇଛି। କେବଳ ଏତିକି ନୁହେଁ, ସେମାନଙ୍କ ପୋଷ୍ଟର ପହଞ୍ଚ ମଧ୍ୟ ହ୍ରାସ ହୋଇଥିଲା। ଫେସବୁକ ସନ୍ତୁଳିତ ଏବଂ ନିରପେକ୍ଷ ହେବା ଆବଶ୍ୟକ ବୋଲି ରବି ଶଙ୍କର ଜୁକରବର୍ଗଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଫେସବୁକ ଇଣ୍ଡିଆର ଅନେକ ସଦସ୍ୟ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ବିଚାରଧାରାର ସମର୍ଥକ। ଫେସବୁକ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅନେକ କେନ୍ଦ୍ର ମନ୍ତ୍ରୀଙ୍କୁ ଅପମାନିତ କରିବା ଭଳି କହିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଫେସବୁକ୍ ଏବଂ ହ୍ୱାଟସଆପରେ ଗୁରୁତର ଅଭିଯୋଗ ଆଣି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରାହୁଲ ଗାନ୍ଧୀ ଏକ ଖବରର ଉଦ୍ଧୃତ କରି କହିଛନ୍ତି ଯେ ନିର୍ବାଚନ ପ୍ରଚାରରେ ଫେସବୁକ ଉଦ୍ଦେଶ୍ୟମୂଳକ ଭାବେ ବିଜେପିକୁ ସମର୍ଥନ କରିଛି। ଏହି ଘଟଣାର ତଦନ୍ତ ଦାବି କରିଛନ୍ତି ରାହୁଲ ଗାନ୍ଧୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story