ଆମେରିକା ଚୀନ୍ ମଧ୍ୟରେ ଆରମ୍ଭ ହେଲା ଶୀତଳ ଯୁଦ୍ଧ

ଓ୍ୱାଶିଂଟନ: କରୋନା ମହାମାରୀ ନେଇ ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଛି ବାକ୍ ଯୁଦ୍ଧ। ଦୁଇ ଦେଶ ମଧ୍ୟରେ ଅର୍ଥନୀତିକ ଯୁଦ୍ଧ ଚାଲିଥିବାବେଳେ ଆମେରିକା ବିଦ୍ଧିବଦ୍ଧ ଭାବରେ ଆଜି ଚୀନ୍ ବିରୋଧରେ ଶୀତଳ ଯୁଦ୍ଧ ଆରମ୍ଭ କରିବାକୁ ଘୋଷଣା କରିଛି। ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ତଥା ଚୀନର ଶାସକ ଦଳ ନିଜ ସ୍ୱାର୍ଥକୁ ଆଧାର କରି ବିଶ୍ୱକୁ ଶୋଷଣ କରିବାକୁ ଯୋଜନା କରିଛି ବୋଲି ଆମେରିକା କହିଛି। ହ୍ୱାଇଟ୍ ହାଉସ ଏ ନେଇ ଏକ ବିବୃତି […]

Trump-Xi

Trump-Xi

Subhransu Sekhar
  • Published: Friday, 22 May 2020
  • Updated: 22 May 2020, 10:24 PM IST

ଓ୍ୱାଶିଂଟନ: କରୋନା ମହାମାରୀ ନେଇ ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଛି ବାକ୍ ଯୁଦ୍ଧ। ଦୁଇ ଦେଶ ମଧ୍ୟରେ ଅର୍ଥନୀତିକ ଯୁଦ୍ଧ ଚାଲିଥିବାବେଳେ ଆମେରିକା ବିଦ୍ଧିବଦ୍ଧ ଭାବରେ ଆଜି ଚୀନ୍ ବିରୋଧରେ ଶୀତଳ ଯୁଦ୍ଧ ଆରମ୍ଭ କରିବାକୁ ଘୋଷଣା କରିଛି। ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ତଥା ଚୀନର ଶାସକ ଦଳ ନିଜ ସ୍ୱାର୍ଥକୁ ଆଧାର କରି ବିଶ୍ୱକୁ ଶୋଷଣ କରିବାକୁ ଯୋଜନା କରିଛି ବୋଲି ଆମେରିକା କହିଛି।

ହ୍ୱାଇଟ୍ ହାଉସ ଏ ନେଇ ଏକ ବିବୃତି ଜାରି କରିଛି। ଏହି ବିବୃତିରେ ଯଦିଓ ଶୀତଳ ଯୁଦ୍ଧ ବାବଦରେ ଆମେରିକା ଉଲ୍ଲେଖ କରିନାହିଁ, ହେଲେ ଶୀତଳ ଯୁଦ୍ଧ ଭଳି ସ୍ଥିତି ବୋଲି ପରୋକ୍ଷରେ ଲେଖାଯାଇଛି। ଆମେରିକା ସ୍ୱୀକାର କରିଛି ଯେ ଦୁଇ ବଡ ଦେଶ ସେମାନଙ୍କ ସ୍ୱାର୍ଥର ସଠିକ୍ ସୁରକ୍ଷା ପାଇଁ ମୁହାଁମୁହିଁ ହୋଇଛନ୍ତି। ସିସିପି ଦ୍ୱାରା ଆଗାମୀ ଦିନରେ ଯେଉଁ ଚ୍ୟାଲେଞ୍ଜ ଦେଖାଦେବ ଆଗାମୀ ଦିନରେ ଆମେରିକା ଏହାକୁ ସାମ୍ନା କରିବ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି।

ଆମେରିକା ଚୀନକୁ ନେଇ କେଉଁ ଦୃଷ୍ଟିକୋଣରେ ଦେଖିଥିଲା ସେ ବାବଦରେ ମଧ୍ୟ ହ୍ୱାଇଟ୍ ହାଉସ ବିବୃତି ଜାରି କରିଛି। ଆମେରିକା ଭାବୁଥିଲା ଚୀନ ସହିତ ସମ୍ପର୍କ ମଜବୁତ ହେବା ଦ୍ୱାରା ଦୁଇ ଦେଶର ଅର୍ଥନୀତି ଶକ୍ତ ହେବ। ଏହାଦ୍ୱାରା ରାଜନୀତିକ ମତପାର୍ଥକ୍ୟ ଦୂର ହେବ ଏବଂ ବିଶ୍ୱରେ ଚୀନ୍ ଏକ ଦାୟିତ୍ୱବାନ ରାଷ୍ଟ୍ର ଭାବରେ ଦାୟିତ୍ୱ ତୁଲାଇବ ବୋଲି ହ୍ୱାଇଟ୍ ହାଉସ୍ କହିଛି।

ତେବେ ୪୦ ବର୍ଷ ପରେ ପ୍ରମାଣିତ ହୋଇଛି ଆମେରିକାର ଦୃଷ୍ଟିକୋଣକୁ ଚୀନ୍ କେବେ ସମ୍ମାନ ଦେଉନି। ବିଗତ ଦୁଇ ଦଶନ୍ଧିରେ ଚୀନରେ ମାନ୍ଦା ବସ୍ଥା ସହିତ ଅର୍ଥନୀତିକ ଗତି ବୀପରିତ ରହିଛି। ଚୀନ୍ ନିଜ ଦେଶକୁ ଛାଡ଼ି  ଦେଲେ ଅନ୍ୟ ଦେଶ ସହିତ ଭଲ ସମ୍ପର୍କ ରଖୁ ନାହିଁ। ବ୍ୟବସାୟ ପାଇଁ ଯେଉଁ ବ୍ୟବସ୍ଥା ରହିଛି ସେହି ନିୟମକୁ ଉଲ୍ଲଂଘନ କରି ନିଜ ଦେଶର ସ୍ୱାର୍ଥକୁ ଆଗ ଦେଖିଛି ବୋଲି ଆମେରିକା ସରକାର କହିଛି।

ବେଜିଂ ପଡ଼ୋଶୀ ଦକ୍ଷିଣ ଚୀନ୍ ସାଗର, ତାଇୱାନ ଏବଂ ଭାରତୀୟ ସୀମା ଅଞ୍ଚଳରେ ଉତ୍ତେଜନାମୂଳକ ତଥା ବାଧ୍ୟତାମୂଳକ ସାମରିକ ତଥା ସାମରିକ ସାମରିକ କାର୍ଯ୍ୟରେ ନିୟୋଜିତ ଅଛି ବୋଲି ଆମେରିକା କହିଛି। ଦକ୍ଷିଣ-ପୂର୍ବ ଏସୀୟ ଦେଶ, ଜାପାନ, ଭାରତ, ଅଷ୍ଟ୍ରେଲିଆ, ରିପବ୍ଲିକ୍ ଅଫ୍ କୋରିଆ ଏବଂ ତାଇୱାନ ସହିତ ମୁକ୍ତ, ଖୋଲା ଏବଂ ନିରାପଦ ଭାରତ-ପ୍ରଶାନ୍ତ ମହାସାଗରୀୟ ଦେଶ ଉପରେ ଆମେରିକା ନଜର ରଖିଛି ବୋଲି କୁହାଯାଇଛି।

ବେଜିଂର କାର୍ଯ୍ୟକଳାପକୁ ଆମେରିକା କେବେ ଗ୍ରହଣ କରିବ ନାହିଁ। ଏକ ମୁକ୍ତ ଖୋଲା ଏବଂ ନିୟମ ଆଧାରିତ ଅନ୍ତର୍ଜାତୀୟ କ୍ରମକୁ ଦୁର୍ବଳ କରିଥାଏ ବୋଲି ରିପୋର୍ଟରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story