ଆମେ ଆଉ ଆଉ ଶୀତଳ ଯୁଦ୍ଧ ଚାହୁଁନୁ: ବାଇଡେନ୍

ନୂଆଦିଲ୍ଲୀ: ଆମେରିକା ଆଉ ଶୀତଳ ଯୁଦ୍ଧ ଚାହୁଁନି। ଆମେ ଯେ କୌଣସି ଦେଶ ସହ ଶାନ୍ତି ସୌହାର୍ଦ୍ଧ୍ୟର ସହ କାମ କରିବାକୁ ଚାହୁଁଛୁ। ଆମେରିକା ଶାନ୍ତିପୂର୍ଣ୍ଣ ସଂକଳ୍ପ ନେଇଛି। ଏକଥା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଚୀନ ସହ ତିକ୍ତତା ବଢ଼ୁଥିବା ବେଳେ ଜାତିସଂଘ ସାଧାରଣ ସଭାରେ ଉଦବୋଧନ ଦେଇ ଏହା କହିଛନ୍ତି ବାଇଡେନ୍। ତେବେ ଚୀନ୍‌ର ନାଁ ନନେଇ ଉଭୟ ଦେଶ ମଧ୍ୟରେ ବଢ଼ୁଥିବା ତିକ୍ତତାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବାଇଡେନ୍। ବାଇଡେନ କହିଛନ୍ତି […]

Joe-Biden

Joe-Biden

Tapas Behera
  • Published: Tuesday, 21 September 2021
  • Updated: 21 September 2021, 10:06 PM IST

ନୂଆଦିଲ୍ଲୀ: ଆମେରିକା ଆଉ ଶୀତଳ ଯୁଦ୍ଧ ଚାହୁଁନି। ଆମେ ଯେ କୌଣସି ଦେଶ ସହ ଶାନ୍ତି ସୌହାର୍ଦ୍ଧ୍ୟର ସହ କାମ କରିବାକୁ ଚାହୁଁଛୁ। ଆମେରିକା ଶାନ୍ତିପୂର୍ଣ୍ଣ ସଂକଳ୍ପ ନେଇଛି। ଏକଥା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଚୀନ ସହ ତିକ୍ତତା ବଢ଼ୁଥିବା ବେଳେ ଜାତିସଂଘ ସାଧାରଣ ସଭାରେ ଉଦବୋଧନ ଦେଇ ଏହା କହିଛନ୍ତି ବାଇଡେନ୍। ତେବେ ଚୀନ୍‌ର ନାଁ ନନେଇ ଉଭୟ ଦେଶ ମଧ୍ୟରେ ବଢ଼ୁଥିବା ତିକ୍ତତାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବାଇଡେନ୍। ବାଇଡେନ କହିଛନ୍ତି ଯେ, ଆମେ ଆଉ ନୂତନ ଶୀତଳ ଯୁଦ୍ଧ ଚାହୁଁ ନାହୁଁ କି ବିଶ୍ୱକୁ  ବିଭକ୍ତିକରଣ କରି ଯୁଦ୍ଧ ଚାହୁଁ ନାହୁଁ।

ଶାନ୍ତିପୂର୍ଣ୍ଣ ସହାବସ୍ତାନରେ କାମ କରିବାକୁ  ଆମେରିକା ରାଜି ଅଛି। କାରଣ ଆମର ବିଫଳତାର ପରିଣାମ ଆମେ ସମସ୍ତେ ଭୋଗୁଛୁ। ଗତ ମାସରେ ଆଫଗାନିସ୍ତାନରେ ଆମେରିକା ସହ ଲମ୍ବା ସମୟ ଯୁଦ୍ଧର ଅନ୍ତ ନେଇ  ରାଷ୍ଟ୍ରପତି ବାଇଡେନ୍ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ।  ସେ କହିଛନ୍ତି ଯେ ଆମେ ଆଫଗାନିସ୍ତାନରେ ୨୦ ବର୍ଷର ବିବାଦ ସମାପ୍ତ କରିଛୁ। ସେ ଆହୁରି  କହିଛନ୍ତି ଯେ, ଆମେ ଏହି ନିରନ୍ତର ଯୁଦ୍ଧର ଅନ୍ତଘଟାଇ ଏବେ ବିକାଶର ନୂଆ ସମ୍ଭାବନାର ଦିଗକୁ ଖୋଜୁଛୁ। ଯେଉଁଥିରେ ବିଶ୍ୱର ସମସ୍ତଙ୍କର ମଙ୍ଗଳ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story