ଦ୍ୱିତୀୟ ଥର ହ୍ୱାଇଟ୍ ହାଉସ ଯିବାରେ ଟ୍ରମ୍ପଙ୍କ ପାଇଁ କରୋନା କଣ୍ଟା!

ଓ୍ୱାଶିଂଟନ: କରୋନାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ବିରୋଧରେ ଯେଉଁ ଅଭିଯୋଗ ଆଣୁଛନ୍ତି ଯଦି ସତ ହୁଏ ତା’ହେଲେ ହ୍ୱାଇଟ୍ ହାଉସକୁ ଦ୍ୱିତୀୟ ଥର ଯାଇପାରିବେନି ଟ୍ରମ୍ପ। କାରଣ ଟ୍ରମ୍ପଙ୍କ ରାସ୍ତାରେ କଣ୍ଟା ସାଜିବ କରୋନା। ଆଗକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଛି। ଏହା ପୂର୍ବରୁ ଏକ ସର୍ଭେ ହୋଇଛି। ଓ୍ୱାଶିଂଟନ ପୋଷ୍ଟ-ଏବିସି ଦ୍ୱାରା ହୋଇଥିବା ସର୍ଭେରେ ଏହା ଜଣାପଡ଼ିଛି। ହେଲେ ଟ୍ରମ୍ପଙ୍କୁ ନେଇ ତାଙ୍କ ଅନୁଗାମୀ ବହୁତ ଉତ୍ସାହିତ ଥିବା ଜଣାପଡ଼ିଛି। କରୋନା […]

TRUMP

TRUMP

Subhransu Sekhar
  • Published: Monday, 01 June 2020
  • Updated: 01 June 2020, 08:43 PM IST

Sports

Latest News

ଓ୍ୱାଶିଂଟନ: କରୋନାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ବିରୋଧରେ ଯେଉଁ ଅଭିଯୋଗ ଆଣୁଛନ୍ତି ଯଦି ସତ ହୁଏ ତା’ହେଲେ ହ୍ୱାଇଟ୍ ହାଉସକୁ ଦ୍ୱିତୀୟ ଥର ଯାଇପାରିବେନି ଟ୍ରମ୍ପ। କାରଣ ଟ୍ରମ୍ପଙ୍କ ରାସ୍ତାରେ କଣ୍ଟା ସାଜିବ କରୋନା। ଆଗକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଛି। ଏହା ପୂର୍ବରୁ ଏକ ସର୍ଭେ ହୋଇଛି। ଓ୍ୱାଶିଂଟନ ପୋଷ୍ଟ-ଏବିସି ଦ୍ୱାରା ହୋଇଥିବା ସର୍ଭେରେ ଏହା ଜଣାପଡ଼ିଛି। ହେଲେ ଟ୍ରମ୍ପଙ୍କୁ ନେଇ ତାଙ୍କ ଅନୁଗାମୀ ବହୁତ ଉତ୍ସାହିତ ଥିବା ଜଣାପଡ଼ିଛି।

କରୋନା ମହାମାରୀ ବାବଦରେ ଚୀନ୍ ବିଳମ୍ୱରେ ସୂଚନା ଜାଣିଶୁଣି ଦେଇଛି। ଚୀନ୍ ଚାହୁଁଛି ବିଶ୍ୱ ଅର୍ଥନୀତିରେ ନିଜର ପତିଆରା ଜାହିର କରିବ। ହେଲେ ଆମେରିକା ଏଥିପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି। ତେଣୁ କରୋନା ବାବଦରେ ବିଳମ୍ୱରେ ଚୀନ୍ ଜାଣିଶୁଣି ତଥ୍ୟ ଦେଇଛି। ଏବେ ଚୀନ ପାଇଁ ଆମେରିକା ସର୍ବାଧିକ କ୍ଷତି ସହିଛି। ଆଗକୁ ରାଷ୍ଟ୍ରପତି ନିର୍ବାଚନ ରହିଛି। ତେଣୁ କରୋନା ପାଇଁ ଲୋକମାନେ ଏବେ ସରକାର ବିରୋଧରେ ଭୋଟ୍ ଦେବେ। ଏହାଦ୍ୱାରା ବିରୋଧୀ ଦଳ ଲାଭବାନ ହେବା ସହିତ ଚୀନର ବାଟ ପରିଷ୍କାର ହୋଇଯିବ ବୋଲି ଟ୍ରମ୍ପ ଗତମାସରେ କହିଥିଲେ।

ଅନ୍ୟପଟେ ଆମେରିକା ଏବେ କରୋନା ପାଇଁ ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆମେରିକା ଚୀନର ୩୩ଟି କମ୍ପାନୀକୁ କଳାତାଲିକାଭୁକ୍ତ କରିଥିବାବେଳେ ଷ୍ଟକ ମାର୍କେଟରୁ ଚୀନର କମ୍ପାନୀକୁ ବାହାର କରିଦେଇଥିବା ଜଣାପଡ଼ିଛି।

ୱାଶିଂଟନ୍ ପୋଷ୍ଟ-ଏବିସି ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ, ଟ୍ରମ୍ପ ତାଙ୍କ ସମର୍ଥକଙ୍କ ଗହଳରେ ଅଧିକ ଉତ୍ସାହିତ ରହିଛନ୍ତି। କିନ୍ତୁ ପୂର୍ବ ତୁଳନାରେ ସମର୍ଥକଙ୍କ ସଂଖ୍ୟା କମିଛି। ସର୍ଭେରୁ ଜଣାପଡ଼ିଛି, ଭୋଟରଙ୍କ ମଧ୍ୟରେ ଟ୍ରମ୍ପଙ୍କ ପ୍ରତିପକ୍ଷ ପୂର୍ବତନ ଉପରାଷ୍ଟ୍ରପତି ବିଡେନଙ୍କ ସପକ୍ଷରେ ୫୩ ପ୍ରତିଶତ ମିଳିଥିବା ବେଳେ ଟ୍ରମ୍ପ କେବଳ ୪୩ ପ୍ରତିଶତ ଭୋଟ ପାଇଛନ୍ତି। ହଜାରେ ଲୋକଙ୍କ ମଧ୍ୟରେ ଫୋନ୍ ଜରିଆରେ ଏହି ସର୍ଭେ କରାଯାଇଥିଲା। ଦୁଇ ମାସ ପୂର୍ବେ ୱାଶିଂଟନ୍ ପୋଷ୍ଟ-ଏବିସି ଏଭଳି ସର୍ଭେ କରିଛି।

ଏକ ସର୍ଭେରେ ଟ୍ରମ୍ପଙ୍କ ପୋଷ୍ଟର ମୂଲ୍ୟାୟନ ସର୍ବୋଚ୍ଚ ସ୍ତରରେ ରହିଥିଲା। କିନ୍ତୁ ନୂଆ ସର୍ଭେରୁ ଜଣାପଡିଛି, କରୋନା ମହାମାରୀ ମୁକାବିଲା ନେଇ ଟ୍ରମ୍ପଙ୍କ ଉପରେ ଲୋକଙ୍କ ନକାରାତ୍ମକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story