ରାଜି ହେଲାନି ଆମେରିକା: ଭାରତ ଏବଂ ଜାପାନ ଏଣ୍ଟ୍ରିକୁ ନା

ନୂଆଦିଲ୍ଲୀ: ରାଜି ହେଲାନି ଆମେରିକା। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସହ  ଭାଗିଦାରିରେ ଆରମ୍ଭ ହୋଇଥିବା ଏକ ସୁରକ୍ଷା ଅଭିଯାନରେ  ଭାରତ କିମ୍ବା ଜାପାନକୁ ସାମିଲ କରିବାକୁ ମନା କରିଦେଇଛି ଆମେରିକା। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିମନ୍ତେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସହ ହୋଇଥିବା ସୁରକ୍ଷା ପାର୍ଟନରସିପ୍‌ରେ ଭାରତ କିମ୍ବା ଜାପାନକୁ ସାମିଲ କରାଯିବ ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକା କହିଛି। ଗତ ସେପ୍ଟେମ୍ବର ୧୫ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏବଂ […]

6hn

6hn

Tapas Behera
  • Published: Thursday, 23 September 2021
  • Updated: 24 September 2021, 01:49 PM IST

Sports

Latest News

ନୂଆଦିଲ୍ଲୀ: ରାଜି ହେଲାନି ଆମେରିକା। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସହ  ଭାଗିଦାରିରେ ଆରମ୍ଭ ହୋଇଥିବା ଏକ ସୁରକ୍ଷା ଅଭିଯାନରେ  ଭାରତ କିମ୍ବା ଜାପାନକୁ ସାମିଲ କରିବାକୁ ମନା କରିଦେଇଛି ଆମେରିକା। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିମନ୍ତେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସହ ହୋଇଥିବା ସୁରକ୍ଷା ପାର୍ଟନରସିପ୍‌ରେ ଭାରତ କିମ୍ବା ଜାପାନକୁ ସାମିଲ କରାଯିବ ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକା କହିଛି।

ଗତ ସେପ୍ଟେମ୍ବର ୧୫ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତ୍ରିପାକ୍ଷିକ ସୁରକ୍ଷା ପାର୍ଟନରସିପ୍ AUKUS ଘୋଷଣା କରିଥିଲେ।  ଯେଉଁଥିରେ ଅଷ୍ଟ୍ରେଲିଆ ଆଣବିକ ଚାଳିତ ବୁଡ଼ାଜାହାଜ ପାଇବ। ତେବେ ଉକ୍ତ ଅଭିଯାନରେ ଆଉ କାହାକୁ ସାମିଲ କରାଯିବ ନାହିଁ ବୋଲି ହ୍ୱାଇଟ୍‌ ହାଉସର ପ୍ରେସ୍ ସଚିବ ଜେନ ପାସକି କହିଛନ୍ତି। ତେବେ ଫ୍ରାନ୍ସ ଏହାକୁ କଡ଼ା ସମାଲୋଚନା କରିଛି।

ଫ୍ରାନ୍ସ କରହିଛି ଯେ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସୁରକ୍ଷା ଦୃଷ୍ଟିରୁ ଏକ ସାମୁହିକ ପ୍ରସଙ୍ଗ ହୋଇଥିବା ବେଳେ ଏହି ସନ୍ଧି ସମନ୍ୱୟତାର ଅଭାବକୁ ଦର୍ଶାଉଛି। ତେବେ ଏହି ତ୍ରିପାକ୍ଷିକ ସୁରକ୍ଷା  ଭାଗିଦାରୀ ଚୀନକୁ ମୁକାବିଲା କରିବାରେ ବେଶ ସହାୟକ ହେବ ବୋଲି କୁହାଯାଇଛି।  ସେହିପରି ପ୍ରଥମଥର ପାଇଁ  ଆମେରିକା ଏବଂ ବ୍ରିଟେନ ଅଷ୍ଟ୍ରେଲିଆକୁ ଆଣବିକ ଚାଳିତ ବୁଡ଼ାଜାହାଜ ବିକଶିତ କରିବା ପାଇଁ ଟେକ୍ନୋଲୋଜି ଯୋଗାଇଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story