ଉତ୍ତରାଖଣ୍ଡ ବନ୍ୟା ସମୟରେ ଚିକେନ୍ ଓ ମଟନର ମଜା ନେଉଥିଲେ ଉଦ୍ଧାରକାରୀ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ:୨୦୧୩ରେ ହୋଇଥିବା ଉତ୍ତରାଖଣ୍ଡ ବନ୍ୟାରେ ଲକ୍ଷ ଲକ୍ଷ ଲୋକ ଖାଇବାକୁ ନପାଇ ଆଉଟୁ ପାଉଟୁ ହେଉଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ରାଜ୍ୟ ସରକାରଙ୍କ କର୍ମଚାରୀ ଢେର ମଜା ଉଠାଉଥିଲେ। ସେମାନେ ପ୍ରତିଦିନ ୭ ହଜାର ଟଙ୍କା ଭଡା ନେଉଥିବା ଦାମୀ ହୋଟଲରେ  ରହିବା ସହ ଚିକେନ୍, ମଟନ୍ ଖାଉଥିଲେ। ଏନେଇ ସୂଚନା ଅଧିକାର ଆଇନ (ଆରଟିଆଇ) ଦ୍ୱାରା ମଗାଯାଇଥିବା ତଥ୍ୟରୁ ଜଣାପଡିଛି । ଆଟିଆଇ ତଥ୍ୟ ଅନୁଯାୟୀ, ଅଧା ଲିଟର କ୍ଷୀର ପାଇଁ ଲୋକଙ୍କୁ ୧୯୪ […]

relief

relief

Rakesh Mallick
  • Published: Saturday, 30 May 2015
  • Updated: 30 May 2015, 06:24 AM IST

Sports

Latest News

ନୂଆଦିଲ୍ଲୀ:୨୦୧୩ରେ ହୋଇଥିବା ଉତ୍ତରାଖଣ୍ଡ ବନ୍ୟାରେ ଲକ୍ଷ ଲକ୍ଷ ଲୋକ ଖାଇବାକୁ ନପାଇ ଆଉଟୁ ପାଉଟୁ ହେଉଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ରାଜ୍ୟ ସରକାରଙ୍କ କର୍ମଚାରୀ ଢେର ମଜା ଉଠାଉଥିଲେ। ସେମାନେ ପ୍ରତିଦିନ ୭ ହଜାର ଟଙ୍କା ଭଡା ନେଉଥିବା ଦାମୀ ହୋଟଲରେ  ରହିବା ସହ ଚିକେନ୍, ମଟନ୍ ଖାଉଥିଲେ। ଏନେଇ ସୂଚନା ଅଧିକାର ଆଇନ (ଆରଟିଆଇ) ଦ୍ୱାରା ମଗାଯାଇଥିବା ତଥ୍ୟରୁ ଜଣାପଡିଛି ।

ଆଟିଆଇ ତଥ୍ୟ ଅନୁଯାୟୀ, ଅଧା ଲିଟର କ୍ଷୀର ପାଇଁ ଲୋକଙ୍କୁ ୧୯୪ ଟଙ୍କା ନିଆଯାଉଥିବା ବେଳେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ବେଶ୍ ଆରାମରେ ରହୁଥିଲେ। ଏନେଇ ଷ୍ଟେଟ୍ ଇନଫରମେସନ୍ କମିଶନର୍ ଅନୀଲ ଶର୍ମା ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story