ଡରାଉଛି ବାତ୍ୟା: ୧୩ ଜିଲ୍ଲା ପାଇଁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ଝଡ଼ ବାତ୍ୟାର ରୂପ ନେଇସାରିଥିବା ବେଳେ ଧୀରେ ଧୀରେ ଏହା ଉଗ୍ର ହେବାରେ ଲାଗିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା ‘ନିଭାର’ ଭେରି ସିଭିୟର ସାଇକ୍ଲୋନିକକ ଷ୍ଟର୍ମରେ ପରିଣତ ହୋଇ ଆଜି ରାତି ସୁଦ୍ଧା ଏହା ତାମିଲନାଡ଼ୁ ଏବଂ ପୁଡ଼ୁଚେରୀରେ ହିଟ୍‌ କରିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ସମୁଦ୍ର ଭିତରେ ବାତ୍ୟାର ଗତି ଘଣ୍ଟା ପ୍ରତିବେଗ ୬ କିଲୋମିଟର ରହିଥିବା ଆକଳନ କରାଯାଇଛି। […]

7bnm-1

7bnm-1

Tapas Behera
  • Published: Wednesday, 25 November 2020
  • Updated: 25 November 2020, 04:22 PM IST

Sports

Latest News

ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ଝଡ଼ ବାତ୍ୟାର ରୂପ ନେଇସାରିଥିବା ବେଳେ ଧୀରେ ଧୀରେ ଏହା ଉଗ୍ର ହେବାରେ ଲାଗିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା ‘ନିଭାର’ ଭେରି ସିଭିୟର ସାଇକ୍ଲୋନିକକ ଷ୍ଟର୍ମରେ ପରିଣତ ହୋଇ ଆଜି ରାତି ସୁଦ୍ଧା ଏହା ତାମିଲନାଡ଼ୁ ଏବଂ ପୁଡ଼ୁଚେରୀରେ ହିଟ୍‌ କରିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ସମୁଦ୍ର ଭିତରେ ବାତ୍ୟାର ଗତି ଘଣ୍ଟା ପ୍ରତିବେଗ ୬ କିଲୋମିଟର ରହିଥିବା ଆକଳନ କରାଯାଇଛି। ବାତ୍ୟାର ପ୍ରଭାବରେ ପବନ ଘଣ୍ଟାପ୍ରତି ବେଗ ୧୨୦ରୁ ୧୩୦ କିମି ରହିବା ନେଇ ଆକଳନ କରାଯାଉଥିବା  ବେଳେ ସର୍ବାଧିକ ୧୪୫କମିମି ଛୁଇଁପାରେ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି।  ଏଥିପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ  ଇ.ପାଲାନିସ୍ୱାମୀ ଗୁରୁବାର ୧୩ ଜିଲ୍ଲା ପାଇଁ ଛୁଟି ଘୋଷଣା କରିଛନ୍ତି। ବାତ୍ୟାର ମୁକାବିଲା ପାଇଁ ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ରହିଛି। ଏଥିପାଇଁ ଭାରତୀୟ ସେନା ପକ୍ଷରୁ ୮ଟିମ୍‌ ମୁତୟନ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story