ନୀତୀଶ ସରକାରରେ ବାଚସ୍ପତି ହେଲେ ବିଜୟ ସିହ୍ନା

ପାଟନା: ବିହାର ବିଧାନସଭାର ବାଚସ୍ପତି ହେଲେ ବିଜେପି ବିଧାୟକ ବିଜୟ ସିହ୍ନା। ତାଙ୍କ ସପକ୍ଷରେ ୧୨୬ ଜଣ ସମର୍ଥନ କରିଥିବା ବେଳେ ବିରୋଧୀ ଦଳ ଅବାଧ ବିହାରୀ ଚୋଧୁରୀଙ୍କ ସପକ୍ଷରେ ୧୧୪ ଜଣ ସମର୍ଥନ କରିଥିଲେ। ତେଣୁ ପ୍ରୋଟେମ୍ ସ୍ପିକର ଜୀତନ ରାମ ମାଞ୍ଝୀ ତାଙ୍କୁ ବାଚସ୍ପତି ଭାବରେ ବିଜୟୀ କରାଇଛନ୍ତି। ବିଜୟ କୁମାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିହାର ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦିଙ୍କ ନିକଟତମ ନେତା। ବିହାର ସରକାରରେ ଦୁଇ ଉପମୁଖ୍ୟମନ୍ତ୍ରୀ ତାରା […]

vijay-sinha-spekaer-bihar

vijay-sinha-spekaer-bihar

Subhransu Sekhar
  • Published: Wednesday, 25 November 2020
  • Updated: 25 November 2020, 06:20 PM IST

ପାଟନା: ବିହାର ବିଧାନସଭାର ବାଚସ୍ପତି ହେଲେ ବିଜେପି ବିଧାୟକ ବିଜୟ ସିହ୍ନା। ତାଙ୍କ ସପକ୍ଷରେ ୧୨୬ ଜଣ ସମର୍ଥନ କରିଥିବା ବେଳେ ବିରୋଧୀ ଦଳ ଅବାଧ ବିହାରୀ ଚୋଧୁରୀଙ୍କ ସପକ୍ଷରେ ୧୧୪ ଜଣ ସମର୍ଥନ କରିଥିଲେ। ତେଣୁ ପ୍ରୋଟେମ୍ ସ୍ପିକର ଜୀତନ ରାମ ମାଞ୍ଝୀ ତାଙ୍କୁ ବାଚସ୍ପତି ଭାବରେ ବିଜୟୀ କରାଇଛନ୍ତି। ବିଜୟ କୁମାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିହାର ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦିଙ୍କ ନିକଟତମ ନେତା।

ବିହାର ସରକାରରେ ଦୁଇ ଉପମୁଖ୍ୟମନ୍ତ୍ରୀ ତାରା କିଶୋର ଏବଂ ରେଣୁ ଦେବୀ ପଛୁଆ ଏବଂ ଅତି ପଛୁଆ ବର୍ଗର ହୋଇଥିବା ବେଳେ ବାଚସ୍ପତି ବିଜୟ ସିହ୍ନା ଭୂମିହାରୋ ଜାତିର ବୋଲି ଜଣାପଡ଼ିଛି। ବିଜେପି ସରକାରର ମୁଖ୍ୟ ପଦବୀରେ ବିଭିନ୍ନ ଜାତିର ନେତାଙ୍କୁ ଦାୟିତ୍ୱ ଦେଉଥିବା ଦେଖିବାକୁ ମିଳିଛି। ସବୁଠୁ ବଡ଼ କଥା ହେଲା ବିହାରରେ ପ୍ରାୟ ପାଞ୍ଚ ଦଶନ୍ଧି ପରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହୋଇଥିଲା।

ଭୋଟିଂ ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିକୁ ବିରୋଧ କରିଥିଲେ ବିରୋଧୀ। ସେ ବିଧାନ ପରିଷଦର ନେତା ହୋଇଥିବାରୁ ଗୃହରେ ରହିପାରିବେ ନାହିଁ ବୋଲି ଆରଜେଡି ବିଧାୟକ ତେଜସ୍ୱୀ ଯାଦବ କହିଥିଲେ। ତେବେ ନୀତୀଶ ଗୃହର ନେତା ସେ ରହିପାରିବେ ବୋଲି ପ୍ରୋଟେମ୍ ସ୍ପିକର ଜୀତନ ରାମ ମାଞ୍ଝୀ କହିଥିଲେ।

ଏଥିସହ ବାଲଟ ଜରିଆରେ ଭୋଟିଂ ପାଇଁ ବିରୋଧୀ କରିଥିଲେ। ହେଲେ ଜୀତନ ରାମ ବାଚନିକ ଭୋଟ୍ ଜରିଆରେ ଭୋଟିଂ କରିଥିଲେ। ବିଜୟ ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ସମ୍ମାନର ସହ ବାଚସ୍ପତିଙ୍କା ତାଙ୍କ ଚେୟାର ପାଖକୁ ପାଛୋଟି ନେଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story