ଭୋଟ୍ ପାଇଁ ନୋଟ୍: ଚନ୍ଦ୍ରବାବୁ ନାଇଡୁ ବି ଫସିଲେ

ହାଇଦ୍ରାବାଦ:  ତେଲେଙ୍ଗାନା ଭୋଟ୍ ପାଇଁ ନୋଟ୍ ମାମଲାକୁ ନେଇ ଅଡୁଆରେ ପଡିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଏକ ସ୍ଥାନୀୟ ଟିଭି ଚ୍ୟାନେଲରେ ଚନ୍ଦ୍ରାବାବୁ ନାଇଡୁ ଏବଂ ତେଲେଙ୍ଗାନାର ଜଣେ  ମନୋନୀତ ବିଧାୟକ ଏଲ୍ ଭିସ୍ ଷ୍ଟିଫେନସନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ଟେପ ପ୍ରସାରଣ ପରେ ଏହି ବିବାଦ ମୁଣ୍ଡ ଟେକିଛି । ଏହି ଟେପରେ ନାଇଡୁ ବିଧାନ ପରିଷଦ ନିର୍ବାଚନରେ ତାଙ୍କ ଦଳକୁ ସମର୍ଥନ ପାଇଁ  ଏହି ବିଧାୟକଙ୍କୁ ପ୍ରଲୋଭିତ କରୁଥିବା ଦର୍ଶାଯାଇଛି। ତେବେ ଅଡିଓ ଟେପରେ ହୋଇଥିବା […]

chandra naidu

chandra naidu

Rakesh Mallick
  • Published: Monday, 08 June 2015
  • Updated: 08 June 2015, 12:53 PM IST

Sports

Latest News

ହାଇଦ୍ରାବାଦ:  ତେଲେଙ୍ଗାନା ଭୋଟ୍ ପାଇଁ ନୋଟ୍ ମାମଲାକୁ ନେଇ ଅଡୁଆରେ ପଡିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଏକ ସ୍ଥାନୀୟ ଟିଭି ଚ୍ୟାନେଲରେ ଚନ୍ଦ୍ରାବାବୁ ନାଇଡୁ ଏବଂ ତେଲେଙ୍ଗାନାର ଜଣେ  ମନୋନୀତ ବିଧାୟକ ଏଲ୍ ଭିସ୍ ଷ୍ଟିଫେନସନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ଟେପ ପ୍ରସାରଣ ପରେ ଏହି ବିବାଦ ମୁଣ୍ଡ ଟେକିଛି । ଏହି ଟେପରେ ନାଇଡୁ ବିଧାନ ପରିଷଦ ନିର୍ବାଚନରେ ତାଙ୍କ ଦଳକୁ ସମର୍ଥନ ପାଇଁ  ଏହି ବିଧାୟକଙ୍କୁ ପ୍ରଲୋଭିତ କରୁଥିବା ଦର୍ଶାଯାଇଛି। ତେବେ ଅଡିଓ ଟେପରେ ହୋଇଥିବା ବାର୍ତ୍ତାଳାପକୁ ମୁଖ୍ୟମନ୍ତ୍ରୀ ନାଇଡୁ ଅସ୍ୱୀକାର  କରିଛନ୍ତି। ଏହାର ସତ୍ୟତାର ଯାଞ୍ଚ କରାଯିବ ବୋଲି ଆନ୍ଧ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଗତ ମେ ୩୧ରେ ଭୋଟ ପାଇଁ ନୋଟ୍ ମାମଲାରେ ଦୁର୍ନୀତି ନିବାରଣ ବିଭାଗ ବିଧାୟକ ରେବନ୍ତ ରେଡ୍ଡୀଙ୍କୁ ଗିରଫ କରିଥିଲା । ତେଲେଙ୍ଗାନା ବିଧାନ ପରିଷଦ ନିର୍ବାଚନରେ ଟିଡିପି ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ରେବନ୍ତ  ମନୋନୀତ ବିଧାୟକ ଏଲଭିସ୍ ଷ୍ଟିଫେନସନଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେଉଥିବା ବେଳେ ତେଲେଙ୍ଗାନା ର ଦୁର୍ନୀତି ନିବାରଣ ବ୍ୟୁରୋ  (ଏସିବି)  ରଙ୍ଗେ ହାତ ଧରିଥିଲା। ଏନେଇ  ପୂର୍ବରୁ ଷ୍ଟିଫେନସନ ଏ ସମ୍ପର୍କରେ  ଏସିବିକୁ  ଅବଗତ କରାଇଥିଲେ। ଟିଡିପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ୫କୋଟି ଟଙ୍କାର ଡିଲ୍ ହୋଇଥିଲା।  ଭୋଟ ଦେବାପରେ ବାକି ୪କୋଟି ୫୦ଲକ୍ଷ ଦିଆଯାଇଥାନ୍ତା ବୋଲି ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story