ମୋ ଫୋନ୍ ଟ୍ୟାପିଂ ହେଉଛି: ମମତା

କୋଲକାତା: ଇସ୍ରାଏଲୀ ସ୍ପାଇୱେୟାର ପେଗାସସ ଦ୍ୱାରା ନେତା, ସାମ୍ୱାଦିକ, ସାମାଜିକ କର୍ମୀଙ୍କ ହ୍ୱାଟସଆପ ଡାଟା ହ୍ୟାକ ହୋଇଛି। ଏ ନେଇ ବିବାଦ ବଢ଼ିଚାଲିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ତାଙ୍କ ଫୋନ୍ ଟ୍ୟାପିଂ ହେଉଛି। ତେଣୁ ସେ ଏବେ କାହାରିକୁ ଫୋନ୍ କରିବାକୁ ଏବଂ ହ୍ୱାଟସଆପ କରିବାକୁ ଡରୁଛନ୍ତି ବୋଲି ଆଜି ସେ କହିଛନ୍ତି। ଏଭଳି ଟ୍ୟାପିଂ ପଛରେ କେନ୍ଦ୍ର ସରକାର ଓ ଦୁଇଟି ବିଜେପି ଶାସିତ ରାଜ୍ୟର ରହିଛି। ପଶ୍ଚିମବଙ୍ଗ ସରକାରରେ ଥିବା […]

MAMATA BANARJEE

MAMATA BANARJEE

Subhransu Sekhar
  • Published: Sunday, 03 November 2019
  • Updated: 03 November 2019, 05:49 PM IST

Sports

Latest News

କୋଲକାତା: ଇସ୍ରାଏଲୀ ସ୍ପାଇୱେୟାର ପେଗାସସ ଦ୍ୱାରା ନେତା, ସାମ୍ୱାଦିକ, ସାମାଜିକ କର୍ମୀଙ୍କ ହ୍ୱାଟସଆପ ଡାଟା ହ୍ୟାକ ହୋଇଛି। ଏ ନେଇ ବିବାଦ ବଢ଼ିଚାଲିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ତାଙ୍କ ଫୋନ୍ ଟ୍ୟାପିଂ ହେଉଛି। ତେଣୁ ସେ ଏବେ କାହାରିକୁ ଫୋନ୍ କରିବାକୁ ଏବଂ ହ୍ୱାଟସଆପ କରିବାକୁ ଡରୁଛନ୍ତି ବୋଲି ଆଜି ସେ କହିଛନ୍ତି।

ଏଭଳି ଟ୍ୟାପିଂ ପଛରେ କେନ୍ଦ୍ର ସରକାର ଓ ଦୁଇଟି ବିଜେପି ଶାସିତ ରାଜ୍ୟର ରହିଛି। ପଶ୍ଚିମବଙ୍ଗ ସରକାରରେ ଥିବା ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ଫୋନ୍ ଟ୍ୟାପିଂ ହେଉଛି ବୋଲି ସେ କହିଛନ୍ତି। ଏହି ମାମଲାକୁ ଗମ୍ଭୀରତାର ସହ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି ମମତା।

ମମତାଙ୍କ ଅଭିଯୋଗର ଜବାବ ଦେଇଛନ୍ତି ବିଜେପି ନେତା କୈଳାଶ ବିଜୟଭର୍ଗିଆ। ସେ କହିଛନ୍ତି ରାଜ୍ୟରେ ଶାସକ ଦଳର ବିରୋଧୀ ନେତାଙ୍କୁ ପ୍ରତିଦିନ ହତ୍ୟା କରାଯାଉଛି, ଅନେକ ସମସ୍ୟା ରାଜ୍ୟରେ ରହିଛି। ଏମିତିକି ମମତା ସରକାର ବିରୋଧୀ ଦଳର ନେତାଙ୍କ ଫୋନ୍ ଟ୍ୟାପିଂ କରୁଛନ୍ତି ବୋଲି କୈଳାଶ କହିଛନ୍ତି। କେନ୍ଦ୍ର ବିରୋଧରେ ମିଛ ଅଭିଯୋଗ ଆଣିବା ଅପେକ୍ଷା ମମତାଙ୍କୁ ରାଜ୍ୟ ଉପରେ ଧ୍ୟାନ ଦେବାକୁ ଆହ୍ୱାନ କରିଛନ୍ତି ଏହି ବିଜେପି ନେତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story