‘ପଶ୍ଚିମ ବଙ୍ଗ’ ହେବ ‘ବେଙ୍ଗଲ’

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗର ନାମ ପରିବର୍ତ୍ତନ ହୋଇ ‘ବେଙ୍ଗଲ’ ହେବ। ଏନେଇ ଆଜି ପଶ୍ଚିମବଙ୍ଗ ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଛି। ଏହି ପ୍ରସ୍ତାବ ମୁତାବକ ବଙ୍ଗଳା ଭାଷାରେ ଏହା ‘ବାଂଲା’, ଇଂରାଜୀ ଭାଷାରେ ଏହା ‘ବେଙ୍ଗଲ’ ଓ ହିନ୍ଦୀ ଭାଷାରେ ଏହା ‘ବଙ୍ଗାଲ’ବୋଲି ଉଚ୍ଚାରଣ ହେବ। ସମ୍ବିଧାନ ସଂଶୋଧନ ହେବା ପରେ ଏହା ତୁରନ୍ତ କାର୍ଯ୍ୟକାରୀ ହେବ। ବଙ୍ଗଳାରେ ଏହା ‘ପଶ୍ଚିମ ବେଙ୍ଗଲ’ ଉଚ୍ଚାରଣ ହୁଏ, ଯାହାର ଇଂରାଜୀ ଅନୁବାଦ ‘ୱେଷ୍ଟ ବେଙ୍ଗଲ’। ଏହା ବଙ୍ଗଳା […]

west-bengal

west-bengal

Rakesh Mallick
  • Published: Monday, 29 August 2016
  • Updated: 29 August 2016, 05:22 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗର ନାମ ପରିବର୍ତ୍ତନ ହୋଇ ‘ବେଙ୍ଗଲ’ ହେବ। ଏନେଇ ଆଜି ପଶ୍ଚିମବଙ୍ଗ ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଛି। ଏହି ପ୍ରସ୍ତାବ ମୁତାବକ ବଙ୍ଗଳା ଭାଷାରେ ଏହା ‘ବାଂଲା’, ଇଂରାଜୀ ଭାଷାରେ ଏହା ‘ବେଙ୍ଗଲ’ ଓ ହିନ୍ଦୀ ଭାଷାରେ ଏହା ‘ବଙ୍ଗାଲ’ବୋଲି ଉଚ୍ଚାରଣ ହେବ।

ସମ୍ବିଧାନ ସଂଶୋଧନ ହେବା ପରେ ଏହା ତୁରନ୍ତ କାର୍ଯ୍ୟକାରୀ ହେବ।

ବଙ୍ଗଳାରେ ଏହା ‘ପଶ୍ଚିମ ବେଙ୍ଗଲ’ ଉଚ୍ଚାରଣ ହୁଏ, ଯାହାର ଇଂରାଜୀ ଅନୁବାଦ ‘ୱେଷ୍ଟ ବେଙ୍ଗଲ’। ଏହା ବଙ୍ଗଳା ଭାଷାରେ ଏହାକୁ ‘ବାଂଲା’ ବୋଲି କୁହାଯିବ। ସେହିପରି ରାଜଧାନୀର ନାମ କୋଲକାତା (Kolkata)ରୁ କଲକୋତା(Calcutta) ହେବ।

ଇଂରେଜ ଶାସନ ବେଳେ ‘ବେଙ୍ଗଲ’ ବିଭାଜନ ହୋଇ ପଶ୍ଚିମ ବଙ୍ଗ ଓ ପୂର୍ବ ବେଙ୍ଗଲ (ପରେ ପୂର୍ବ ପାକିସ୍ତାନ) ହୋଇଥିଲା। ସ୍ୱାଧୀନତା ପରେ ଏହା ପାକିସ୍ତାନର ଏକ ଅଂଶ ଥିଲା ଓ ୧୯୭୧ରେ ବାଂଲାଦେଶ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos