ବାବ୍ରି ମସଜିଦ୍ ହିଂସା ମାମଲାର ରାୟ କେବେ: ଦିଗ୍ ବିଜୟ ସିଂହ

ଭୋପାଳ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂହ। ହେଲେ ପ୍ରଶଂସା କରିବା ଆଳରେ ଆଉ ଏକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ସେ ଆଜି ଟୁଇଟ୍ କରି କହିଛନ୍ତି, ବାବ୍ରି ମସଜିଦ ହିଂସା ଘଟଣାକୁ ଅପରାଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାରି ଭିତରେ ୨୭ ବର୍ଷି ବିତିଛି। କେବେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ? ଆଗକୁ ଦେଖିବାକୁ ବାକି ରହିଲା ବୋଲି ମଧ୍ୟପ୍ରଦେଶର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ […]

Digvijay

Digvijay

Subhransu Sekhar
  • Published: Sunday, 10 November 2019
  • Updated: 10 November 2019, 06:03 PM IST

Sports

Latest News

ଭୋପାଳ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂହ। ହେଲେ ପ୍ରଶଂସା କରିବା ଆଳରେ ଆଉ ଏକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ସେ ଆଜି ଟୁଇଟ୍ କରି କହିଛନ୍ତି, ବାବ୍ରି ମସଜିଦ ହିଂସା ଘଟଣାକୁ ଅପରାଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାରି ଭିତରେ ୨୭ ବର୍ଷି ବିତିଛି। କେବେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ? ଆଗକୁ ଦେଖିବାକୁ ବାକି ରହିଲା ବୋଲି ମଧ୍ୟପ୍ରଦେଶର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଦିଗବିଜୟ କହିଛନ୍ତି, କୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିଛନ୍ତି। କଂଗ୍ରେସ ମଧ୍ୟ ସବୁବେଳେ ସମ୍ୱିଧାନର ନିୟମ ଅନୁଯାୟୀ ବିବାଦର ସମାଧାନ ଚାହେଁ। ହିଂସା ମାଧ୍ୟମରେ ବିବାଦର ସମାଧାନ ଖୋଜିବା କୌଣସି ପକ୍ଷ ପାଇଁ ଠିକ୍ ନୁହଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରାମ ମନ୍ଦିରକୁ ନେଇ ଗତକାଲି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ହେଲେ ବାବ୍ରି ମସଜିଦ ହିଂସା ଘଟଣାର ମାମଲା ଏବେ ବି ଲକ୍ଷ୍ନୌର ସ୍ୱତନ୍ତ୍ର ଅଦାଲତରେ ବିଚାରାଧୀନ ରହିଛି। ଏହି ମାମାଲରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ୱର ୨୪ରେ ରହିଛି। ଆସନ୍ତାବର୍ଷ ଏପ୍ରିଲ ୨୦୨୦ ସୁଦ୍ଧା ଏହି ୨୭ ବର୍ଷର ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ ବୋଲି ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story