କରୋନା କେଉଁଠୁ ଆସିଛି? ଅକ୍ଟୋବରରେ WHOକୁ ରିପୋର୍ଟ ଦେବ ତଦନ୍ତ କମିଟି

ନୂଆଦିଲ୍ଲୀ: କରୋନା ମହାମାରୀର ଉତ୍ପତି କେଉଁଠୁ ହୋଇଛି। ଏହାର ତଦନ୍ତ କରୁଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଏଡହୋଲମଙ୍କ ଦ୍ୱାରା ତଆରି ହୋଇଥିବା ଏକ ସ୍ୱାଧୀନ କମିଟି। ଏହି କମିଟି ଅକ୍ଟୋବର 5-6 ରେ ବିଶ୍ୱ କାର୍ଯ୍ୟନିର୍ବାହୀ ସଂସ୍ଥା ବୈଠକରେ ଏହାର ପ୍ରଥମ ରିପୋର୍ଟ ଦାଖଲ କରିବ। ଜୁଲାଇରେ WHO ନିର୍ଦ୍ଦେଶକ ଏହି ତଦନ୍ତ କମିଟି ଗଠନ କରିଥିଲେ। ଏହି ଘାତକ ଭାଇରସ ଚୀନର ଉହାନରୁ ଆସିଛି ବୋଲି ଆମେରିକା ସମେତ ଅନେକ ଦେଶ ଦାବି […]

who

who

Subhransu Sekhar
  • Published: Friday, 25 September 2020
  • Updated: 25 September 2020, 08:11 AM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀର ଉତ୍ପତି କେଉଁଠୁ ହୋଇଛି। ଏହାର ତଦନ୍ତ କରୁଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଏଡହୋଲମଙ୍କ ଦ୍ୱାରା ତଆରି ହୋଇଥିବା ଏକ ସ୍ୱାଧୀନ କମିଟି। ଏହି କମିଟି ଅକ୍ଟୋବର 5-6 ରେ ବିଶ୍ୱ କାର୍ଯ୍ୟନିର୍ବାହୀ ସଂସ୍ଥା ବୈଠକରେ ଏହାର ପ୍ରଥମ ରିପୋର୍ଟ ଦାଖଲ କରିବ। ଜୁଲାଇରେ WHO ନିର୍ଦ୍ଦେଶକ ଏହି ତଦନ୍ତ କମିଟି ଗଠନ କରିଥିଲେ।

ଏହି ଘାତକ ଭାଇରସ ଚୀନର ଉହାନରୁ ଆସିଛି ବୋଲି ଆମେରିକା ସମେତ ଅନେକ ଦେଶ ଦାବି କରୁଛନ୍ତି। ଗତ ବର୍ଷ ଡିସେମ୍ୱରରେ ଏହି ଘାତକ ଭାଇରସ ଉୁହାନରେ ପ୍ରଥମେ ଦେଖାଦେଇଥିଲା। ଏହାପରେ ବେଜିଂ ଘରୋଇ ବିମାନ ଉଡାଣ ଉପରେ ରୋକ୍ ଲଗାଇଥିଲା। ହେଲେ ଅନ୍ତର୍ଜାତୀୟ ବିମାନ ସେବା ଜାରି ରଖିଥିଲା।

ତେବେ ଏହାକୁ ନେଇ ଚୀନକୁ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ସମାଲୋଚନା କରିବା ସହିତ କରୋନା ପାଇଁ ଚୀନକୁ ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏମିତିକି WHO ମଧ୍ୟ ଚୀନର ଦୋଷ ଘୋଡ଼ାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି।

ନିକଟରେ ମିଳିତ ଜାତିସଂଘର ଏକ ବୈଠକ ହୋଇଥିଲା। ଏହି ସମୟରେ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଉପସ୍ଥିତ ଥିଲେ। ତାଙ୍କରି ଆଗରେ ଟ୍ରମ୍ପ କରୋନା ପାଇଁ ଚୀନକୁ ଦାୟୀ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story