କଶ୍ମୀର ଗସ୍ତ ପାଇଁ ବିଦେଶୀ ସାଂସଦଙ୍କୁ କିଏ ଆମନ୍ତ୍ରଣ କରିଥିଲେ?

ନୂଆଦିଲ୍ଲୀ: କଶ୍ମୀର ଗସ୍ତରେ ଆସିବା ପାଇଁ ୟୁରୋପୀୟ ସାଂସଦଙ୍କୁ କିଏ ଆମନ୍ତ୍ରଣ କରିଥିଲେ? ଏହି ବ୍ୟକ୍ତି ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଦେଶୀ ସାଂସଦଙ୍କ ଭେଟଘାଟ ମଧ୍ୟ କରାଇଥିଲେ ବୋଲି ଜଣାପଡ଼ିଛି। ତାଙ୍କ ନାମ ମାଦି ଶର୍ମା। ସେ ମୋଦି ଗ୍ରୁପର ମୁଖ୍ୟ। ଏହି ବିଦେଶୀ ସଂଗଠନ ବିଭିନ୍ନ ଏନଜିଓ ଏବଂ ଘରୋଇ ସଂସ୍ଥା ପାଇଁ କାମ କରିଥାଏ। ମାଦି ଶର୍ମାଙ୍କର ମଧ୍ୟ ଓ୍ୱିମିଂଜ ଇକୋନମିକ ଆଣ୍ଡ ସୋଶାଲ କ୍ୟାପିଟଲିଷ୍ଟ (WESTT) ନାମରେ ନିଜର ଏନଜିଓ […]

EU DELEGATION

EU DELEGATION

Subhransu Sekhar
  • Published: Wednesday, 30 October 2019
  • Updated: 30 October 2019, 03:33 PM IST

Sports

Latest News

ନୂଆଦିଲ୍ଲୀ: କଶ୍ମୀର ଗସ୍ତରେ ଆସିବା ପାଇଁ ୟୁରୋପୀୟ ସାଂସଦଙ୍କୁ କିଏ ଆମନ୍ତ୍ରଣ କରିଥିଲେ? ଏହି ବ୍ୟକ୍ତି ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଦେଶୀ ସାଂସଦଙ୍କ ଭେଟଘାଟ ମଧ୍ୟ କରାଇଥିଲେ ବୋଲି ଜଣାପଡ଼ିଛି। ତାଙ୍କ ନାମ ମାଦି ଶର୍ମା। ସେ ମୋଦି ଗ୍ରୁପର ମୁଖ୍ୟ। ଏହି ବିଦେଶୀ ସଂଗଠନ ବିଭିନ୍ନ ଏନଜିଓ ଏବଂ ଘରୋଇ ସଂସ୍ଥା ପାଇଁ କାମ କରିଥାଏ। ମାଦି ଶର୍ମାଙ୍କର ମଧ୍ୟ ଓ୍ୱିମିଂଜ ଇକୋନମିକ ଆଣ୍ଡ ସୋଶାଲ କ୍ୟାପିଟଲିଷ୍ଟ (WESTT) ନାମରେ ନିଜର ଏନଜିଓ ରହିଛି।

ଶର୍ମା ୟୁରୋପିୟାନ ଅର୍ଥନୀତି ଏବଂ ସୋଶାଲ କମିଟିର ମଧ୍ୟ ସଦସ୍ୟ। ଏହା ୟୁରୋପ ସରକାରଙ୍କ ପରାମର୍ଶଦାତା ଭାବେ କାମ କରିଥାଏ। ଇପି ଟୁଡେ ନାମକ ମାସିକ ପତ୍ରିକାରେ ସେ ଧାରା ୩୭୦କୁ ନେଇ ଏକ ଆର୍ଟିକିଲ ଲେଖିଥିଲେ। ବିଶ୍ୱର ପ୍ରମୁଖ ମହିଳା ଥିଙ୍କ୍ ଟ୍ୟାଙ୍କଙ୍କ ତାଲିକାରେ ମାଦି ଶର୍ମାଙ୍କ ନାମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story