କଶ୍ମୀର ସେଓ ବ୍ୟବସାୟୀଙ୍କ ପାଇଁ ସମ୍ପର୍କ ଆଗ, ଟଙ୍କା ପଛ

ଶ୍ରୀନଗର: ଜମ୍ମୁ କଶ୍ନୀରରୁ ‘ଧାରା ୩୭୦’ ଉଚ୍ଛେଦକୁ ତିନି ମାସ ପୂରଣ ହେବାକୁ ଯାଉଛି। ସରକାରଙ୍କ ରିପୋର୍ଟ ଅନୁଯାୟୀ, କଶ୍ମୀରରେ ଏବେ ୯୯% ସ୍ଥାନରେ ସ୍ୱାଭାବିକ ସ୍ଥିତି ରହିଛି। ତେବେ ନିକଟରେ ଆତଙ୍କବାଦୀମାନେ କିଛି ସେଓ ବ୍ୟବସାୟୀଙ୍କୁ ହତ୍ୟା କରିଥିଲେ।  ଏହା ପରେ ଜମ୍ମୁ କଶ୍ମୀର ପ୍ରଶାସନ ସେଓ ବ୍ୟବସାୟୀଙ୍କୁ ପାରମ୍ପରିକ ଭାବରେ କିମ୍ୱା ରାସ୍ତା କଡ଼ରେ ସେଓ ବିକ୍ରି ନ କରିବାକୁ ପରାମର୍ଶ ଦେଇଥିଲେ। ସରକାର ତାଙ୍କ ପାଖରୁ ମାର୍କେଟିଂ ଇଣ୍ଚରଭେନସନ ସ୍କିମ୍ (ଏମଆଇଏସ) ଜରିଆରେ […]

APPLE TRADER

APPLE TRADER

Subhransu Sekhar
  • Published: Sunday, 27 October 2019
  • Updated: 27 October 2019, 02:38 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ନୀରରୁ ‘ଧାରା ୩୭୦’ ଉଚ୍ଛେଦକୁ ତିନି ମାସ ପୂରଣ ହେବାକୁ ଯାଉଛି। ସରକାରଙ୍କ ରିପୋର୍ଟ ଅନୁଯାୟୀ, କଶ୍ମୀରରେ ଏବେ ୯୯% ସ୍ଥାନରେ ସ୍ୱାଭାବିକ ସ୍ଥିତି ରହିଛି। ତେବେ ନିକଟରେ ଆତଙ୍କବାଦୀମାନେ କିଛି ସେଓ ବ୍ୟବସାୟୀଙ୍କୁ ହତ୍ୟା କରିଥିଲେ।  ଏହା ପରେ ଜମ୍ମୁ କଶ୍ମୀର ପ୍ରଶାସନ ସେଓ ବ୍ୟବସାୟୀଙ୍କୁ ପାରମ୍ପରିକ ଭାବରେ କିମ୍ୱା ରାସ୍ତା କଡ଼ରେ ସେଓ ବିକ୍ରି ନ କରିବାକୁ ପରାମର୍ଶ ଦେଇଥିଲେ। ସରକାର ତାଙ୍କ ପାଖରୁ ମାର୍କେଟିଂ ଇଣ୍ଚରଭେନସନ ସ୍କିମ୍ (ଏମଆଇଏସ) ଜରିଆରେ କିଲୋ ପ୍ରତି ୭୦ ଟଙ୍କା ଦେଇ ସେଓ କିଣିବ ବୋଲି କହିଥିଲା। ପାରମ୍ପରିକ ବ୍ୟବସାୟ ତୁଳନାରେ ଏଥିରେ ସେଓ ବ୍ୟବସାୟୀମାନେ ଅଧିକ ଫାଇଦାରେ ରହିବେ।  ହେଲେ ଏହା ପରେ ବି ଜମ୍ମୁ କଶ୍ମୀରର ସେଓ ବ୍ୟବସାୟୀ ରାସ୍ତା କଡ଼ରେ ସେଓ ବିକ୍ରି କରୁଛନ୍ତି। ସରକାରଙ୍କ ପ୍ରସ୍ତାବରେ ସେମାନେ କାହିଁକି ରାଜି ହେଉ ନାହାନ୍ତି ବୋଲି ପଚରା ଯିବାରେ ସେମାନେ ଯେଉଁ ଉତ୍ତର ଦେଇଛନ୍ତି, ତାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିପାରେ।

ଶୋପିଆନ ଜିଲ୍ଲାର ଗୁଲାମନବୀ କହିଛନ୍ତି ଯେ ସେ ପ୍ରତିଦିନ ଦିଲ୍ଲୀକୁ ୧୫ କେଜି ସେଓ ପଠାନ୍ତି। ଏଥିପାଇଁ ସେ ୭୦୦-୮୦୦ ଟଙ୍କା ପାଆନ୍ତି। ସରକାରଙ୍କ ଏମଆଇଏସରେ ଏହି ୧୫ କେଜି ସେଓ ଦେଲେ ସେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପାଇବେ। ତେବେ ଟଙ୍କା ପ୍ରତି ଲୋଭ କଲେ ପଞ୍ଜାବ ଓ ଦକ୍ଷିଣ ଭାରତରେ ଯେଉଁ ବ୍ୟବସାୟୀଙ୍କ ସହ ସେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରୁଛନ୍ତି, ସେମାନଙ୍କ ସହ ସମ୍ପର୍କ ଖରାପ ହେବ। ଆଉ ସମ୍ପର୍କ ଆଗରେ ପଇସା କିଛି ନୁହେଁ ବୋଲି ଗୁଲାମ୍ କହିଛନ୍ତି।

ଶୋପିଆନର ଡେପୁଟି ପୁଲିସ କମିଶନର ୟାସିନ ଚୌଧୁରୀ କହିଛନ୍ତି, ଦୀର୍ଘ ଦିନ ଧରି ଏହି ସେଓ ବେପାରୀଙ୍କର ଦେଶର ଅନ୍ୟ ଭାଗର ବ୍ୟବସାୟୀଙ୍କ ସହ ଭଲ ସମ୍ପର୍କ ରହି ଆସିଛି। ସେମାନେ ଏହି ସମ୍ପର୍କ ଖରାପ କରିବାକୁ ଚାହୁଁନାହାନ୍ତି। ନହେଲେ ପ୍ରଶାସନ ଭଲ ଦାମରେ ବ୍ୟବସାୟୀଙ୍କ ପାଖରୁ ସେଓ କିଣିବାକୁ ରାଜି ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story