କରୋନା ଟିକା ପାଇଁ ଭାରତ ସରକାରଙ୍କ ପାଖରେ ୮୦ ହଜାର କୋଟି ଅଛି ତ?

ନୂଆଦିଲ୍ଲୀ: ମହାମାରୀ କରୋନା ଟିକା କେବେ ଲୋକଙ୍କ ପାଖରେ ପହଞ୍ଚିବ, ତା’କୁ ନେଇ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି। କରୋନା ଟିକା ତିଆରି କରିବା ଦୌଡ଼ରେ ଆଗରେ ଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସଆଇଆଇ)ର ଅଧ୍ୟକ୍ଷ ଅଦର ପୁନାୱାଲା ବଡ଼ ବୟାନ ଦେଇଛନ୍ତି। ସେ ଟ୍ୱିଟ କରି ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଗୋଟିଏ ପ୍ରଶ୍ନ କରିଛନ୍ତି। ସିଆଇଆଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ AstraZeneca ପକ୍ଷରୁ ପ୍ରସ୍ତୁତ ହେଉଥିବା କରୋନା ଟିକାର ଉତ୍ପାଦନ ଏବଂ […]

vd

vd

Hemant Lenka
  • Published: Saturday, 26 September 2020
  • Updated: 26 September 2020, 06:23 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଟିକା କେବେ ଲୋକଙ୍କ ପାଖରେ ପହଞ୍ଚିବ, ତା’କୁ ନେଇ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି। କରୋନା ଟିକା ତିଆରି କରିବା ଦୌଡ଼ରେ ଆଗରେ ଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସଆଇଆଇ)ର ଅଧ୍ୟକ୍ଷ ଅଦର ପୁନାୱାଲା ବଡ଼ ବୟାନ ଦେଇଛନ୍ତି।

ସେ ଟ୍ୱିଟ କରି ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଗୋଟିଏ ପ୍ରଶ୍ନ କରିଛନ୍ତି। ସିଆଇଆଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ AstraZeneca ପକ୍ଷରୁ ପ୍ରସ୍ତୁତ ହେଉଥିବା କରୋନା ଟିକାର ଉତ୍ପାଦନ ଏବଂ ବିତରଣ ଦାୟିତ୍ୱ ନେଇଛି। ଭାରତରେ ଏହାର ଉତ୍ପାଦନ ହେବାକୁ ଥିବାରୁ ଅଦର ପୁନାୱାଲା ଟ୍ୱିଟ କରି ଭାରତ ସରକାରଙ୍କୁ ବଡ଼ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, “ମୁ ଶୀଘ୍ର ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି। କ’ଣ ଭାରତ ସରକାରଙ୍କ ପାଖରେ କରୋନା ଟିକା ପାଇଁ ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ୮୦ ହଜାର କୋଟି ଟଙ୍କା ରହିଛି କି? ଏହାର କାରଣ ହେଉଛି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଅର୍ଥରେ କରୋନା ଟିକା କିଣିବ ଓ ସମସ୍ତ ଭାରତୀୟଙ୍କ ପାଖରେ ଟିକା ପହଞ୍ଚାଇବ। ଏହା ଆମ ପାଇଁ ଆଗାମୀ ଦିନରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଏହାକୁ ମୁକାବିଲା କରିବାକୁ ପଡ଼ିବ।”

ସେ ଏହି ଟ୍ୱିଟକୁ ପିଏମଓ ଇଣ୍ଡିଆକୁ ମଧ୍ୟ ଟ୍ୟାଗ କରିଛନ୍ତି। ଦ୍ୱିତୀୟ ଟ୍ୱିଟରେ ସେ କହିଛନ୍ତି, “ମୁଁ ଏହି ପ୍ରଶ୍ନର ପଚାରିବା ପଛରେ କାରଣ ରହିଛି। ଆମକୁ କରୋନା ଟିକା ଉତ୍ପାଦନ କରିବା ଓ ଏହାରକୁ ବିତରଣ କରିବା ପାଇଁ ଏବେ ଠାରୁ ଯୋଜନା ପ୍ରସ୍ତୁତ କରିବା ଦରକାର। ଭାରତ ଓ ବିଦେଶରେ ବି ଏହାର ଉତ୍ପାଦନ ଏବଂ ବଣ୍ଟନ ହେବ।”

ଅନ୍ୟପକ୍ଷରେ ଆଜି ଠାରୁ ଅକ୍ସଫୋର୍ଡ ଟିକାର କ୍ଲିନିକାଲ ଟ୍ରାଏଲ ମୁମ୍ବାଇର କେଇଏମ ହସ୍ପିଟାଲରେ ଆରମ୍ଭ ହୋଇଛି। ଆସନ୍ତା ସପ୍ତାହରେ ପୁଣେର କିଛି ହସ୍ପିଟାଲରେ ବି ଏହାର ଟ୍ରାଏଲ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story