ପ୍ରେମିକ ସୁଖ ପାଇଁ ସିନ୍ଦୂର ପୋଛିଲା ସ୍ତ୍ରୀ

ପାଟନା: ନିଜ ହାତରେ ସିନ୍ଦୂର ପୋଛିଲା ସ୍ତ୍ରୀ। ଯାହା ସହିତ ସାତଜନମର ସାଥୀ ହୋଇ ଚାଲିବା ପାଇଁ ଶପଥ କରିଥିଲା ତାଙ୍କୁ ସବୁ ଦିନ ପାଇଁ ଶେଷ କରିଦେଇଛି। ଖାଲି ସେତିକି ନୁହଁ ହତ୍ୟା ପରେ ପ୍ରମାଣ ନଷ୍ଠପାଇଁ କେମିକାଲ ବ୍ୟବହାର କରାଯାଇଛି। ଆଉ ତାକୁ ସାଥ ଦେଇଛି ତା ପ୍ରେମିକ। ଏମିତି ଏକ ସମ୍ବେଦନଶୀଳ ଘଟଣା ବିହାରରେ ଘଟିଛି। ଏହି ଘଟଣା ମୁଜାଫରପୁର ସିକନ୍ଦରପୁର ନାଗର ପୁଲିସ ଷ୍ଟେସନ ଅଞ୍ଚଳରେ  ଘଟିଛି । ୩୦ ବର୍ଷୀୟ ରାକେଶଙ୍କୁ […]

709

709

Tapas Behera
  • Published: Monday, 20 September 2021
  • Updated: 20 September 2021, 08:43 PM IST

Sports

Latest News

ପାଟନା: ନିଜ ହାତରେ ସିନ୍ଦୂର ପୋଛିଲା ସ୍ତ୍ରୀ। ଯାହା ସହିତ ସାତଜନମର ସାଥୀ ହୋଇ ଚାଲିବା ପାଇଁ ଶପଥ କରିଥିଲା ତାଙ୍କୁ ସବୁ ଦିନ ପାଇଁ ଶେଷ କରିଦେଇଛି। ଖାଲି ସେତିକି ନୁହଁ ହତ୍ୟା ପରେ ପ୍ରମାଣ ନଷ୍ଠପାଇଁ କେମିକାଲ ବ୍ୟବହାର କରାଯାଇଛି। ଆଉ ତାକୁ ସାଥ ଦେଇଛି ତା ପ୍ରେମିକ। ଏମିତି ଏକ ସମ୍ବେଦନଶୀଳ ଘଟଣା ବିହାରରେ ଘଟିଛି। ଏହି ଘଟଣା ମୁଜାଫରପୁର ସିକନ୍ଦରପୁର ନାଗର ପୁଲିସ ଷ୍ଟେସନ ଅଞ୍ଚଳରେ  ଘଟିଛି । ୩୦ ବର୍ଷୀୟ ରାକେଶଙ୍କୁ ତାଙ୍କ ପତ୍ନୀ ରାଧା, ପ୍ରେମିକ ସୁବାଷ ଓ ରାଧାଙ୍କ ଭଉଣୀ କ୍ରିଷ୍ଣା ଏବଂ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତ ଦେହକୁ ନଷ୍ଠ କରିବା ପାଇଁ ଶବକୁ଼ କାଟି ରସାୟନିକ ବିସ୍ଫୋରଣ କରାଯାଇଥିବା ଅଭଯୋଗ ହୋଇଛି।  ଏକ ଭଡା ଘର ଭିତରେ ଏପରି କାରନାମା କରାଯାଇଥିବା  ପୁଲିସ ତଦନ୍ତ କରି ତଥ୍ୟ ପାଇଛି। ହତ୍ୟା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫ୍ଲାଟ ଭିତରେ ଏକ ମୃତ ଶରୀରର ଖଣ୍ଡ ବିଖଣ୍ଡିତ ହୋଇଥିବା ଦେଖିଥିଲା । ଏହା ପରେ ପୁଲିସ  ମୃତଦେହକୁ ବ୍ୟବେଚ୍ଛେଦ ପାଇଁ ପଠାଇଥିଲା । ଏଥି ସହ ଏକ ଫୋରେନସିକ୍ ଟିମ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଶବଟି ରାଧାଙ୍କ ସ୍ୱାମୀ ଏବଂ ସେ  ସିକନ୍ଦରପୁରର ବାସିନ୍ଦା ରାକେଶ ବୋଲି ଚିହ୍ନଟ କରାଯାଇଥିଲା।

ସୂଚନା ଯୋଗ୍ୟ, ସୁବାଷ ହେଉଛନ୍ତି  ରାକେଶଙ୍କ ସାଙ୍ଗ। ସୁବାଷ ରାକେଶଙ୍କ ଘରକୁ ଯିବା ଆସବା କରନ୍ତି। ଏହି ସମ୍ପର୍କ ଭିତରେ ସୁବାଷ ଓ ରାଧାଙ୍କ ମଧ୍ୟରେ ପ୍ରେମ ହୋଇଯାଏ। ପରେ ରାଧା ତାଙ୍କ ପ୍ରେମିକ ସୁବାଷ ମିଶି ରାକେଶଙ୍କୁ ସବୁଦିନ ପାଇଁ  ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ।  ଯେଉଁଥିରେ ତାଙ୍କ ଭଉଣୀ ଏବଂ ଭଉଣୀର ସ୍ୱାମୀ ମଧ୍ୟ ସହଯୋଗ ଦେଇଥିଲେ। ନିକଟରେ ଯାଇଥିବା ତୀଜ ପର୍ବ ଅବସରରେ ସୁବାଷଙ୍କୁ ରାଧା ତାଙ୍କ ବାପଘରକୁ ଡାକି ନେଇଥିଲେ। ଆଉ ସେଠାରେ ରାକେଶଙ୍କ ସହ ମିଶି  ନିଜ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ଏହି ଷଡ଼ଯନ୍ତ୍ରରେ  ରାଧାଙ୍କ ଭଉଣୀ କୃଷ୍ଣ ଏବଂ ତାଙ୍କ ସ୍ୱାମୀ ସମ୍ପୃକ୍ତ ଅଛି । ଏନେଇ ରାକେଶଙ୍କ ଭାଇ ଦୀନେଶ ଥାନାରେ ଏତଲା ଦେଇଥିଏଲେ। ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story