ଆକ୍ରମଣ ପରେ ଆଖି ହରାଇଲେ ଲେଖକ ସଲମାନ ରୁଶଦି

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଆକ୍ରମଣର ଶିକାର ହୋଇଥିବା ବୁକର୍ ପୁରସ୍କାର ବିଜେତା ତଥା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଲେଖକ ସଲମାନ ରୁଶଦି ତାଙ୍କୁ ଏକ ଆଖି ହରାଇଛନ୍ତି। ଏଥିସହ ତାଙ୍କ ଗୋଟିଏ ହାତ ମଧ୍ୟ ଅକାମୀ ହୋଇଯାଇଛି। ଏନେଇ ତାଙ୍କ ଏଜେଣ୍ଟ ପକ୍ଷରୁ ସୂଚନା ମିଳିଛି। ସୂଚନା ମୁତାବକ, ଚଳିତ ବର୍ଷ ଅଗଷ୍ଟ ମାସରେ ଆମେରିକାର ନ୍ୟୁୟର୍କ ସହରରେ ଏକ ସାହିତ୍ୟ କାର୍ଯ୍ୟକ୍ରମ ବେଳେ ରୁଶଦିଙ୍କ ଉପରେ ହିଂସକ ଆକ୍ରମଣ ହୋଇଥିଲା। ଜଣେ ଦୁର୍ବୃତ୍ତ ତାଙ୍କ ଉପରେ […]

Salman rushdi

Salman rushdi

Madhupriya Mistry
  • Published: Monday, 24 October 2022
  • Updated: 24 October 2022, 09:53 AM IST

Sports

Latest News

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଆକ୍ରମଣର ଶିକାର ହୋଇଥିବା ବୁକର୍ ପୁରସ୍କାର ବିଜେତା ତଥା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଲେଖକ ସଲମାନ ରୁଶଦି ତାଙ୍କୁ ଏକ ଆଖି ହରାଇଛନ୍ତି। ଏଥିସହ ତାଙ୍କ ଗୋଟିଏ ହାତ ମଧ୍ୟ ଅକାମୀ ହୋଇଯାଇଛି। ଏନେଇ ତାଙ୍କ ଏଜେଣ୍ଟ ପକ୍ଷରୁ ସୂଚନା ମିଳିଛି।

ସୂଚନା ମୁତାବକ, ଚଳିତ ବର୍ଷ ଅଗଷ୍ଟ ମାସରେ ଆମେରିକାର ନ୍ୟୁୟର୍କ ସହରରେ ଏକ ସାହିତ୍ୟ କାର୍ଯ୍ୟକ୍ରମ ବେଳେ ରୁଶଦିଙ୍କ ଉପରେ ହିଂସକ ଆକ୍ରମଣ ହୋଇଥିଲା। ଜଣେ ଦୁର୍ବୃତ୍ତ ତାଙ୍କ ଉପରେ ଛୁରାମାଡ କରିଥିଲା।

ଏକ ସାକ୍ଷାତକାର୍‌ରେ ସଲମାନଙ୍କ ପ୍ରତିନିଧି ଆଣ୍ଡ୍ରିୁ ୱାଇଲି ସଲମାନଙ୍କ ବର୍ତ୍ତମାନର ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆକ୍ରମଣ ପରେ ସଲମାନଙ୍କୁ ଗଭୀର ଆଘାତ ଲାଗିଥିଲା। ତାଙ୍କ ଘା’ ଖୁବ୍ ଗଭୀର ହୋଇଥିବା ବେଳେ ସେ ଏକ ଆଖି ହରାଇଛନ୍ତି। ଏଥିସହ ତାଙ୍କ ଗୋଟିଏ ହାତ ମଧ୍ୟ କାମ କରୁନି।

ୱାଇଲି ସୂଚନା ଅନୁସାରେ, ସଲମାନଙ୍କ ବେକରେ ୩ଟି ଗମ୍ଭୀର ଆଘାତ ଲାଗିଥିଲା ହାତର ସ୍ନାୟୁ କଟିଯାଇଥିବାରୁ ତାଙ୍କର ଏକ ହାତ ଅକାମୀ ହୋଇଯାଇଛି। ଆକ୍ରମଣ ପରେ ତାଙ୍କ ଛାତି ଓ ଶରୀରରେ ୧୫ ଟି ଆଘାତ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ସଲମାନ ରୁଶଦି ନିଜ ଲେଖା ପାଇଁ ସାରା ବିଶ୍ୱରେ ପରିଚିତ । ତାଙ୍କ ଲେଖା ପାଇଁ ୧୯୮୦ରେ ଇରାନ୍ ତାଙ୍କୁ ଜୀବନରେ ମାରି ପାଇଁ ଧମକ ଦେଇଥିଲା। ରୁଶଦିଙ୍କ ପୁସ୍ତକ The Satanic Versesକୁ ଇରାନ ୧୯୮୮ ମସିହାରେ ବ୍ୟାନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story