ପ୍ୟାରିସ ଜଳବାୟୁ ଚୁକ୍ତି 'ଅପରିବର୍ତ୍ତିତ’

ବେଜିଂ: ପ୍ୟାରିସ ଜଳବାୟୁ ଚୁକ୍ତି ‘ଅପରିବର୍ତ୍ତିତ’। ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ପ୍ୟାରିସ ଜଳବାୟୁ ଚୁକ୍ତିରେ ଏକାଠି ରହିବା ପାଇଁ ଆଜି ଅନ୍ୟ ଦେଶମାନଙ୍କୁ ଆହ୍ୱାନ କରିଛନ୍ତି। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ ଆମେରିକା ଏହି ଚୁକ୍ତିରୁ ଔପଚାରିକ ଭାବରେ ସୋମବାର ଓହରି ଯାଇଛି। ଏହାପରେ ଏହି ଚୁକ୍ତି ‘ଅପରିବର୍ତ୍ତିତ’ ବୋଲି ଘୋଷାଣା କରିଛନ୍ତି ପ୍ୟାରିସ ଜଳବାୟୁ ଚୁକ୍ତିରେ ସାମିଲ ଥିବା ଦେଶ ଫ୍ରାନ୍ସ ଏବଂ ଚୀନ୍। ତେବେ […]

xi macron united on paris climate agreement

Subhransu Sekhar
  • Published: Wednesday, 06 November 2019
  • Updated: 06 November 2019, 06:49 PM IST

Sports

Latest News

ବେଜିଂ: ପ୍ୟାରିସ ଜଳବାୟୁ ଚୁକ୍ତି ‘ଅପରିବର୍ତ୍ତିତ’। ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ପ୍ୟାରିସ ଜଳବାୟୁ ଚୁକ୍ତିରେ ଏକାଠି ରହିବା ପାଇଁ ଆଜି ଅନ୍ୟ ଦେଶମାନଙ୍କୁ ଆହ୍ୱାନ କରିଛନ୍ତି। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ ଆମେରିକା ଏହି ଚୁକ୍ତିରୁ ଔପଚାରିକ ଭାବରେ ସୋମବାର ଓହରି ଯାଇଛି। ଏହାପରେ ଏହି ଚୁକ୍ତି ‘ଅପରିବର୍ତ୍ତିତ’ ବୋଲି ଘୋଷାଣା କରିଛନ୍ତି ପ୍ୟାରିସ ଜଳବାୟୁ ଚୁକ୍ତିରେ ସାମିଲ ଥିବା ଦେଶ ଫ୍ରାନ୍ସ ଏବଂ ଚୀନ୍।

ତେବେ ଏହି ଚୁକ୍ତିରେ ଆଗାମୀ ଦିନରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସେ କହିଛନ୍ତି। ଆମେରିକା ଭଳି ଦେଶ ଏହି ଚୁକ୍ତିରୁ ଓହରି ଯିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ୟାରିସ ଜଳବାୟୁ ଚୁକ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଦେଶ ମଧ୍ୟରୁ ଏହି ଦୁଇ ଦେଶ। ସୂଚନାଯୋଗ୍ୟ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟରେ ପ୍ୟାରିସ ଜଳବାୟୁ ଚୁକ୍ତି ହୋଇଥିଲା। ୨୦୧୬ରେ ୧୮୭ଟି ଦେଶ ଏକାଠି ହୋଇ ପ୍ୟାରିସ ଜଳବାୟୁ ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ଯେଉଁଥିରେ ଭାରତ ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story