ଯୋଗ ଜେଜେ ମା’ଙ୍କ ପରଲୋକ

କୋଏମ୍ୱାଟୁର: ଚଳିତ ବର୍ଷ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ ହୋଇଥିବା ଯୋଗ ପ୍ରଶିକ୍ଷକ ଭି. ନାନମ୍ମଲଙ୍କର ପରଲୋକ ହୋଇଯାଇଛି। କିଛି ଦିନ ଧରି ସେ ଚିକିତ୍ସାଧୀନ ଥିବାବେଳେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ  ହୋଇଥିଲା। ମାସେ ତଳେ ପଡ଼ିଯିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ଏହାପରେ ସେ ଶଯ୍ୟାଶାୟୀ ହୋଇଯାଇଥିଲେ ଓ ତାଙ୍କ ଚିକିତ୍ସା ଚାଲିଥିଲା। ୪୦ ଦିନ ପୂର୍ବରୁ ନାନମ୍ମଲଙ୍କ ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକୀ ଥିଲା। ସେତେବେଳେ ସେ ଭବିଷ୍ୟବାଣୀ […]

Nanammal

Nanammal

Subhransu Sekhar
  • Published: Sunday, 27 October 2019
  • Updated: 27 October 2019, 09:43 AM IST

Sports

Latest News

କୋଏମ୍ୱାଟୁର: ଚଳିତ ବର୍ଷ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ ହୋଇଥିବା ଯୋଗ ପ୍ରଶିକ୍ଷକ ଭି. ନାନମ୍ମଲଙ୍କର ପରଲୋକ ହୋଇଯାଇଛି। କିଛି ଦିନ ଧରି ସେ ଚିକିତ୍ସାଧୀନ ଥିବାବେଳେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ  ହୋଇଥିଲା। ମାସେ ତଳେ ପଡ଼ିଯିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ଏହାପରେ ସେ ଶଯ୍ୟାଶାୟୀ ହୋଇଯାଇଥିଲେ ଓ ତାଙ୍କ ଚିକିତ୍ସା ଚାଲିଥିଲା।

୪୦ ଦିନ ପୂର୍ବରୁ ନାନମ୍ମଲଙ୍କ ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକୀ ଥିଲା। ସେତେବେଳେ ସେ ଭବିଷ୍ୟବାଣୀ କରିଥିଲେ ଯେ ୪୮ ଦିନ ଭିତରେ ତାଙ୍କର ପରଲୋକ ହୋଇଯିବ। ଆଉ ସେୟା ହିଁ ହେଲା। ସେ ଭବିଷ୍ୟବାଣୀ କରିବାର ୪୦ ଦିନରେ ହିଁ ତାଙ୍କର ପରଲୋକ ହୋଇଗଲା।

ତାମିଲନାଡୁର କୋଏମ୍ୱାଟୁରରେ ରହୁଥିଲେ ନାନମ୍ମଲ। ସେ ଜଣେ ଯୋଗ ପ୍ରଶିକ୍ଷକ ଭାବରେ ସାରା ଦୁନିଆରେ ପରିଚିତ ଥିଲେ। ସେ 'ଯୋଗ ଜେଜେ ମାଆ' ଭାବରେ ବେଶ୍ ଜଣାଶୁଣା ଥିଲେ।

ଗତ ୫୦ ବର୍ଷରେ ସେ ୧୦ ଲକ୍ଷରୁ ଅଧିକ ପୁରୁଷ ଓ ମହିଳାଙ୍କୁ ଯୋଗ ଶିଖାଇଥିଲେ। ମାସେ ତଳେ ପଡ଼ି ଯାଇ ଆହତ ହେବା ପୂର୍ବରୁ ସେ ପ୍ରତ୍ୟେକ ଦିନ ଶହ ଶହ ଲୋକଙ୍କୁ ଯୋଗ ଶିକ୍ଷା ଦେଉଥିଲେ। ନାନମ୍ମଲ ୫୦ରୁ ଅଧିକ ଯୋଗାସନ ଜାଣିଥିଲେ। ଗୋଲାପୀ ଶାଢ଼ି ପିନ୍ଧି ସେ କରିଥିବା ଅନେକ ଯୋଗମୁଦ୍ରାର ଭିଡିଓ ୟୁଟ୍ୟୁବ୍‌ରେ ଉପଲବ୍ଧ ରହିଛି। କୋଏମ୍ୱାଟୁର ଗଣପତି ଅଞ୍ଚଳରେ ନାନମ୍ମଲ ଯୋଗ ଶିଖାଇବା ସହିତ ପ୍ରାକୃତିକ ଚିକିତ୍ସା ସେବା ଯୋଗାଇ ଦେବାରେ ନିଜକୁ ନିୟୋଜିତ କରିଥିଲେ।

ନାନମ୍ମଲ ୧୦ ବର୍ଷ ବୟସରୁ ତାଙ୍କ ବାପା, ଜେଜେ ବାପା ଓ ମା’ଙ୍କ ପାଖରୁ ଯୋଗ ଶିକ୍ଷା ଲାଭ କରିଥିଲେ। ତାଙ୍କ ପରିବାରର ଅନ୍ୟ କିଛି ସଦସ୍ୟମାନେ ମଧ୍ୟ ଯୋଗ ଶିକ୍ଷା ଦେଉଛନ୍ତି।

'ପଦ୍ମଶ୍ରୀ' ସମ୍ମାନ ପାଇବା ପୂର୍ବରୁ  ୨୦୧୬ରେ  ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନାନମ୍ମଲଙ୍କୁ ରାଷ୍ଟ୍ରପତି 'ନାରୀ ଶକ୍ତି' ପୁରସ୍କାର ପ୍ରଦାନ କରିଥିଲେ।  ସେହିପରି ୨୦୧୭ରେ କର୍ଣ୍ଣାଟକ ସରକାର ତାଙ୍କୁ 'ଯୋଗରତ୍ନ' ସମ୍ମାନରେ ସମ୍ମାନିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story