କରୋନା ଭୂତାଣ ଯୋଗୁଁ ନୁହେଁ, ଅଧିକାଂଶ ରୋଗୀ ଅନ୍ୟ ସଂକ୍ରମଣରୁ ପ୍ରାଣ ହରାଇଛନ୍ତି!

ଏବେ ସାମ୍ନାକୁ ଆସିଥିବା ନୂଆ ଗବେଷଣାରେ ଦାବି କରାଯାଇଛି ଯେ ଅଧିକାଂଶ କରୋନା ରୋଗୀ ସାର୍ସ କୋଭ-୦୨ ନୁହେଁ ବରଂ ଅନ୍ୟ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ପ୍ରାଣ ହରାଇଛନ୍ତି।

Corona

representational image

Hemant Lenka
  • Published: Thursday, 11 May 2023
  • Updated: 11 May 2023, 05:49 PM IST

ବର୍ତ୍ତମାନ ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ର କରୋନା ବା ସାର୍ସକୋଭ-୨ ଭୂତାଣୁ ସଂକ୍ରମଣ ସହ ଛନ୍ଦି ହୋଇ ରହିଛନ୍ତି। କେତେବେଳେ କରୋନା ସଂକ୍ରମଣ ବଢ଼ୁଛି ତ ପୁଣି ହ୍ରାସ ପାଉଛି। ୨୦୨୦ରୁ କରୋନା ଭୂତାଣୁ ସମଗ୍ର ବିଶ୍ୱ ସହ ଜଡ଼ିତ ହୋଇ ରହିଛି। ଲୋକମାନେ କରୋନା ଭୂତାଣୁ ସହ ଲଢ଼େଇ କରୁଥିବା ବେଳେ ବୈଜ୍ଞାନିକମାନେ ସାର୍ସ କୋଭ-୦୨ କେମିତି ମଣିଷ ଶରୀର ଉପରେ ପ୍ରଭାବ ପକାଉଛି, ତା’ ଉପରେ ଗବେଷଣା ଜାରି ରଖିଛନ୍ତି।

ଏବେ ସାମ୍ନାକୁ ଆସିଥିବା ନୂଆ ଗବେଷଣାରେ ଦାବି କରାଯାଇଛି ଯେ ଅଧିକାଂଶ କରୋନା ରୋଗୀ ସାର୍ସକୋଭ-୦୨ ନୁହେଁ ବରଂ ଅନ୍ୟ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ପ୍ରାଣ ହରାଇଛନ୍ତି। ବିଶେଷ କରି କରୋନାରେ ଆକ୍ରାନ୍ତ ହୋଇ ଭେଣ୍ଟିଲେଟର୍‌ରେ ରହିଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟ ସଂକ୍ରମଣ ଯୋଗୁ ପ୍ରାଣ ହରାଇଛନ୍ତି।

କରୋନାରେ ଆକ୍ରାନ୍ତ ହେଉଥିବା ଲୋକମାନେ ସେକେଣ୍ଡାରୀ ବ୍ୟାକ୍ଟେରିଆ ଯୋଗୁ ଫୁସଫୁସ ସଂକ୍ରମଣ ବା ନିମୋନିଆରେ ପୀଡ଼ିତ ହେଉଥିଲେ। ଏହା କରୋନା ବେଳେ ଏକ ସ୍ୱାଭାବିକ ସଂକ୍ରମଣ ଭାବେ ଉଭା ହୋଇଥିଲା। ଫୁସଫୁସ ସଂକ୍ରମଣ ଯୋଗୁ ଅଧିକାଂଶ ରୋଗୀଙ୍କୁ ମେକାନିକାଲ ଭେଣ୍ଟିଲେଟରରେ ରହିବାକୁ ପଡ଼ିଥିଲା।

Also Read

ଗବେଷକମାନେ ମେସିନ ଲର୍ଣ୍ଣିଂ ନାମକ କୃତ୍ରିମ ବୁଦ୍ଧିମତା ବା ଏଆଇର ବ୍ୟବହାର କରିଥିଲେ। ଏହି ଏଆଇ ଦ୍ୱାରା ସେମାନେ ସେକେଣ୍ଡାରୀ ବ୍ୟାକ୍ଟେରିଆଲ ନିମୋନିଆକୁ ଠାବ କରିଥିଲେ। ଏହାକୁ ସଂପୂର୍ଣ୍ଣ ଭାବେ ଚିକିତ୍ସା କରିବା ସମ୍ଭବ ନଥିଲା। ଏହି କାରଣ ପାଇଁ ଅଧିକାଂଶ ଲୋକ ପ୍ରାଣ ହରାଇଥିଲେ।

ଗବେଷକମାନେ କହିଛନ୍ତି ଯେ “ଆମେ ଗବେଷଣା ବେଳେ ଚିକିତ୍ସା ସମ୍ଭବ ହୋଇପାରୁ ନଥିବା ventilator-associated pneumonia (VAP)ର ଯୋଗଦାନ ଉପରେ ଫୋକସ କରିଥିଲୁ। ଡାକ୍ତରମାନେ ମଧ୍ୟ ଜାଣିବାକୁ ପାଇଛନ୍ତି ଯେ କୋଭିଡ-୧୯ କେବେ ହେଲେ “cytokine storm” କରିପାରେ ନାହିଁ। ତେଣୁ ମୃତ୍ୟୁର ଆଶଙ୍କା କମ ରହିଥାଏ। Cytokine stormର ଅର୍ଥ ଏହା କୌଣସି ପ୍ରକାରର ଘା’ ଶରୀରରେ ସୃଷ୍ଟି କରିପାରେନି। ଏହାଦ୍ୱାରା କିଡ୍‌ନୀ, ଫୁସଫୁସ ଓ ବ୍ରେକ୍‌ ଫେଲ ହେବାର ଆଶଙ୍କା ନଥାଏ।

ଉତ୍ତରପୂର୍ବ ଫେଇନବର୍ଗ ୟୁନିଭର୍ସିଟିର ସ୍କୁଲ ଅଫ ମେଡିସିନର ଗୋଟିଏ ଦଳ ଏପରି ଗବେଷଣା କରିଛନ୍ତି। ଏହାର ରିପୋର୍ଟ କ୍ଲିନିକାଲ ଇନଭେଷ୍ଟିଗେସନ ନାମକ ଗୋଟିଏ ଜର୍ଣ୍ଣାଲରେ ପ୍ରକାଶ ପାଇଛି। ଗବେଷଣା ବେଳେ ଟିମର ସଦସ୍ୟମାନେ ଉତ୍ତରପଶ୍ଚିମ ମେମୋରିଆଲ ହସ୍ପିଟାଲର ଆଇସିୟୁରେ ପ୍ରାଣ ହରାଇଥିବା ଥିବା ୫୮୫ ଜଣ ରୋଗୀଙ୍କ ଫୁସଫୁସ ନମୁନାକୁ ବିଶ୍ଲେଷଣ କରିଥିଲେ। ଏମାନେ ସମେସ୍ତେ ଅତ୍ୟନ୍ତ ଗୁରୁତର ନିମୋନିଆ ଓ ଶ୍ୱାସକ୍ରିୟା ଜନିତ ବିଫଳତା ଯୋଗୁ ପ୍ରାଣ ହରାଇଥିଲେ। ଗବେଷଣା ବେଳେ ଏମାନଙ୍କ ମଧ୍ୟରୁ ୧୯୦ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

ଅନ୍ୟପକ୍ଷରେ ଗବେଷକମାନେ ସେକେଣ୍ଡାରୀ ଜୀବାଣୁ ସଂକ୍ରମଣ (ନିମୋନିଆ)ର ନିରାକରଣ ପାଇଁ କାର୍ପେଡିଏମ୍ ନାମକ ଏକ ନୂତନ ମେସିନ୍ ଲର୍ଣ୍ଣିଂ ପଦ୍ଧତି ପ୍ରସ୍ତୁତ କରିଥିଲେ। ସମାନ ଲକ୍ଷଣ ସହିତ ଆଇସିୟୁରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଇଲେକ୍ଟ୍ରୋନିକ୍ ସ୍ୱାସ୍ଥ୍ୟ ରେକର୍ଡ ତଥ୍ୟକୁ ଏହି AI ବିଶ୍ଳେଷଣ କରାଯାଇଥିଲା।

ଏଥିରୁ ଜଣାପଡ଼ିଥିଲା ଯେ ଯେଉଁମାନଙ୍କ ଶରୀର ସେକେଣ୍ଡାରୀ ନିମୋନିଆକୁ ମାତ ଦେଉଥିଲା, ସେମାନେ ବଞ୍ଚିବାର ସମ୍ଭାବନା ସୃଷ୍ଟି କରୁଥିଲେ। କିନ୍ତୁ ଯେଉଁମାନଙ୍କର ନିମୋନିଆ ଭଲ ହେଉ ନଥିଲା, ସେମାନେ ପ୍ରାଣ ହରାଉଥିଲେ। ଟିମର ତଥ୍ୟ ଅନୁସାରେ କରୋନା ଭାଇରସ ସହ ଜଡ଼ିତ ମୃତ୍ୟୁ ବହୁତ କମ ଥିଲା। କିନ୍ତୁ ଆଇସିୟୁ ଭିତରେ ନିମୋନିଆ ଭଳି ସେକେଣ୍ଡାରୀ ବାକ୍ଟେରିଆଲ ପାଇଁ ଅଧିକ ଲୋକ ପ୍ରାଣ ହରାଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story