ଓଡ଼ିଶାରେ ମ୍ୟାଗି ବ୍ୟାନ୍

ଭୁବନେଶ୍ୱର: ମ୍ୟାଗିର ୭ ପ୍ରକାର ନୁଡୁଲ୍ସକୁ ବ୍ୟାନ କଲେ ରାଜ୍ୟ ସରକାର। ସୋମବାର ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ କହିଥିଲେ, କେନ୍ଦ୍ର ସରକାରଙ୍କ ଖାଦ୍ୟ ନିରାପତ୍ତା ଓ ଗୁଣବତ୍ତା କର୍ତ୍ତୃପକ୍ଷଙ୍କ ପରାମର୍ଶ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମ୍ୟାଗିର ହୋଇଥିବା ନମୁନା ପରୀକ୍ଷାର ରିପୋର୍ଟ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ମ୍ୟାଗି ନୁଡୁଲ୍ସର ପରୀକ୍ଷା ପାଇଁ ପୁନେ ପଠାଇଥିଲେ। ଉକ୍ତ ରିପୋର୍ଟ […]

ATANU

ATANU

Rakesh Mallick
  • Published: Monday, 08 June 2015
  • Updated: 08 June 2015, 01:59 PM IST

Sports

Latest News

ଭୁବନେଶ୍ୱର: ମ୍ୟାଗିର ୭ ପ୍ରକାର ନୁଡୁଲ୍ସକୁ ବ୍ୟାନ କଲେ ରାଜ୍ୟ ସରକାର। ସୋମବାର ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ କହିଥିଲେ, କେନ୍ଦ୍ର ସରକାରଙ୍କ ଖାଦ୍ୟ ନିରାପତ୍ତା ଓ ଗୁଣବତ୍ତା କର୍ତ୍ତୃପକ୍ଷଙ୍କ ପରାମର୍ଶ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମ୍ୟାଗିର ହୋଇଥିବା ନମୁନା ପରୀକ୍ଷାର ରିପୋର୍ଟ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ମ୍ୟାଗି ନୁଡୁଲ୍ସର ପରୀକ୍ଷା ପାଇଁ ପୁନେ ପଠାଇଥିଲେ। ଉକ୍ତ ରିପୋର୍ଟ ଆସିଯାଇଛି। ଉକ୍ତ ନମୁନା ଗୁଡ଼ିକରେ ମୋନୋସୋଡିୟମ ଗ୍ଲୁଟାମେଡ୍ ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ନେସଲେ ପୂର୍ବରୁ ଏହାର ସମସ୍ତ ମ୍ୟାଗି ନୁଡୁଲ୍ସ ରାଜ୍ୟରୁ ପ୍ରତ୍ୟାହାର କରି ନେଇ ସାରିଛି।

ମ୍ୟାଗି ନୁଡୁଲ୍ସ ପରେ ଏବେ ଅନ୍ୟ କଂପାନୀ ଗୁଡ଼ିକ ଦ୍ୱାରା ପ୍ରସ୍ତୁତ ନୁଡୁଲ୍ସ, ପାସ୍ତା ଓ ମାକରୋନି ଭଳି ଖାଦ୍ୟ ପଦାର୍ଥ ଗୁଡ଼ିକର ଗୁଣବତ୍ତା ପରୀକ୍ଷା କରାଯିବ। ଏ ନେଇ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ଟପ୍ ରମେନ୍, ଫୁଡଲ୍ସ ଏବଂ ୱାଇ-ୱାଇ ଭଳି ୭ଟି କଂପାନୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ପରୀକ୍ଷା କରିବାକୁ କେନ୍ଦ୍ର ସରକାରଙ୍କ ଖାଦ୍ୟ ନିରାପତ୍ତା ଓ ଗୁଣବତ୍ତା କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story