ଡେକାନ କ୍ରୋନିକାଲ ଉପାଧ୍ୟକ୍ଷ ପିକେ ଆୟାର ରହୁଥିବା ହୋଟେଲ ନାମରେ ମାମଲା

ଭୁବନେଶ୍ୱର: ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ପି. କେ. ଆୟାର ଗିରଫ ହେବା ଘଟଣାରେ ସେ ରହୁଥିବା ହୋଟେଲ ବିରୋଧରେ ମାମଲା ରୁଜୁ କଲା କମିଶନରେଟ ପୋଲିସ । ପୋଲିସକୁ ଏହି ବିଷୟରେ ସୂଚନା ଦେଇ ନ ଥିବାରୁ ହୋଟେଲ ବିରୋଧରେ ମାମାଲା ରୁଜୁ କରିଥିବା ଡିସିପି କହିଛନ୍ତି । ଅନେକ ଦିନ ଧରି ସେ ଛଦ୍ମ ନାଁରେ ହୋଟେଲରେ ରହିଆସୁଥିଲେ । ଆୟାରଙ୍କୁ ଗତ ଶୁକ୍ରବାର ରାତିରେ ଭୁବନେଶ୍ୱରର ଏକ ହୋଟେଲରୁ କମିଶନରେଟ ପୋଲିସ ଗିରଫ କରିଥିଲା […]

nayar

nayar

Rakesh Mallick
  • Published: Monday, 08 June 2015
  • Updated: 08 June 2015, 08:07 AM IST

ଭୁବନେଶ୍ୱର: ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ପି. କେ. ଆୟାର ଗିରଫ ହେବା ଘଟଣାରେ ସେ ରହୁଥିବା ହୋଟେଲ ବିରୋଧରେ ମାମଲା ରୁଜୁ କଲା କମିଶନରେଟ ପୋଲିସ । ପୋଲିସକୁ ଏହି ବିଷୟରେ ସୂଚନା ଦେଇ ନ ଥିବାରୁ ହୋଟେଲ ବିରୋଧରେ ମାମାଲା ରୁଜୁ କରିଥିବା ଡିସିପି କହିଛନ୍ତି । ଅନେକ ଦିନ ଧରି ସେ ଛଦ୍ମ ନାଁରେ ହୋଟେଲରେ ରହିଆସୁଥିଲେ । ଆୟାରଙ୍କୁ ଗତ ଶୁକ୍ରବାର ରାତିରେ ଭୁବନେଶ୍ୱରର ଏକ ହୋଟେଲରୁ କମିଶନରେଟ ପୋଲିସ ଗିରଫ କରିଥିଲା । ପରେ ସିବିଆଇର ବ୍ୟାଙ୍କିଙ୍ଗ ସିକ୍ୟୁରିଟି ଫ୍ରଡ୍ ସେଲ୍ ତାଙ୍କୁ ରିମାଣ୍ଡରେ ନେଇଛି । ଆୟାରଙ୍କ ନାଁରେ ୩୫୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story