ପାଲଲହଡା: ବିବାହ ଭୋଜିରୁ ଫେରୁଥିବା ବୋଲେରୋ ଦୁର୍ଘଟଣା, ୫ ମୃତ

ପାଲଲହଡା: ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ଜଣଙ୍କର ମୃତ୍ୟୁ ଘଟିଛି।ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ମୃତକମାନେ ଅନୁଗୋଳ ଜିଲ୍ଲା ଖମାର ଡାକ୍ତରଖାନାର କର୍ମଚାରୀମାନେ। ମୃତକଙ୍କ ମଧ୍ୟରେ ଖମାର ହସ୍ପିଟାଲର ଜଣେ ଆୟୁଷ ଡାକ୍ତର ଅଛନ୍ତି।ମୃତକ ଓ ଆହତମାନେ ଢେଙ୍କାନାଳରୁ ଏକ ବିବାହ ଭୋଜିରେ ଯୋଗଦେଇ ଏକ ବୋଲେରୋରେ ଖମାର ଫେରୁଥିବା ବେଳେ ଅନୁଗୁଳ ଜିଲ୍ଲା ପାଲଲହଲଡ଼ା ବ୍ଲକ ଅନ୍ତର୍ଗତ ୧୪ ନମ୍ୱର […]

palalahada

palalahada

Rakesh Mallick
  • Published: Monday, 08 June 2015
  • Updated: 08 June 2015, 02:10 AM IST

Sports

Latest News

ପାଲଲହଡା: ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ଜଣଙ୍କର ମୃତ୍ୟୁ ଘଟିଛି।ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ମୃତକମାନେ ଅନୁଗୋଳ ଜିଲ୍ଲା ଖମାର ଡାକ୍ତରଖାନାର କର୍ମଚାରୀମାନେ। ମୃତକଙ୍କ ମଧ୍ୟରେ ଖମାର ହସ୍ପିଟାଲର ଜଣେ ଆୟୁଷ ଡାକ୍ତର ଅଛନ୍ତି।ମୃତକ ଓ ଆହତମାନେ ଢେଙ୍କାନାଳରୁ ଏକ ବିବାହ ଭୋଜିରେ ଯୋଗଦେଇ ଏକ ବୋଲେରୋରେ ଖମାର ଫେରୁଥିବା ବେଳେ ଅନୁଗୁଳ ଜିଲ୍ଲା ପାଲଲହଲଡ଼ା ବ୍ଲକ ଅନ୍ତର୍ଗତ ୧୪ ନମ୍ୱର ଜାତୀୟ ରାଜପଥର ନୁଥୁରୁପଶି ଛକରେ ଛିଡା ହୋଇଥିବା ଏକ ଟ୍ରକ ପଛକୁ ପିଟିଥିଲା।ଫଳରେ ଘଟଣା ସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଥିଲା।ଘରେ ପହଞ୍ଚିବାର ମାତ୍ର ୧ କିଲୋମିଟର ଦୂରରେ ଦୁର୍ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story