ପୁଣି ମାତିଲେ ମାଓବାଦୀ: ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସହ ୭ଜଣଙ୍କୁ ଅପହରଣ

ମାଲକାନଗିରି: କିଛି ଦିନର ନିରବତା ପରେ ପୁଣି ମାତିଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ମାଥିଲି ଥାନା କର୍ତ୍ତନପାଲି ଅଞ୍ଚଳରୁ ମାଓବାଦୀମାନେ ୭ଜଣଙ୍କୁ ଅପହରଣ କରିନେଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ମାଥିଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ତ୍ରିନାଥ ଭୂମିଅାଁ ମଧ୍ୟ ଅଛନ୍ତି । ଅନ୍ୟମାନେ ହେଲେ ଗାଁ ସନ୍ୟାସୀ ଭୁମିଅାଁ, ଗଙ୍ଗା ଭୁମିଅାଁ, ଦଶରଥ ଭୁମିଅାଁ, ଯଦୁରାମ ଭୁମିଅାଁ ଓ ମଙ୍ଗରାଜ ଦୁରୁଆ । ଗତକାଲି ମଧ୍ୟରାତିରେ ଏହି ଘଟଣା ଘଟିଛି । ତେବେ […]

Naxals

Naxals

Rakesh Mallick
  • Published: Tuesday, 14 April 2015
  • Updated: 19 November 2018, 07:46 PM IST

Sports

Latest News

ମାଲକାନଗିରି: କିଛି ଦିନର ନିରବତା ପରେ ପୁଣି ମାତିଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ମାଥିଲି ଥାନା କର୍ତ୍ତନପାଲି ଅଞ୍ଚଳରୁ ମାଓବାଦୀମାନେ ୭ଜଣଙ୍କୁ ଅପହରଣ କରିନେଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ମାଥିଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ତ୍ରିନାଥ ଭୂମିଅାଁ ମଧ୍ୟ ଅଛନ୍ତି । ଅନ୍ୟମାନେ ହେଲେ ଗାଁ ସନ୍ୟାସୀ ଭୁମିଅାଁ, ଗଙ୍ଗା ଭୁମିଅାଁ, ଦଶରଥ ଭୁମିଅାଁ, ଯଦୁରାମ ଭୁମିଅାଁ ଓ ମଙ୍ଗରାଜ ଦୁରୁଆ ।

ଗତକାଲି ମଧ୍ୟରାତିରେ ଏହି ଘଟଣା ଘଟିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଅନ୍ୟପଟରେ ଛତିଶଗଡ଼ରେ ବାରମ୍ବାର ମାଓବାଦୀମାନେ ଆକ୍ରମଣ ପରେ ଏହି ଜିଲ୍ଲାର ସୀମାରେ ସତର୍କତା ଅବଲମ୍ବନ କରାଯାଇଛି । ଦାନ୍ତେୱାଡା ଓ ସୁକୁମାରେ ଜୋରଦାର କମ୍ବିଂ କରାଯାଇଛି । ଏହାପରେ ବି ମାଓପ୍ରବେଶକୁ ଏଡାଇ ଦିଆଯାଇ ନପାରେ । ଏହି ଦୃଷ୍ଟିରୁ ଓଡ଼ିଶା ସୀମାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହ ମାଓବାଦୀପ୍ରବଣ ସମସ୍ତ ୬ଟି ଜିଲ୍ଲାରେ ଗୁଇନ୍ଦା ବ୍ୟବସ୍ଥାକୁ କ୍ରିୟାଶୀଳ କରାଯାଇଛି । ଗତକାଲି ଦାନ୍ତେୱାଡାରେ ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୫ ଜଣ ଜବାନ ସହିଦ ହୋଇଥିବା ବେଳ ଅନ୍ୟ ୬ଜଣ ଆହତ ହୋଇଥିଲେ । ସେହିପରି ଗତ ଶନିବାର ଦିନ ମଧ୍ୟ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଗୁଳିମାଡରେ ୭ଜଣ ଯବାନ ସହିଦ ହୋଇଥିଲା ଓ ୧୦ଜଣ ଆହତ ହୋଇଛନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story