ମୋହନାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି

ଗଜପତି: ମୋହନାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରଦାନ ପାଇଁ ଦଳମତ ନିର୍ବିଶେଷରେ ଦାବି ହୋଇଛି । ଏ ନେଇ ସୋମବାର ଅଞ୍ଚଳବାସୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ସେମାନେ ବିଡିଓ ଓ ତହସିଲଦାରଙ୍କୁ ଭେଟି ମୋହନାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦେବା ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସୂଚନାଯଗ୍ୟ ଯେ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଜିଲ୍ଲା ସଦର ମହକୁମା ରହିଛି । ତେବେ ଜିଲ୍ଲାର ଦୂରଦୂରାନ୍ତରୁ ଗରିବ ଲୋକେ […]

purna chandra rath arrested

purna chandra rath arrested

Rakesh Mallick
  • Published: Tuesday, 09 June 2015
  • Updated: 09 June 2015, 05:59 AM IST

Sports

Latest News

ଗଜପତି: ମୋହନାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରଦାନ ପାଇଁ ଦଳମତ ନିର୍ବିଶେଷରେ ଦାବି ହୋଇଛି । ଏ ନେଇ ସୋମବାର ଅଞ୍ଚଳବାସୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ସେମାନେ ବିଡିଓ ଓ ତହସିଲଦାରଙ୍କୁ ଭେଟି ମୋହନାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦେବା ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସୂଚନାଯଗ୍ୟ ଯେ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଜିଲ୍ଲା ସଦର ମହକୁମା ରହିଛି । ତେବେ ଜିଲ୍ଲାର ଦୂରଦୂରାନ୍ତରୁ ଗରିବ ଲୋକେ ସଦର ମହକୁମାକୁ ଆସିବାକୁ ବହୁ ହଇରାଣ ହେଉଛନ୍ତି । ବହୁ ସମୟରେ ଗରିବ ଲୋକେ ସଦରକୁ ଆସି କାମ ନ ହୋଇ ପାରିଲେ ଅଯଥ ଖର୍ଚ୍ଚନ୍ତ ହେବା ସହ ନିରାଶ ହୋଇ ଫେରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଶୀଘ୍ର ମୋହନାକୁ ରାଜସ୍ୱ ଉପଖଣ୍ଡ କରିବାକୁ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story