ଘନ କୁହୁଡ଼ି ଯୋଗୁ ୫ଟି ବିମାନ ବିଳମ୍ବିତ, ଗୋଟିଏର ଗତି ପଥ ବଦଳିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ଓ କଟକକୁ ଘନ କୁହୁଡ଼ି ଢାଙ୍କି ଦେଇଥିଲା। ଦୁଇ ସହରକୁ କୁହୁଡି ଏତେ ମାତ୍ରାରେ ଆଚ୍ଛାଦିତ କରି ରଖିଥିଲା ଯେ ଅଧିକ ଦୂରକୁ ଦେଖିବା ସମ୍ଭବ ହେଉ ନ ଥିଲା। କୁହୁଡ଼ି ଯୋଗୁ ରାସ୍ତାରେ ଗାଡ଼ିଚଳାଚଳ ପ୍ରଭାବିତ ହୋଇଥିଲା। ଏପରିକି କିଛି ସ୍ଥାନରେ ଛୋଟମୋଟ ଦୁର୍ଘଟଣା ଘଟିଥିଲା। ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱରରୁ ଯାଉଥିବା ୫ଟି ବିମାନ ସେମାନଙ୍କ ନିର୍ଦ୍ଧାରିତ ସମୟ ଅନୁସାରେ ବିଳମ୍ବରେ ଯାତ୍ରା […]

indgio

indgio

Jitendra Garnayak
  • Published: Saturday, 19 January 2019
  • Updated: 19 January 2019, 10:46 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ଓ କଟକକୁ ଘନ କୁହୁଡ଼ି ଢାଙ୍କି ଦେଇଥିଲା। ଦୁଇ ସହରକୁ କୁହୁଡି ଏତେ ମାତ୍ରାରେ ଆଚ୍ଛାଦିତ କରି ରଖିଥିଲା ଯେ ଅଧିକ ଦୂରକୁ ଦେଖିବା ସମ୍ଭବ ହେଉ ନ ଥିଲା। କୁହୁଡ଼ି ଯୋଗୁ ରାସ୍ତାରେ ଗାଡ଼ିଚଳାଚଳ ପ୍ରଭାବିତ ହୋଇଥିଲା। ଏପରିକି କିଛି ସ୍ଥାନରେ ଛୋଟମୋଟ ଦୁର୍ଘଟଣା ଘଟିଥିଲା।

ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱରରୁ ଯାଉଥିବା ୫ଟି ବିମାନ ସେମାନଙ୍କ ନିର୍ଦ୍ଧାରିତ ସମୟ ଅନୁସାରେ ବିଳମ୍ବରେ ଯାତ୍ରା କରୁଛନ୍ତି। ସେହିପରି ଗୋଟିଏ ବିମାନର ଗତିପଥ ବଦଳାଇ ଦିଆଯାଇଥିଲା।

କୁହୁଡ଼ି ପାଇଁ ପାଇଁ ଭୁବନେଶ୍ୱର ବିମାନବନ୍ଦରରୁ ଏୟାର ଇଣ୍ଡିଆର ଭୁବନେଶ୍ୱର-ଦିଲ୍ଲୀ ବିମାନ ବିଳମ୍ବରେ ଯାତ୍ରା କରୁଛି। ସେହିପରି ଇଣ୍ଡିଗୋର କୋଲକାତା-ଭୁବନେଶ୍ୱର-ଗୌହାଟୀ ବିମାନ, ଚେନ୍ନାଇ-ଭୁବନେଶ୍ୱର-ବେଙ୍ଗାଲୁରୁ ବିମାନ, କୋଚି-ଭୁବନେଶ୍ୱର-କୋଚି ଓ କୋଲକାତା-ଭୁବନେଶ୍ୱର ବିମାନର ଉଡ଼ାଣ ସମୟ ବିଳମ୍ବିତ ହୋଇଛି।

ଏହାସହ ଦିଲ୍ଲୀ-ଭୁବନେଶ୍ୱର-ଦିଲ୍ଲୀ ଇଣ୍ଡିଗୋ ବିମାନର ଗତିପଥ ବଦଳି ଯାଇଥିଲା। ଏଥିଯୋଗୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story