ଆଗାମୀ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇବେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ। ତେବେ କେଉଁ ଦଳରୁ ଲଢ଼ିବେ, ଏଯାଏଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେ ନିଜେ ୪/୫ ଆସନରେ ସର୍ଭେ କରୁଛନ୍ତି। ଏହାରି ମଧ୍ୟରେ ନବୀନ ପଟ୍ଟନାୟକ ଓ 5Tକୁ ଖୁବ ପ୍ରଶଂସା କରିଛନ୍ତି ସିଦ୍ଧାର୍ଥ। ଜଣେ ସଫଳ ପର୍ବତ ଆରୋହୀ ଭାବେ ଜଣାଶୁଣା ସିଦ୍ଧାର୍ଥ ରାଉତରାୟ। ନିକଟରେ ସେ ଋଷର ମାଉଣ୍ଟ ଏଲବ୍ରସ ଗିରିଶୃଙ୍ଗ ଉପରେ ଚଢି ଶଙ୍ଖ ଫୁଙ୍କିଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Odisha
ରାଜ୍ୟ ପାଇଁ ଲଜ୍ଜାର ଦିନ
ରକାର ହେୟଜ୍ଞାନ ପାଇଁ ନିନ୍ଦିତ ହେଲା ଓଡ଼ିଶା। ଟାଟା ପାଓ୍ବାର ଇଡକୋକୁ ଦୋଷ ଦେଉଛି। ଇଡକୋ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦୋଷ ଲଦିଲା।

Odisha
ତିନି ଆଡୁ ଆକ୍ରମଣ, ଭାଇନା ଘାଇଲା
ନିମାପଡ଼ାରେ ଚଳାଉଥିଲେ ଏକଚ୍ଛତ୍ରବାଦ ଶାସନ। ପୁରୀ ଜିଲ୍ଲା ସଭାପତିଙ୍କ ସହ ନାହିଁ ଭଲ ସମ୍ପର୍କ। ସମୀରଙ୍କୁ ହରାଇବାକୁ ବଡ଼ ଯୋଜନା କଲେଣି ନିଜ ଦଳର ନେତା। ନିମାପଡ଼ାରେ ବିଜେଡି ତିନି ଫାଳ। ସମୀରଙ୍କୁ ନେଇ ଉଗ୍ର ହେଉଛି ବିଜେଡିରେ ଅସନ୍ତୋଷ। କାକଟପୁର, ନିମାପଡ଼ା, ସତ୍ୟବାଦୀ, ବ୍ରହ୍ମଗିରି, ପୁରୀରେ ଦଳ ଦୁଇଫାଳ।

Odisha
‘ମଦ ପିଇକି ସମୁଦ୍ରରେ ଖେଳୁଛନ୍ତି’
ଆମେ ଯେତେ ମନା କଲା ବି କେତେକ ପର୍ଯ୍ୟଟକମାନେ ମଦ ପିଇକି ସମୁଦ୍ର ଭିତରକୁ ଖେଳିବାକୁ ଯାଉଛନ୍ତି ବୋଲି କହିଛନ୍ତି ଜଣେ ଲାଇଫ ଗାର୍ଡ। ଏଇ ଦୁଇ ଦିନ ତଳେ ଦୁଇ ଦିନ ଭିତରେ ପୁରୀ ବେଳାଭୂମିରେ ୪ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଛି।

Odisha
ଦ୍ୱିତୀୟ ବିବାହ କରିବେ ପୁଣି ଦୁଇ ଜିଲ୍ଲାପାଳ!
ବିବାହ କରିବେ ଆଉ ଏକ କଲେକ୍ଟର କପୁଲ। ସମର୍ଥ ବର୍ମା ଓ ସ୍ୱଧାଦେବ ସିଂହଙ୍କ ବିବାହ ଚର୍ଚ୍ଚା। ଶୁଣାଯାଉଛି ଆସନ୍ତା ୧୫ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ ଦୁଇ ଜିଲ୍ଲାପାଳ।