ଏଥର ବଜେଟରେ ରେଳ ପାଇଁ ଓଡ଼ିଶାକୁ କେତେ ଅନୁଦାନ ମିଳିଲା, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ରେଳ ବଜେଟରେ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ଲାଗି ୫୮୦୦ରୁ ୬୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ବରାଦ ହୋଇଛି। ମଧ୍ୟବର୍ତ୍ତିକାଳୀନ ବଜେଟରେ ବଡ଼ ବଡ଼ ପ୍ରକଳ୍ପ ଲାଗି ଯେଉଁ ବ୍ୟୟବରାଦ ହୋଇଥିଲା ସେଥିରେ ବିଶେଷ ପରିବର୍ତ୍ତନ କରାଯାଇନାହିଁ । ତେବେ ନଜର ପକାନ୍ତୁ କେଉଁ ପ୍ରକଳ୍ପ ପାଇଁ କେତେ ବ୍ୟୟ ବରାଦ ହୋଇଛି । ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳପଥ ଲାଗି ୩୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଅନୁଗୁଳ-ସୁକିନ୍ଦା ପାଇଁ ୨୫୦ କୋଟି, […]

new-train

new-train

Tapas Behera
  • Published: Wednesday, 10 July 2019
  • Updated: 10 July 2019, 04:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ରେଳ ବଜେଟରେ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ଲାଗି ୫୮୦୦ରୁ ୬୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ବରାଦ ହୋଇଛି। ମଧ୍ୟବର୍ତ୍ତିକାଳୀନ ବଜେଟରେ ବଡ଼ ବଡ଼ ପ୍ରକଳ୍ପ ଲାଗି ଯେଉଁ ବ୍ୟୟବରାଦ ହୋଇଥିଲା ସେଥିରେ ବିଶେଷ ପରିବର୍ତ୍ତନ କରାଯାଇନାହିଁ । ତେବେ ନଜର ପକାନ୍ତୁ କେଉଁ ପ୍ରକଳ୍ପ ପାଇଁ କେତେ ବ୍ୟୟ ବରାଦ ହୋଇଛି ।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳପଥ ଲାଗି ୩୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଅନୁଗୁଳ-ସୁକିନ୍ଦା ପାଇଁ ୨୫୦ କୋଟି, ହରିଦାସପୁର-ପାରାଦୀପ ପାଇଁ  ୪୦୦ କୋଟି, ତାଳଚେର-ବିମଳାଗଡ଼ ଲାଗି ୧୫୦ କୋଟି, ଜୟପୁର-ମାଲକାନଗିରି ପାଇଁ ୭୦ କୋଟି ଓ ଜୟପୁର-ନବରଙ୍ଗପୁର ପ୍ରକଳ୍ପ ଲାଗି ୧୦ କୋଟିର ବ୍ୟୟବରାଦ କରାଯାଇଛି।

ଅନ୍ୟପକ୍ଷରେ ସମ୍ବଲପୁର-ଟିଟିଲାଗଡ଼ ଲାଇନର ଦୋହରୀକରଣ ପାଇଁ ୧୭୦ କୋଟି ଟଙ୍କା ଦିଆଯାଇଥିବା ବେଳେ ସମ୍ବଲପୁର-ତାଳଚେର ଲାଇନ  ପାଇଁ ୨୪୯ କୋଟି, ବାଂଶପାଣି-ଦୈତାରୀ-ଟମକା-ଜଖପୁରା ଲାଗି  ୮୫ କୋଟି ଓ ଭଦ୍ରକ-ନିର୍ଗୁଣ୍ଡି ଟ୍ରାକ୍‌ ଦୋହରୀକରଣ ଲାଗି  ୮୬ କୋଟି ବ୍ୟୟବରାଦ ହୋଇଛି। ସେହିପରି ଝାରପଡ଼ା-ବୁଢ଼ାପଙ୍କ  ଟ୍ରାକ୍‌ର ତୃତୀୟ ଓ ଚତୁର୍ଥ ଲାଇନ୍ ନିର୍ମାଣ ଲାଗି ୧୧୯ କୋଟି ୮୭ ଲକ୍ଷ ମଂଜୁର କରାଯାଇଥିବା ବେଳେ କୋରାପୁଟ-ସିଙ୍ଗାପୁର ରୋଡ୍ ପ୍ରକଳ୍ପକୁ ମିଳିଛି  ୨୦୫ କୋଟି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story