ମହାନଦୀକୁ ଡେଇଁଲେ ନାବାଳିକା

କଟକ(ଓଡ଼ିଶା ରିପୋର୍ଟର): କଟକ ସ୍ଥିତ ଯୋବ୍ରା  ବ୍ୟାରେଜ୍‌ରୁ ଆଜି ସକାଳେ ଜଣେ ନାବାଳିକା ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି।  ଏବେ ସେ ସୁସ୍ଥ  ଅଛନ୍ତି। ନାବାଳିକାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଶିଖରପୁରରେ ରହୁଥିଲେ। ପାଠପଢ଼ାକୁ ନେଇ ନାବାଳିକା ଜଣକ ଚାପରେ ଥିବା ପୁଲିସ୍‌ କହିଛି। ତେବେ ଘଟଣା ସମ୍ପର୍କରେ  ମାଲଗୋଦାମ ଥାନା ପୁଲିସ୍‌ ତାଙ୍କ ପରିବାର ଲୋକକୁ ସୂଚନା ଦେଇଛନ୍ତି।

drowing

drowing

Jyoshna Pradhan
  • Published: Monday, 18 November 2019
  • Updated: 18 November 2019, 12:40 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ସ୍ଥିତ ଯୋବ୍ରା  ବ୍ୟାରେଜ୍‌ରୁ ଆଜି ସକାଳେ ଜଣେ ନାବାଳିକା ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି।  ଏବେ ସେ ସୁସ୍ଥ  ଅଛନ୍ତି।

ନାବାଳିକାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଶିଖରପୁରରେ ରହୁଥିଲେ। ପାଠପଢ଼ାକୁ ନେଇ ନାବାଳିକା ଜଣକ ଚାପରେ ଥିବା ପୁଲିସ୍‌ କହିଛି। ତେବେ ଘଟଣା ସମ୍ପର୍କରେ  ମାଲଗୋଦାମ ଥାନା ପୁଲିସ୍‌ ତାଙ୍କ ପରିବାର ଲୋକକୁ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos