ପାଣି ପାଇଁ ରାସ୍ତାରୋକ

ଧର୍ମଗଡ଼(ଇଣ୍ଡିତ ପଣ୍ଡା): ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଜୟପୁର ଜାତୀୟ ରାଜପଥ ୨୬କୁ ମହିମାନେ ଅବରୋଧ କରିଛନ୍ତି। କୋକସରା ବ୍ଲକ୍‌ର ଡଙ୍ଗରିଗୁଡ଼ା ଗାଁରେ ଦୀର୍ଘଦିନ ହେବ ଜଳ ସଙ୍କଟ ଲାଗି ରହିଛି।  ଗାଁରେ ଥିବା ନୂଅକୂପରୁ ପାଣି ବାହାରୁ ନାହିଁ। ଏନେଇ ଗାଁ ଲୋକେ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିବା ପରେ ମଧ୍ୟ ସମାଧାନ ହୋଇପାରି ନଥିଲା। ଫଳରେ ମହିଳାମାନେ ଆଜି ସକାଳ ୭ଟାରୁ ଗରା ମାଠିଆ ଧରି ରାସ୍ତାରୋକ କରିଛନ୍ତି। ତେଣୁ […]

strike

strike

Jyoshna Pradhan
  • Published: Tuesday, 21 May 2019
  • Updated: 21 May 2019, 09:11 AM IST

Sports

Latest News

ଧର୍ମଗଡ଼(ଇଣ୍ଡିତ ପଣ୍ଡା): ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଜୟପୁର ଜାତୀୟ ରାଜପଥ ୨୬କୁ ମହିମାନେ ଅବରୋଧ କରିଛନ୍ତି।

strike

କୋକସରା ବ୍ଲକ୍‌ର ଡଙ୍ଗରିଗୁଡ଼ା ଗାଁରେ ଦୀର୍ଘଦିନ ହେବ ଜଳ ସଙ୍କଟ ଲାଗି ରହିଛି।  ଗାଁରେ ଥିବା ନୂଅକୂପରୁ ପାଣି ବାହାରୁ ନାହିଁ। ଏନେଇ ଗାଁ ଲୋକେ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିବା ପରେ ମଧ୍ୟ ସମାଧାନ ହୋଇପାରି ନଥିଲା। ଫଳରେ ମହିଳାମାନେ ଆଜି ସକାଳ ୭ଟାରୁ ଗରା ମାଠିଆ ଧରି ରାସ୍ତାରୋକ କରିଛନ୍ତି। ତେଣୁ ରାସ୍ତାରେ ଗାଡ଼ି ମୋଟର ଅଟକି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story