ଦିଲ୍ଲୀରେ କଂଗ୍ରେସର ୧୨ ବିଧାୟକଙ୍କ ଡେରା: ଆଜି ହାଇକମାଣ୍ଡକୁ ଭେଟି ପାରନ୍ତି

ଭୁବନେଶ୍ୱର: ଦିଲ୍ଲୀରେ ଡେରା ପକାଇଥିବା ଓଡିଶାର କଂଗ୍ରେସ ନେତାମାନେ ଆଜି ଦଳର ହାଇ କମାଣ୍ଡ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବା ସମ୍ଭାବନା ରହିଛି। ପିସିସି ସଭାପତି ଓ ବିରୋଧୀ ଦଳ ନେତା ହାଇକମାଣ୍ଡକୁ ଭେଟିବାର ଗୋଟିଏ ସପ୍ତାହ ପରେ ୧୨ ଜଣ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ନୂଆ ସଭାପତି ଦାୟିତ୍ୱ ନେବାର ୭ ମାସ ପରେ ନୂଆ ଟିମ୍ ଚୟନ ହୋଇ ନପାରିବା ଓ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଏ ନେଇ କୌଣସି କଂଗ୍ରେସ ନେତା ମୁହଁ ଖୋଲି ନାହାଁନ୍ତି।

ଆହୁରି ପଢ଼ନ୍ତୁ

ଅନୁଗୋଳରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ

ନବ ଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡ଼ିଲେ ଶ୍ରୀଜିଉ

ବରକୁ ଉଠାଇ ନେଲା ପୁଲିସ, ମେ’ଫେୟାର ହୋଟେଲ ସିଲ୍

ନିର୍ଦ୍ଦେଶକୁ ୫ବର୍ଷ ବିତିଲା, ୭୭ % ସ୍କୁଲରେ ନାହିଁ ଖେଳପଡ଼ିଆ

ବନ୍ଧା ହେଲେ ୨, ବିବାହ ଆଇନ୍ ଉଲ୍ଲଂଘନ କଲେ ଫସିବେ ପୁରୋହିତ

ସମସ୍ତଙ୍କ ସ୍ୱାବ୍ ପରୀକ୍ଷା ଦାବି କଲା କଂଗ୍ରେସ

ମୋ ଧନକୁ ଡାକ୍ତର ଟ୍ରିଟ୍‌ମେଣ୍ଟ କଲେନି: ବାପା, ଭାଇ ତମେ ବି ଆସିଲନି…

ରାଜ୍ୟରେ ଅଣାୟତ୍ତ ‘କରୋନା’ ମହାମାରୀ: ନେଲାଣି ଆଉ ୫ ମୁଣ୍ଡ

ଘରକୁ ଫେରୁନାହାନ୍ତି, କେଉଁଠି ଅଛନ୍ତି ଆରତି?

‘ମୁଁ ସୁସ୍ଥ, ମୋତେ ନିଆଁ ପାଣି ବାସନ୍ଦ’

ସୀତାଙ୍କୁ ଅପମାନ ବିବାଦ: ଏକାଡେମୀ ପୁରସ୍କାର ପ୍ରତ୍ୟାହାର ଦାବି

ସୁସ୍ଥ ହେଲେ ୨୨୯ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ