ଆରୋଗ୍ୟ ହେଲେ ୪୦୯୦ କରୋନା ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆରୋଗ୍ୟ ହେଲେ ୪୦୯୦ ଜଣ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୪୧୬୫୭ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 4090 Covid patients have recovered and are being discharged on 19.09.2020 605 from Khordha412 from Puri371 from Cuttack169 from Bargarh160 from Nabarangpur155 from Sundargarh145 from Kendrapara145 from Rayagada139 […]

corona,,,,,

corona,,,,,

Manoranjan Sial
  • Published: Saturday, 19 September 2020
  • Updated: 19 September 2020, 08:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆରୋଗ୍ୟ ହେଲେ ୪୦୯୦ ଜଣ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୪୧୬୫୭ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1307322811447275520?s=20

ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୬୦୫ ଜଣ ଅଛନ୍ତି। ସେହିପରି ପୁରୀରୁ ୪୧୨, କଟକରୁ ୩୭୧, ବରଗଡ଼ରୁ ୧୬୯, ନବରଙ୍ଗପୁରରୁ ୧୬୦, ସୁନ୍ଦରଗଡ଼ରୁ ୧୫୫, କେନ୍ଦ୍ରାପଡ଼ାରୁ ୧୪୫, ରାୟଗଡ଼ାରୁ ୧୪୫, ଯାଜପୁରରୁ ୧୩୯, ବଲାଙ୍ଗିରରୁ ୧୨୩, ଜଗତସିଂହପୁରରୁ ୧୨୧, କୋରାପୁଟରୁ ୧୨୦, ମୟୂରଭଞ୍ଜରୁ ୧୧୫, ସୋନପୁରରୁ ୧୧୦, ଭଦ୍ରକରୁ ୧୦୪, ସମ୍ୱଲପୁରରୁ ୯୯, ଝାରସୁଗୁଡ଼ାରୁ ୯୩, କେନ୍ଦୁଝରରୁ ୯୨, ବାଲେଶ୍ୱରରୁ ୯୧, ନୟାଗଡ଼ରୁ ୮୩, ନୂଆପଡ଼ାରୁ ୭୮, ଅନୁଗୋଳରୁ ୬୬, ଗଞ୍ଜାମରୁ ୫୬, ଢେଙ୍କାନାଳରୁ ୫୦, କଳାହାଣ୍ଡିରୁ ୪୪, ମାଲକାନଗିରିରୁ ୪୪, କନ୍ଧମାଳରୁ ୩୮, ବୌଦ୍ଧରୁ ୧୮, ଗଜପତିରୁ ୧୮, ଦେବଗଡ଼ରୁ ୧୪ ଓ ଷ୍ଟେଟ୍‌ ପୁଲରୁ ୨୧୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story