ଆରୋଗ୍ୟ ହେଲେ ୪୦୯୦ କରୋନା ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆରୋଗ୍ୟ ହେଲେ ୪୦୯୦ ଜଣ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୪୧୬୫୭ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୬୦୫ ଜଣ ଅଛନ୍ତି। ସେହିପରି ପୁରୀରୁ ୪୧୨, କଟକରୁ ୩୭୧, ବରଗଡ଼ରୁ ୧୬୯, ନବରଙ୍ଗପୁରରୁ ୧୬୦, ସୁନ୍ଦରଗଡ଼ରୁ ୧୫୫, କେନ୍ଦ୍ରାପଡ଼ାରୁ ୧୪୫, ରାୟଗଡ଼ାରୁ ୧୪୫, ଯାଜପୁରରୁ ୧୩୯, ବଲାଙ୍ଗିରରୁ ୧୨୩, ଜଗତସିଂହପୁରରୁ ୧୨୧, କୋରାପୁଟରୁ ୧୨୦, ମୟୂରଭଞ୍ଜରୁ ୧୧୫, ସୋନପୁରରୁ ୧୧୦, ଭଦ୍ରକରୁ ୧୦୪, ସମ୍ୱଲପୁରରୁ ୯୯, ଝାରସୁଗୁଡ଼ାରୁ ୯୩, କେନ୍ଦୁଝରରୁ ୯୨, ବାଲେଶ୍ୱରରୁ ୯୧, ନୟାଗଡ଼ରୁ ୮୩, ନୂଆପଡ଼ାରୁ ୭୮, ଅନୁଗୋଳରୁ ୬୬, ଗଞ୍ଜାମରୁ ୫୬, ଢେଙ୍କାନାଳରୁ ୫୦, କଳାହାଣ୍ଡିରୁ ୪୪, ମାଲକାନଗିରିରୁ ୪୪, କନ୍ଧମାଳରୁ ୩୮, ବୌଦ୍ଧରୁ ୧୮, ଗଜପତିରୁ ୧୮, ଦେବଗଡ଼ରୁ ୧୪ ଓ ଷ୍ଟେଟ୍‌ ପୁଲରୁ ୨୧୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

ଆହୁରି ପଢ଼ନ୍ତୁ

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କଲେ ମୋଦି ସରକାର

କରୋନା ଟିକାର ପରୀକ୍ଷା ପାଇଁ ଜାଣିଶୁଣି ଲୋକଙ୍କୁ ସଂକ୍ରମିତ କରିବ ଏହି ଦେଶ

ଦୁଃଖ ଦେଉଛି ଗାଟେଣୀ ନଦୀ; ବର୍ଷା ବଢ଼ିଲେ ବଢ଼ୁଛି ଚିନ୍ତା

ଭାରତ ଗସ୍ତରେ ଆସିବେ ଟ୍ରମ୍ପଙ୍କ ଦୁଇ ପ୍ରମୁଖ ମନ୍ତ୍ରୀ

ସିନ୍ଧ ପୁଲିସ ମୁଖ୍ୟଙ୍କୁ ପାକିସ୍ତାନ ସେନାର ଅପହରଣ ଅଭିଯୋଗ, କରାଚିରେ ‘ଗୃହଯୁଦ୍ଧ’

ଚାଇନିଜ୍ ସେନାକୁ ହସ୍ତାନ୍ତର କଲା ଭାରତୀୟ ସେନା

ଘର ବାହାରେ ଛିଡ଼ା ହୋଇଥିଲେ, ତୀର ମାଡ଼ରେ ଟଳିପଡ଼ିଲେ

ଲାଲ୍‌ବାହିନୀର ବର୍ବର କାଣ୍ଡ; ଇନଫର୍ମର ସନ୍ଦେହରେ ମୁଣ୍ଡ ଗଡ଼ାଇଲେ

ଓପିନିଅନ ପୋଲ: ବିହାରରେ ପୁଣି ବାଜିମାତ କରିବ ଏନଡିଏ, କିନ୍ତୁ…

କୋଭିଡ୍ ଚିକିତ୍ସା ପାଇଁ କିମ୍ସ ନେଇଛି ୪୦ କୋଟି

କ’ଣ ଏବେ ବି ଚେନ୍ନାଇ ପାଖରେ ଫ୍ଲେ ଅଫ ଖେଳିବାର ସୁଯୋଗ ଅଛି ? ଜାଣନ୍ତୁ ପୂରା ଗଣିତ

ପତଳା ଶରୀର ପାଇଁ ଚିନ୍ତିତ କି? ଏହି ସବୁ ଫଳ ଖାଇ ବଢ଼ାନ୍ତୁ ଓଜନ