ବେଙ୍ଗାଲୁରୁ: ବେଙ୍ଗାଲୁରୁର ସହକାର ନଗରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଏହି ରଥଯାତ୍ରା ଆୟୋଜନ କରାଯାଇଥିଲା। ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ସାଢେ ୬ଟାବେଳେ ରଥ ପହଞ୍ଚିଥିଲା। ଏହି ଅବସରରେ କର୍ଣ୍ଣାଟକ କୃଷିମନ୍ତ୍ରୀ କ୍ରିଷ୍ଣା ବାଇରେ ଗୌଡା, ଜୟନଗର ବିଜେପି ବିଧାୟକ ବି.ଏନ୍.ବିଜୟକୁମାର, ହାଲର ପୂର୍ବତନ ଚେୟାରମ୍ୟାନ ଏନ.ଆର୍.ମହାନ୍ତି, ଓଡ଼ିଶା ଇଞ୍ଜିନିୟରିଂ କଲେଜ ଚେୟାରମ୍ୟାନ ଶୁଭ୍ରା ପଟ୍ଟନାୟକ ଏବଂ ଅନ୍ୟ ଅତିଥିମାନେ ଯୋଗଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ନିଜ ବିଲକୁ ଯାଇଥିଲେ ଚାଷୀ, ମାରିଲା କରେଣ୍ଟ
ପାଚିଲା ଧାନ ଦେଖିବାକୁ ନିଜ ବିଲକୁ ଯାଇଥିଲେ ଚାଷୀ। ମାତ୍ର ଘଟିଗଲା ଅଘଟଣ । ପଡ଼ୋଶୀଙ୍କ ତାର ବାଡ଼ରେ ହାତ ପଡ଼ିଯିବାରୁ ମାରିଲା କରେଣ୍ଟ ଓ ସେଠାରେ ହିଁ ସେ ଟଳି ପଡ଼ିଲେ।
Accident
ସାଙ୍ଗଙ୍କ ସହ ସମୁଦ୍ରରେ ଗାଧୋଉଥିଲେ, ଭାସିଗଲେ ଯୁବକ
ସମୁଦ୍ରରେ ସ୍ନାନ ବେଳେ ବୁଡିଗଲେ ଯୁବକ । ବହୁ ଖୋଜାଖୋଜି ପରେ ବି ମିଳୁନି ପତ୍ତା।
Crime
ବିବାହକୁ ୬ ମାସ ପୂରିନି; ଯୌତୁକ ଜୁଇରେ ଜଳିଲେ ନବବଧୂ
ଝିଅକୁ ଯୋଜନାବଦ୍ଧ ଭାବେ ବିଷ ପିଆଇ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଞ୍ଜଳିଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Crime
ପୁଅ ମାଡ଼ରେ ଗଲା ମା’ର ଜୀବନ; ୨୦ ଘଣ୍ଟା ହେଲା ପଡ଼ିଛି ମୃତଦେହ
ପୁଲିସ ଅଭିଯୁକ୍ତ ପୁଅକୁ ନେଇ ଅଟକ ରଖିବା ସହ ଘଟଣା ସଂପର୍କରେ ପଚରାଉଚରା କରିଛି।