ବିମାନ ଉଡ଼ାଣ: ଆସନ୍ତା ମାସରେ ଝାରସୁଗୁଡ଼ାରୁ, ତିନିମାସ ପରେ ରାଉରକେଲାରୁ

ଭୁବନେଶ୍ୱର: ଆସନ୍ତା ମାସ ଶେଷ ସୁଦ୍ଧା ଝାରସୁଗୁଡ଼ାକୁ ବିମାନ ଉଡ଼ାଣ ହେବ। ଆଜି ଉଡ଼ାଣ ଯୋଜନା କାର୍ଯ୍ୟକାରିତାକୁ ନେଇ ସଚିବାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହା କହିଛନ୍ତି।

ସେ କହିଛନ୍ତି- “ନଭେମ୍ବର ସୁଦ୍ଧା ଝାରସୁଗୁଡ଼ାକୁ ବିମାନ ଉଡ଼ାଣ କରିବ। ରାଉରକେଲାକୁ ବିମାନ ଉଡ଼ାଣ ପାଇଁ ଆଉ ଦୁଇରୁ ତିନି ମାସ ଲାଗିବ।”

ସେ ଆହୁରି କହିଛନ୍ତି- “ରାଉରକେଲାରେ ବିମାନ ବନ୍ଦର ଦାୟିତ୍ୱ ନେବାକୁ ଆରଏସପି ରାଜି ହେଉ ନଥିବାରୁ ବିଳମ୍ବ ହେଉଛି। ଜୟପୁର ଓ ରାଉରକେଲାକୁ ବିମାନ ଉଡ଼ାଣ ଆସନ୍ତା ମାର୍ଚ୍ଚ ସୁଦ୍ଧା ସମ୍ଭବ ହୋଇପାରିବ।”

Ordigital Desk
• Published: Tuesday, 24 October 2017
• Updated: 24 October 2017, 01:15 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ମାସ ଶେଷ ସୁଦ୍ଧା ଝାରସୁଗୁଡ଼ାକୁ ବିମାନ ଉଡ଼ାଣ ହେବ। ଆଜି ଉଡ଼ାଣ ଯୋଜନା କାର୍ଯ୍ୟକାରିତାକୁ ନେଇ ସଚିବାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହା କହିଛନ୍ତି।

ସେ କହିଛନ୍ତି- “ନଭେମ୍ବର ସୁଦ୍ଧା ଝାରସୁଗୁଡ଼ାକୁ ବିମାନ ଉଡ଼ାଣ କରିବ। ରାଉରକେଲାକୁ ବିମାନ ଉଡ଼ାଣ ପାଇଁ ଆଉ ଦୁଇରୁ ତିନି ମାସ ଲାଗିବ।”

ସେ ଆହୁରି କହିଛନ୍ତି- “ରାଉରକେଲାରେ ବିମାନ ବନ୍ଦର ଦାୟିତ୍ୱ ନେବାକୁ ଆରଏସପି ରାଜି ହେଉ ନଥିବାରୁ ବିଳମ୍ବ ହେଉଛି। ଜୟପୁର ଓ ରାଉରକେଲାକୁ ବିମାନ ଉଡ଼ାଣ ଆସନ୍ତା ମାର୍ଚ୍ଚ ସୁଦ୍ଧା ସମ୍ଭବ ହୋଇପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos