ଭୁବନେଶ୍ୱର: ପଟିଆ ଅଞ୍ଚଳରେ ଘର ଛାତ ଉପରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ଅଞ୍ଚଳର ଏକ ଘରର ଛାତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ଶିଖରଚଣ୍ଡି ନଗରର ପି. ଦିଲ୍ଲିପ ରେଡ୍ଡୀ । ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘର ଛାତରୁ ମୃତଦେହ ଜବତ ହୋଇଛି । ମୃତ ଦିଲ୍ଲିପଙ୍କ ମୁଣ୍ଡରେ ଦାଗ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ […]

dadebady

dadebady

Rakesh Mallick
  • Published: Monday, 08 June 2015
  • Updated: 08 June 2015, 06:05 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ଅଞ୍ଚଳର ଏକ ଘରର ଛାତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ଶିଖରଚଣ୍ଡି ନଗରର ପି. ଦିଲ୍ଲିପ ରେଡ୍ଡୀ । ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘର ଛାତରୁ ମୃତଦେହ ଜବତ ହୋଇଛି । ମୃତ ଦିଲ୍ଲିପଙ୍କ ମୁଣ୍ଡରେ ଦାଗ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷେ ଘର ମାଲିକ ଉକ୍ତ ଘରେ ରହୁ ନ ଥିବା କହିଛନ୍ତି । ସେ ଘର ସଫେଇ ଲାଗି ଜଣେ କଣ୍ଟ୍ରାକ୍ଟରଙ୍କୁ ଦାୟିତ୍ୱ ଦେଇଥିଲେ । ଛାତ ଉପରକୁ ମୃତଦେହ କିପରି ଆସିଲା ସେ କିଛି କହିପାରିବେ ନାହିୱ ବୋଲି ପ୍ରକାଶ କରିଛନ୍ତି । ଘଟଣା ପରେ ଘର କାମରେ ନିୟାଜିତ ଦୁଇଜଣ ଶ୍ରମିକଙ୍କ କୌଣସି ଖୋଜଖବର ମିଳୁ ନ ଥିବାରୁ ପୋଲିସ ସେମାନଙ୍କୁ ଖୋଜୁଥିବା କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story