ତେଜିଲା ମିଛ ନିଯୁକ୍ତି ମାମଲା: ଆଇଟିଇଆର ମାଲିକଙ୍କୁ ଗିରଫଦାରୀ ଦାବିରେ ଛାତ୍ର କଂଗ୍ରେସର ରାଲି
ଭୁବନେଶ୍ୱର: ଜାଲ ନିଯୁକ୍ତି ଅଭିଯୋଗ ମାମଲାରେ ଆଇଟିଇଆର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ର କଂଗ୍ରେସ୍ ପକ୍ଷରୁ ବାଇକ୍ ରାଲି କରାଯାଇଥିଲା। ଛାତ୍ର କଂଗ୍ରେସ କର୍ମୀମାନେ ନବୀନ ନିବାସ ଅଭିମୁଖେ ବାଇକ୍ ରାଲିରେ ଯିବାବେଳେ ଶିଶୁ ଭବନ ଛକରେ ପୋଲିସ୍ ସେମାନଙ୍କୁ ଅଟକାଇ ଥିଲା।
ଏହି ସମୟରେ ଛାତ୍ର କଂଗ୍ରେସ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି। ପିଲାଙ୍କ କ୍ୟାରିୟର ସହ ଖେଳ ଖେଳିଥିବା ଅନୁଷ୍ଠାନର ମାଲିକଙ୍କୁ ଗିରଫ କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।