ବିନ୍ଦୁସାଗରର ପୁନରୁଦ୍ଧାର ପାଇଁ ବିଜେପିର ଜଳ ସତ୍ୟାଗ୍ରହ

<p>ଭୁବନେଶ୍ୱର: ଭୁବନେଶ୍ୱରର ବିନ୍ଦୁସାଗର ପୋଖରୀର ପୁନରୁଦ୍ଧାର ପାଇଁ ବିଜେପି ପକ୍ଷରୁ ଆଜି ଜଳ ସତ୍ୟାଗ୍ରହ କରାଯାଇଛି। &nbsp;ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଧରି ଏହି ଜଳ ସତ୍ୟାଗ୍ରହ କରାଯାଇଥିଲା। ଏଥିରେ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ସମେତ ଅନ୍ୟ ନେତା ଓ କର୍ମୀମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ। ବିନ୍ଦୁସାଗରକୁ ପ୍ରଦୂଷଣମୁକ୍ତ କରି ଏହାର ତୁରନ୍ତ ପୁନରୁଦ୍ଧାର ପାଇଁ ବିଜେପି ନେତାମାନେ ଦାବି କରିଥିଲେ।</p>

Ordigital Desk
  • Published: Thursday, 12 October 2017
  • Updated: 12 October 2017, 11:45 AM IST

Sports

Latest News

<p>ଭୁବନେଶ୍ୱର: ଭୁବନେଶ୍ୱରର ବିନ୍ଦୁସାଗର ପୋଖରୀର ପୁନରୁଦ୍ଧାର ପାଇଁ ବିଜେପି ପକ୍ଷରୁ ଆଜି ଜଳ ସତ୍ୟାଗ୍ରହ କରାଯାଇଛି। &nbsp;ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଧରି ଏହି ଜଳ ସତ୍ୟାଗ୍ରହ କରାଯାଇଥିଲା। ଏଥିରେ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ସମେତ ଅନ୍ୟ ନେତା ଓ କର୍ମୀମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ। ବିନ୍ଦୁସାଗରକୁ ପ୍ରଦୂଷଣମୁକ୍ତ କରି ଏହାର ତୁରନ୍ତ ପୁନରୁଦ୍ଧାର ପାଇଁ ବିଜେପି ନେତାମାନେ ଦାବି କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos